ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି ଏପରି ଜଣେ ବାବାଙ୍କୁ ଯିଏ ପିଉଛନ୍ତି ଗୋବର ପାଣି ଆଉ ଭବିଷ୍ୟତକୁ ନେଇ କହୁଛନ୍ତି ଏପରି କିଛି କଥା।

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି। ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।

ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।ଆମେ ଆଜି ସେହିପରି ଜଣେ ବାବାଙ୍କ ସମ୍ପର୍କରେ କହିବୁ ଯିଏକି ଗୋବର ପାଣି ପିଇ ବୁଲୁଛନ୍ତି ଆଉ କିଛି ଆଶ୍ଚର୍ଯ୍ୟକର କଥା ମଧ୍ୟ କହୁଛନ୍ତି।

ତେବେ ସେହି ବାବା ଜଣଙ୍କ ଏହା କହି ଥାଆନ୍ତି କି ସେ କିଛି ମଧ୍ୟ ଖାଦ୍ୟ ଖାଇ ନଥାନ୍ତି।ଏହା ସହିତ ସେ କିଛି ଖାଦ୍ୟ ନ ଖାଇବା ସହିତ ସେ କେବଳ ଗୋବର ପାଣି ପିଇ ରହି ଥାଆନ୍ତି।ଏହା ସହିତ ଏହି କଥା ସମସ୍ତଙ୍କୁ ଆଚାର୍ଯ୍ୟ କରିଥାଏ ଏହା ସତ୍ୟ କିନ୍ତୁ ସେ ଏହା ହିଁ ଦାବି କରି ଥାଆନ୍ତି।ଏହା ସହିତ ସେ ଏହା କହି ଥାଆନ୍ତି କି ଆଉ ଅଳ୍ପ ଦିନ ମଧ୍ୟରେ ଏହି ଦୁନିଆ ଧ୍ଵଂସ ହେବାକୁ ଯାଉଛି।ଏହା ସହିତ ଏହି ଦୁନିଆରେ ଲୋକମାନଙ୍କ ଅନ୍ତ ସମୟ ପାଖେଇ ଆସୁଛି ବୋଲି ସେ କହି ଥାଆନ୍ତି।

ତେବେ ଏହି ଦୁନିଆର ଅନ୍ତ ସମୟ ଯେପରି ଭାବରେ ପାଖେଇ ଆସୁଚି ସେହିପରି ଭାବରେ ସେ ମଧ୍ୟ କହିଛନ୍ତି କି ତାଙ୍କୁ କିଛି କିଛି ପୂର୍ବଭାଷ ମିଳି ଚାଲିଛି।ଏହା ସହିତ ଏହି ଦୁନିଆରେ ଯେପରି ଭାବରେ ଅନ୍ୟାୟ ବଢ଼ି ବଢ଼ି ଚାଲିଛିଏହିପରି ଭାବରେ ଆଉ ଅଧିକ ସମୟ ନାହିଁ ଏହି ଦୁନିଆର ବିନାଶ ପାଇଁ ବୋଲି ସେ କହିଛନ୍ତି।ଏହା ସହିତ ସମସ୍ତଙ୍କୁ ସତର୍କ ରହିବା ସହିତ ନିଜର କର୍ମରେ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଏହା ସହିତ ଯେପରି ଭାବରେ ଏହି ଦୁନିଆରେ ପାପର ଭାର ବଢ଼ି ବଢ଼ି ଚାଲିଛି ସେହି ପରି ଭାବରେ ଏହି ଦୁନିଆର ଅନ୍ତ ସମୟ ମଧ୍ୟ ପାଖେଇ ପାଖେଇ ଆସୁଛି ବୋଲି ସେ କହିଛନ୍ତି।ତେବେ ଏହି ଦୁନିଆର ଅନ୍ତ ସମୟ ପାଖେଇ ପାଖେଇ ଆସୁଛି ବୋଲି ସେ କହିଛନ୍ତି।ଏହା ସହିତ ଯେଉଁ ମାନେ ଅନ୍ୟାୟ କରୁଛନ୍ତି ସେମାନେ ବହୁତ ଶୀଘ୍ର ଏହାର ଫଳ ପାଇବେ ବୋଲି ସେ କହିଛନ୍ତି।

ତେବେ ଏହା ପରେ ସେ ଏହା ମଧ୍ୟ କହିଛନ୍ତି କି ଏହି ଦୁନିଆରେ ଯଦି ଅନ୍ୟାୟ ଓ ପାପ ବନ୍ଦ ନ ହୁଏ ତେବେ ଏହାର ଫଳ ସେମାନଙ୍କୁ ଭୋଗିବାକୁ ପଡ଼ିବ ବୋଲି ସେ କହିଥିଲେ।ଏହା ସହିତ ଏହାର ସମାଧାନ ପାଇଁ ସେମାନଙ୍କୁ ଏହି ସମସ୍ତ ଖରାପ କର୍ମ ଛାଡ଼ିବା ଆବଶ୍ୟକ ବୋଲି ସେ କହିଛନ୍ତି।ତେବେ ଏହିପରି ଭାବରେ ଏହି ସଂସାରର ପାପକୁ କମାଯାଇ ପାରିବ ବୋଲି ସେ କହିଛନ୍ତି।ତେବେ ଏହି ସଂସାରରେ ଏହିପରି ଭାବରେ ଖରାପ କର୍ମକୁ ତୁରନ୍ତ ବନ୍ଦ କରିବା ପାଇଁ ସେ ସମସ୍ତଙ୍କୁ ଉପଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *