କିଛି ମିନିଟରେ ରୁମକୁ କରିଦେଇଥାଏ ଥଣ୍ଡା,ମାତ୍ର ୪୦୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି ଛୋଟ AC ,

ଏବେର ଦୁନିଆ ବହୁତ ଆଗକୁ ଯିବା ସହିତ ବହୁତ ସ୍ମାର୍ଟ ମଧ୍ୟ ହେଲାଣି। ଆଜିର ଲୋକମାନେ ମଧ୍ୟ ବହୁତ ସ୍ମାର୍ଟ ହେଲେଣି, ଆଜିର ଲୋକମାନେ ଫେସନ୍ ଓ ଟ୍ରେଣ୍ଡ୍ ର ସହ ରହିବାକୁ ବେଶୀ ପସନ୍ଦ କରୁଛନ୍ତି, ଦୁନିଆ ସହ ପାଦ ଦେଇ ଆଗକୁ ବଢ଼ିବାକୁ ଚାହୁଁଛନ୍ତି। ଏବେର ଲୋକମାନେ ତ ବହୁତ ପଇସା ବାଲା ମଧ୍ୟ ହୋଇଗଲେଣି

ଏବେ ଦେଖିବାକୁ ଗଲେ ବହୁତ ଲୋକ ନିଜ ପାଖରେ ଟଙ୍କା ଥିବା କାରଣରୁ ଟ୍ରେଣ୍ଡିଂ ରେ ଥିବା ଜିନିଷକୁ ବ୍ୟବହାର କରିବାକୁ ଚାହୁଁଛନ୍ତି, ହେଲେ ତାହାର ଦାମ୍ ଯେତେ ହୋଇଥାଉ ସେମାନେ ତାହାକୁ ବ୍ୟବହାର କରିବାକୁ ଚାହୁଁଛନ୍ତି। ଆଉ ଏବେ ତ ଆଗକୁ ଗରମ ଦିନ ଆସୁଛି, ଲୋକମାନେ ଗରମରୁ ଟିକେ ଆଶ୍ୱସ୍ତି ପାଇବା ପାଇଁ କିଛି ଏପରି ଜିନିଷ ଖୋଜିବେ ଯେଉଁଥିରୁ ସେମାନେ ଟିକେ ଥଣ୍ଡା ପାଇ ପାରିବେ।

ବଜାରରେ ବହୁତ ଦମଦାର AC ଅଛି ଯାହା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଏୟାର କଣ୍ଡିସନ ର ଅପେକ୍ଷା ବହୁତ ଛୋଟ । ଗ୍ରୀଷ୍ମ ଋତୁ ଆସିଯାଇଛି । ଏହାସହ ଅସହ୍ୟ ଗରମ ମଧ୍ୟ ସହିବାକୁ ପଡ଼ିବ । ସାରା ଦେଶରେ ଗରମ ସଂପୂର୍ଣ୍ଣ ଭାବେ ଏଣ୍ଟ୍ରି ମାରିବାକୁ ଯାଉଛି । ଏପରି ପରିସ୍ଥିତିରେ ଯଦି ଆପଣ ଏକ ପୋର୍ଟେବଲ୍ କୁଲିଂ ଡିଭାଇସ୍ ଖୋଜୁଛନ୍ତି

ତେବେ ଏହି ଏୟାର କଣ୍ଡିସନର ଆପଣଙ୍କ ପାଇଁ ସର୍ବୋତ୍ତମ ବିକଳ୍ପ ବୋଲି ପ୍ରମାଣ ହୋଇପାରେ । ଯଦି ଆପଣ ଏହାକୁ କିଣିବାକୁ ଚାହାଁନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏହା ବିଷୟରେ ବିସ୍ତୃତ ଭାବରେ କହିବାକୁ ଯାଉଛୁ ଯାହା ଦ୍ୱାରା ଆପଣ ବୁଝିପାରିବେ ଯେ ଏହି ଡିଭାଇସ୍ ଆପଣଙ୍କ ପାଇଁ କିପରି ହେବ।

ଯଦି ଆପଣ ଘରେ ୱର୍କ ଟେବୁଲ କିମ୍ବା ପିଲାମାନଙ୍କ ଟେବୁଲରେ ରଖିବା ପାଇଁ ଏକ କୁଲିଂ ଡିଭାଇସ୍ ଖୋଜୁଛନ୍ତି, ତେବେ ମିନି ପୋର୍ଟେବଲ୍ ଏସିର ବିକଳ୍ପ ଆପଣଙ୍କ ପାଇଁ ଠିକ୍ ହେବ । ଆପଣଙ୍କୁ କହି ରଖୁଛୁ ଯେ ଏହି ଡିଭାଇସ୍ ଉଭୟ ଅନଲାଇନ୍ ଓ ଅଫଲାଇନରୁ କିଣାଯାଇପାରିବ । ଏହାର ମୂଲ୍ୟ ୪୦୦ରୁ ଆରମ୍ଭ ହୋଇ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏଗୁଡିକ ବିଭିନ୍ନ ଡିଜାଇନ୍ ଓ ଆକାରରେ ଉପଲବ୍ଧ ଏବଂ ଆପଣ ନିଜ ପସନ୍ଦର ମଡେଲ୍ ବାଛିପାରିବେ।

Leave a Reply

Your email address will not be published. Required fields are marked *