ଏହି ବାବା ଜଣକ ପାଗଳ ନଥିଲେ, ସବୁ ସତ ହିଁ କହୁଥିଲେ ! ମାତ୍ର ୨ ମାସ ପରେ…

ମାଳିକା ଅନୁସାରେ କଳିଯୁଗ ଶେଷ ହେବାକୁ ବସିଲାଣି । ଏବେ ଧୀରେ ଧୀରେ ସାମ୍ନାକୁ କଳୀ କାଳର କଥା ସାମ୍ନାକୁ ଆସିଚି ।ଆଉ ଏହି ପରି ସମୟ ରେ ଆବେ ଜଣେ ବାବାଙ୍କ କଥା ଚର୍ଚ୍ଚା ରେ କହିଛି । ସେ ହେଉଛନ୍ତି ନାରାୟଣ ପ୍ରସାଦ ବାବା । ସେ ପାଖାପାଖି ୯୦ ବର୍ଷ ଜଣେ ବୟସ୍କ ବୃଦ୍ଧ ଅଟନ୍ତି । ସେ ଦୀର୍ଘ ୩୦ ବର୍ଷ ହେବେ ଖଣ୍ଡଗିରୀ ଗୁମ୍ଫାରେ ରହୁଥିବ କଥା ସମନଙ୍କୁ ଆସିଚି ।

ସେହି ଗୁମ୍ଫା ତିନଲଲାଟ କେସରୀ ଗୁମ୍ଫା ନାମ ରେ ପରିଚିତ। ବାବା ଜଣକ ବସିଥିବା ଜାଗାରେ “ଅ” ଅକ୍ଷର ଲେଖିଛନ୍ତି ଯାହା ଦେବନାଗରୀ ଶବ୍ଦ ଅଟେ । ଏହି ଅକ୍ଷର ପାଖରେ ୫ଟି ମାତ୍ରା ଦିଆ ଯାଇଛି । ଏହା ସମ୍ଭଧରେ ବାବା କହିଛନ୍ତି ଏହା ହେଉଛି ମସ୍ତିସ୍କର ଲେଖା ।

ଯାହାର ଅର୍ଥ ହେଉଛି ମୁଖସ୍ଥ କରିବା ସାଗରର୍ଣ୍ଣ ଓଡିଆର ଆ କାର, ଇ କାର ଓ ଏ କାରରେ “ଅ” ଅକ୍ଷର ଲେଖା ହୋଇଛି । ସାହିତ୍ଯ ଓଡିଆ ଦେବନାଗରୀ ରେ ସବୁ ଦେବତା ଅଛନ୍ତି ବୋଲି ବାବା ଦର୍ଶାଇ ଛନ୍ତି । ଅକ୍ଷରରୁ ଯୋଡିଲେ ଆପଣ ଭଗବାନ କୃଷ୍ଣ, ମହାଦେବ, ଲକ୍ଷ୍ମୀ ଓ ନାରାୟଣ, ଚନ୍ଦ୍ର ସୂର୍ଯ୍ୟ, ଜଳ ସ୍ଥଳ ସବୁ ଦେଖି ପାରିବେ ବୋଲି ଜଣ ପଢ଼ିଛି । ବାବାଙ୍କର ଜନ୍ମସ୍ଥାନ ଜଗତସିଂପୁର ଅରୁଣା ଗ୍ରାମରେ ସାରଳା ମଣ୍ଡଳରେ ହେଇଥିଲା ଗିବରୀ ନଦୀ କୁଳରେ ହେଇଥିଲା ।

ତାଙ୍କ ଜୀବନ କାଳରେ ଅନେକ ତପସ୍ୟା କରିବା ପରେ ସେ ବୌଦ୍ଧ ଧର୍ମର ସବୁ ଦେବି ଦେବତାଙ୍କ ସହ ସବୁ ଧର୍ମ ବିଷୟରେ ଜାଣି ପାରିଥିବାର ସୂଚନା ମିଳିଛି ।ବାବାଙ୍କର କହିବା ଅନୁସାରେ ବର୍ତ୍ତମାନ ସମୟରେ ସାରା ବିଶ୍ଵରେ କୋରୋନା ମହାମାରୀ ଆସିଛି ଯାହା କାରଣରୁ ଆଉ ମାତ୍ର ଦୁଇ ମାସ ପରେ ସବୁ କିଛି ଧ୍ଵଂସ ହେବ ବୋଲି ବାବା କହିଛନ୍ତି ଦୁଇ ମାସ ପରେ ଆଉ ଏକ ନୂଆ ମହାମାରୀ ଦେଶକୁ ଆସିବ ଓ ଯୋଗିନୀ ଏ ସଂସାରକୁ ଖାଇବା ବୋଲି ଲୋକୋକୁ ସୂଚନା ଦେଇଛନ୍ତି ବାବା ।

Leave a Reply

Your email address will not be published. Required fields are marked *