ପୋଲିସ ହେବ ତ ଏମିତି, ମହିଳାଙ୍କୁ ବଞ୍ଚେଇବା ପାଇଁ ଯାହା କଲେ ଦେଖିଲେ ଆପଣ ବି ଆଶ୍ଚର୍ୟ୍ଯ ହେଇଯିବେ,ଦେଖନ୍ତୁ ଭିଡ଼ିଓ

ପୋଲିସ ହେଉଛନ୍ତି ଜନତା ଙ୍କ ରକ୍ଷା କବଚ । ଜନତା ଙ୍କୁ ସୁରକ୍ଷା ଦେବା ପାଇଁ ନିଜ ଜୀବନ କୁ ବାଜି ଲଗେଇଥାନ୍ତି । ଆଜି ଆମେ ଏପରି କିଛି ଖବର ଜଣାଇବୁ ଯାହା ପୋଲିସ ଙ୍କ ସାହସିକତା କୁ ବାଃ ବାଃ ନ କହି ରହି ପାରିବେ ନାହିଁ ।

୧- ବିହାର ର ଜଣେ ଆରପିଏଫ ପୋଲିସ ବହୁ ଦିନ ରୁ ଜଣେ ବୃଦ୍ଧ ଙ୍କ ସେବା କରୁଥିଲେ । ଯାହାଙ୍କର ଘର ଦ୍ଵାର କିମ୍ବା ନିଜର ବୋଲି କେହି ନାହାନ୍ତି । ଅନୁରାଗ ତାଙ୍କୁ ରାସ୍ତା ରୁ ଉଦ୍ଧାର କରି ତାଙ୍କ ସେବା କରି ଆସୁଛନ୍ତି । ଏହା ଭାରତୀୟ ପୋଲିସ୍ ପାଇଁ ଏକ ଗୌରବ ର କଥା । ଏହାକୁ ଦେଖି ଲୋକ ପ୍ରଶଂସା ମଧ୍ୟ କରିଛନ୍ତି ।

୨- ଆଜିକାଲି ଚୋରି ଡକାୟତି ର ସଂଖ୍ୟା ଅଧିକ । ରାସ୍ତା ରେ ଟଙ୍କା ଓ ସୁନା ଜିନିଷ ଲୁଟ ପାଇଁ ଅନେକ ଖବର ସୁଣିଥିବେ। ଏକ ରାସ୍ତା ରେ ଜଣେ ମହିଳା ଯାଉଥିଲେ । ଏହି ସମୟ ରେ ଦୁଇଟି ଚୋର ଆସି ମହିଳା ଙ୍କ ବେକ ରୁ ଚେନ କାଢି ନେଇ ପଳାଇଥିଲେ । ପାଖରେ ଥିବା ଲୋକ ପୋଲିସ ଙ୍କୁ ଏହି ଘଟଣା ବିଷୟ ରେ ଜଣାଇଥିଲେ । ପୋଲିସ ସଙ୍ଗେ ସଙ୍ଗେ ଘଟଣା ସ୍ଥଳ ରେ ପହଞ୍ଚି ଚୋର କୁ ଧରିଥିଲେ ।

୩- ଏକ ଢ଼ାବା ରେ ୪ ଜଣ ଅପରାଧୀ ଲୁଚି ରହିଥିଲେ । ଏହି ସମୟ ରେ ଢ଼ାବା କୁ ସାଧାରଣ ବେଶ ପିନ୍ଧି ପୋଲିସ ଢ଼ାବା କୁ ପଶିଥିଲେ । ସେହି ଅପରାଧୀ ଙ୍କୁ ଧରିଥିଲେ ଓ ଦେଶ ବାସୀ ଙ୍କ ଜୀବନ ରକ୍ଷା କରିଥିଲେ ।

୪-ନଦୀ ରେ ଗାଧଉଥିବ ସମୟ ରେ ନଦୀ ସ୍ରୋତ ବଢ଼ି ଯିବା ସମୟ ରେ ଭାସି ଯାଇ ଥାନ୍ତି । ଠିକ୍ ସେହିପରି ଏକ ଘଟଣା ଘଟିଲା । ହରିଦ୍ଵାର ରେ ଜଣେ ଯୁବକ ସ୍ନାନ କରୁଥିଲେ । ଏହି ସମୟ ରେ ପାଣି ର ସ୍ରୋତ ବଢ଼ି ଯାଇଥିଲା । ଫଳରେ ଜୁବକ ଭାସି ଯାଉଥିଲେ । ସଙ୍ଗେ ସଙ୍ଗେ ଜଣେ ପୋଲିସ କର୍ମୀ ପାଣି ଙ୍କୁ ଡ଼ିଆଁ ମାରି ଦେଇଥିଲେ ଓ ଯୁବକ ର ଜୀବନ ରକ୍ଷା କରିଥିଲେ ।

୫-ଘଟଣା ଟି ହରିୟଣା ର ଅଟେ । ମହିଳା ଜଣଙ୍କ କୌଣସି କାରଣରୁ କୂଅ ରେ ପଡି ଯାଇଥିଲେ । ପଡି ଯିବାରୁ ସେ ଚିତ୍କାର କରି ବଞ୍ଚେଇବାକୁ ଅନୁରୋଧ କରିଥିଲେ । ପାଖରେ ଥିବା ଲୋକ ଘଟଣା ସ୍ଥଳ ରେ ପହଞ୍ଚି ପୋଲିସ୍ ଙ୍କୁ ଫୋନ୍ କରିଥିଲେ । ସଙ୍ଗେ ସଙ୍ଗେ ଏସଆଇ ଦେବେନ୍ଦ୍ର କୁମାର ଆସି ମହିଳା ଙ୍କୁ କୂଅ ରୁ ଉଦ୍ଧାର କରିଥିଲେ ।

Leave a Reply

Your email address will not be published. Required fields are marked *