ଏହି ଫୋଟରେ କେଉଁଠି ଲୁଚି ରହିଛି ଝିଅ,ଉତ୍ତର ଦେବାରେ 100 ରୁ 99 ଫେଲ ! ଆପଣ କହିପାରିବେ !

ଆଜିର ଏହି ଯୁଗ ସୋସିଆଲ୍ ସାଇଟର ଯୁଗ ହେଲାଣି, ସମସ୍ତେ ସେହି ସୋସିଆଲ୍ ସାଇଟରେ ହିଁ ବିଜି ସବୁବେଳେ । ଏହି ସୋସିଆଲ, ସାଇଟରେ ବି ପ୍ରତିଦିନ ହଜାର ହଜାର ଫଟୋ, ଭିଡିଓ,ଖବର ସବୁ ଭାଇରାଲ୍ ହୋଇଥାଏ ।ଟେକ୍ନୋଲୋଜି ର ଏହି ଯୁଗରେ ଦୁନିଆରେ କେଉଁଠି କେଉଁ ଜାଗାରେ କଣ ଘଟୁଛି ତାହା ଦେଖିବା ଓ ଜାଣିବା ଆମ ସମସ୍ତଙ୍କ ପାଇଁ ବହୁତ ସହଜ ପାଲଟି ଯାଇଛି ।

ଏବଂ ଏହା ପଛରେ ଏକ ମାତ୍ର କାରଣ ହେଉଛି ସିସିଟିଭି ଏବଂ ସୋସିଆଲ ମିଡ଼ିଆ । କିନ୍ତୁ ବେଳେ ବେଳେ ଏହି କ୍ୟାମେରା ଗୁଡ଼ିକରେ କିଛି ଏଭଳି ଘଟଣା ରେକର୍ଡ ହୋଇ ଯାଇଥାଏ ଯାହାକୁ ଦେଖି ପ୍ରତ୍ୟେକ ଲୋକର ହୋସ ଉଡିଯାଏ । ତେବେ ଚାଲନ୍ତୁ ଏବେ ଆମେ ଆପଣ ମାନଙ୍କୁ ସେମିତି କିଛି ଘଟଣା ସମ୍ପର୍କରେ ଜଣାଇବୁ ।

ଆପଣ ମାନେ ଅନେକ ଗେମ୍ ଖେଲିଥିବେ ଓ ନିଜର ବୁଦ୍ଧି ପରୀକ୍ଷା ପାଇଁ ଅନେକ ପଜଲ୍ ମଧ୍ୟ ସମାଧାନ କରିଥିବେ।ଗତ କିଛି ସମୟ ହେବ ଏହି ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଫଟୋଟି ଏକ ସାଧାରଣ ଫଟୋ ଭଳି ଦେଖା ଯାଉଛି ହେଲେ ଏହି ଫଟୋରେ ଏକ ଝିଅଟି ଅଛି । ଏବେ ଆପଣଙ୍କ ମାନଙ୍କ ପାଇଁ ଚ୍ୟାଲେଞ୍ଜ ଏହା ଅଛି ଯେ, ଆପଣ ମାନେ କଣ ଏହି ଫଟୋ ଭିତରେ ଲୁଚି ରହିଥିବା ଝିଅକୁ ଚିହ୍ନଟ କରିପାରୁଛନ୍ତି ।ସୋସିଆଲ ମିଡିଆ ୱେବସାଇଡ ରେଡିଟରେ ଜଣେ ୟୁଜର ଏହି ଫଟୋକୁ ଅପଲୋଡ କରିଛି ।

ଫଟୋ ଅପଲୋଡ କରିବା ସହ ୟୁଜର୍ସ ଜଣକ କ୍ୟାପ୍ସନରେ ଫଟୋ ଭିତରେ ଲୁଚି ଥିବା ଝିଅକୁ ଖୋଜିବା ପାଇଁ ମଧ୍ୟ ଚ୍ୟାଲେଞ୍ଜ ଦେଇଛି । ଏହି ଫଟୋକୁ ଟିକେ ଭଲ ଭାବରେ ଦେଖନ୍ତୁ । ଫଟୋରେ ଏକ ଗଛ ଅଛି ଓ ସେହି ଗଛ ମୂଳେ ଝିଅଟି ବସିଛି । ଝିଅଟି ପରିବେଶ ଅନୁସାରେ ନିଜ ଦେହରେ ରଙ୍ଗ ଲଗାଇ ଥିବାରୁ ତାକୁ ସହଜରେ ଦେଖିବା କଷ୍ଟକର ହେଉଛି ।ବନ୍ଧୁଗଣ ୧୦୦ ରୁ ୯୯ ପ୍ରତିଶତ ଲୋକ ଏହି ଚ୍ୟାଲେଞ୍ଜରେ ବିଫଳ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *