ଭିଡିଓ ଦେଖି ହୋଇଯାଆନ୍ତୁ ସାବଧାନ୍ : ଖାଇବାରେ ନିଶା ଦେଇ ଲୁଟି ନେଲା ପ୍ରେମିକା….

ଦୁନିଆରେ ଏମିତି ଅନେକ ଘଟଣା ଅଛି ଯାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେଇଯିବେ। ଯାହା ଆପଣ ବେଳେ ବେଳେ ବିଶ୍ୱାସ ବି କରିପାରିବେ ନାହିଁ ।ତେବେ ଆସନ୍ତୁ ଜାଣିବା ସେମିତି କିଛି ଆଶ୍ଚର୍ଯ୍ୟକର ଘଟଣା । ତେବେ ଯୋଉମାନେ ଫେସବୁକ୍ ହେଉ କିମ୍ବା ଅଜଣା ଝିଅକୁ ଭଳି ପାଉଛନ୍ତି ସେ ମାନେ ଟିକେ ସତର୍କ ହେବ ଦରକାର

କାରଣ କିଛି ଦିନ ତଳେ ଜଣେ ଯୁବକ ଯୁବତୀକୁ ନେଇ ଖାଇବାକୁ ରେଷ୍ଟୁରାଣ୍ଟ ଯାଇଥିଲେ ଆଉ ସେଠାରେ ଖାଉ ଖାଉ ଯୁବକ ଜଣକ ଯେମିତି ୱାଶ ରୁମ୍ କୁ ଗଲେ ସେହି ସମୟରେ ସେହି ଝିଅଟି ତାଙ୍କ ଖାଇବାରେ କଣ ଗୋଟେ ମିଶାଇ ଦେଇଥିଲେ । ଆଉ ସେହି ସମୟରେ ସେହି ଯୁବକର ପର୍ସ ଆଉ ମୋବାଇଲ୍ ଫୋନ୍ ନେଇ ଯାଉଥିଲେ ଭାଗ୍ୟ ଭଲ ଥିଲେ ସିସିଟିଭି କ୍ୟାମେରା ପାଇଁ ସେ ତାଙ୍କ ଜିନିସ ଫେରି ପାଇଲେ ।

https://www.youtube.com/watch?v=OVgyx-kKbrI

ଏକ ଝିଅ ଓ ପୁଅର ବିବାହ ହେଉଥିଲା ବେଦୀ ଉପରେ କନ୍ୟା ତ ନିଜ ବରକୁ ପିଟିବାକୁ ଲାଗିଥିଲା । ବ୍ରାହ୍ମଣ ମନ୍ତ୍ର ପଢୁଥିବା ସମୟରେ ହଠାତ୍ ରାଗିଯାଇ ହାତ ଉଠାଇଥିଲେ କନ୍ୟା । ସେଠାରେ ଥିବା ଲୋକେ ହଠାତ୍ ବୁଝି ପାରି ନଥିଲେ କି ଏହି ପରି କନ୍ୟାଙ୍କ ଉତ୍ତେଜିତ ହେବାର କାରଣ କଣ ହେଇପାରେ ତାହା କେହି ବୁଝିନପାରି ନଥିଲେ ।

ବିବାହ ହେଉଥିବା ସମୟରେ ବିବାହର କର୍ମ ଚାଲିଥିଲା ହାତ ଗଣ୍ଠି ପଢ଼ିବା ସମୟରେ ହଠାତ୍ କନ୍ୟା ବରକୁ ପିଟିଥିଲେ ଓ ରାଗି ଯାଇ ବରକୁ ଯାଇ ସେଠୁ ଉଠି ଯାଇ ପାଟିରେ ଥିବା ଗୁଟକାକୁ ଯାଇ ବାହାରେ ପୋକେଇବାକୁ କହିଥିଲେ । ଯାହା ର ଭିଡିଓ ସୋସିଆଲ ମିଡ଼ିଆରେ ଭାଏରାଲ ହେବାରେ ଲାଗିଛି । ଜଣେ ବ୍ୟକ୍ତି ଏହି ଭିଡିଓକୁ ତାଙ୍କ ନିଜର ଇନ୍ଷ୍ଟଗ୍ରାମ ଆଇଡିରେ ପୋଷ୍ଟ କରି ଛନ୍ତି। କନ୍ୟାଙ୍କର ଏପରି ବ୍ୟବହାର ଦେଖି ସେ ଡ଼ରି ଯାଇ ପାଟିରେ ଥିବା ଗୁଟକା ବାହାରେ ପକାଇ ପାଟି ଧୋଇ ଆସିଥିଲେ ।

Leave a Reply

Your email address will not be published. Required fields are marked *