ଘରକୁ ଛୁଟିରେ ଆସିଥିଲେ ଯବାନ,ନିଜ ସ୍ତ୍ରୀଙ୍କୁ ଗର୍ଭବତୀ ଥିବାର ଦେଖି ହୋଇଗଲେ ଆଶ୍ଚର୍ଯ୍ୟ,ଆଉ ତା ପରେ ଯାହାହେଲା …ଜାଣନ୍ତୁ ପୁରା ଘଟଣା

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ

ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।ଆଜି ଆମେ ଏହିପରି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଯିଏ କି ନିଜ ପତ୍ନୀ ଙ୍କ ର ହତ୍ୟା କରିଛନ୍ତି | ଏବଂ ଏହା ପରେ ସେହି ଯବାନ ବି ନିଜ ଜୀବନ ହାରିଚନ୍ତି | ମୃତକ ପ୍ରକାଶ ଙ୍କ ର ବୟସ ୨୨ ବର୍ଷ ଅଟେ ଏବଂ ସେ ତାଙ୍କ ପତ୍ନୀ ଙ୍କୁ ଗର୍ଭବତୀ ଦେଖି ରାଗିଯାଇଥିଲେ |

ସେ ଯେତେବେଳେ ଜାଣିବାକୁ ପାଇଲେ କି ତାଙ୍କ ପତ୍ନୀ ୩ ମାସ ହେବ ଗର୍ଭବତୀ ଅଛନ୍ତି ତ ସେ ଆଶ୍ଚଯ୍ୟ ହେଇଯାଇଥିଲେ | ତାଙ୍କ ପତ୍ନୀ ଙ୍କ ର ନାମ ନିକିତା ଅଟେ | ତାଙ୍କ ପତ୍ନୀ ଙ୍କ ର ଚରିତ୍ର ଉପରେ ଟନଙ୍କ ର ସନ୍ଦେହ ଥିଲା | ଏହି ଘଟଣା ଦିନ ପତିପତ୍ନୀ ଙ୍କ ମଧ୍ୟ ରେ ଖୁବ ଝଗଡା ହେଇଥିଲା ଏବଂ ଏହା ପରେ ଆକାଶ ଏକ ଟେଲିଫୋନ ତାର ରେ ନିଜ ପତ୍ନୀ ଙ୍କ ର ବେକ ଚିପି ହତ୍ୟା କରିଥିଲେ |

ଏହା ପରେ ନିଜେ ଟ୍ରେନ ଆଗ ରେ ଡେଇଁ ମୃତ୍ୟୁବରଣ କରିଛନ୍ତି | ତାଙ୍କ କହିବା ଅନୁସାରେ ୧୭ ନଭେମ୍ବର ରାତି ରେ ଚଣ୍ଡେଲ ନିଶା ରେ ଥିଲେ ଏବଂ ନିଶା ରେ ହିଁ ସେ ଗାଡି ରେ ବୁଲୁଥିଲେ | ଜାଜଗିର ପାମଗଡ଼ ଥାନା ରେ ଆକାଶ ଚଣ୍ଡେଲ ଆର୍ମି ରେ ଚାକିରୀ ଆକରିଥିଲେ।

୩ ଦିନ ପୂର୍ବ ରୁ ହିଁ ସେ ଟନଙ୍କ ପତ୍ନୀ ଙ୍କୁ ତାଙ୍କ ବାପ ଘରୁ ନେଇ ଆସିଥିଲେ | ଏବଂ ଦୁହିଁଙ୍କ ମଧ୍ୟ ରେ କୌଣସି କଥା କୁ ନେଇ ଝଗଡା ହେଇଥିଲା | ସେ ନିଜ ପତ୍ନୀ ଙ୍କ ର ହତ୍ୟା କରିବା ପରେ ନିଜ ଘରୁ ବାହାରୀ ଯାଇ ଷ୍ଟେସନ ରେ ପହଂଚିଥିଲେ ଓ ଷ୍ଟେସନ ର ପ୍ଲାଟ୍ଫର୍ମ ନମ୍ବର ୨ ରେ ପହଞ୍ଚିଥିଲେ ଏବଂ ସେଠାରେ ଟ୍ରେନ ସମୁଖ ରେ ଜୀବନ ଦେଇଥିଲେ |ମାରିବା ପୂର୍ବ ରୁ ସେ ଏକ ସୁସାଇଟ ନୋଟ ଲେଖିଥିଲେ | ଏବଂ ତାଙ୍କ ଲେଖିବା ଅନୁସାରେ ସେ ଟନଙ୍କ ପତ୍ନୀ ଙ୍କ ର ଇଚ୍ଛା ରେ ଆତ୍ମହତ୍ୟା କରିଛନ୍ତି ଏବଂ ତେଣୁ ସେ ପ୍ରଥମେ ନିଜ ପତ୍ନୀ ଙ୍କ ର ହତ୍ୟା କରିଲେ ଓ ଏହା ପରେ ସେ ନିଜେ ବି ମୃତ୍ୟୁବରଣ କରିଛନ୍ତି।

Leave a Reply

Your email address will not be published. Required fields are marked *