ତମ ବାଦାମ କୁ ଆମ ମୁଢି : କଚ୍ଚା ବାଦାମ ପରେ ଓଡ଼ିଶାର ଏବେ ଏହି ମୁଢି ବିକାଳୀ, ବର୍ତ୍ତମାନ ରାତାରାତି ଭାଇରଲ,ଦେଖନ୍ତୁ ଭିଡିଓ

ନିକଟରେ ଅତୀତରେ ଭାଇରାଲ ହୋଇଥିବା କାଚା ବାଦାମ ଗୀତ ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଜାଣିଛୁ। ତେବେ ଏହି ଗୀତଟି ଭାଇରାଲ ହେବା ପରେ ଏହି ଗୀତକୁ ଅନେକ ଲୋକମାନେ ଅନେକ ପ୍ରଶଂସା ମଧ୍ୟ କରିଥିଲେ। ଏହା ସହ ଏହା ଉପରେ ଅନେକ ଲୋକ ଏହି ଗୀତରେ ଭିଡିଓ କରିବା ଆରମ୍ଭ କରି ଦେଇଥିଲେ। ଏହାସହ ତାଙ୍କର ଭିଡିଓ ଅନେକ ଭାଇରାଲ ହେବା ପରେ ଏହାକୁ ନେଇ ଅନେକ ଲୋକ ଅନେକ ପସନ୍ଦ ମଧ୍ୟ କରୁଥିଲେ। ଏହା ସହିତ ଏହି ଗୀତଟି ମଧ୍ୟ ଅନେକ ଭାଇରାଲ ହୋଇଯାଇଥିଲା।

ଏହା ସହ ଏହାକୁ ଅନେକ ଲୋକ ମଧ୍ୟ ଅନେକ ପସନ୍ଦ ମଧ୍ୟ କରିଥାଆନ୍ତି। ତେବେ ବର୍ତ୍ତମାନ ଏହି ଭିଡିଓ ପରି ଆଉ ଏକ ଭିଡିଓ ମଧ୍ୟ ବର୍ତ୍ତମାନ ଭାଇରାଲ ହେବାର ଆରମ୍ଭ ହୋଇଯାଇଛି। ସୂଚନା ଅନୁସାରେ ବର୍ତ୍ତମାନ ସେହିପରି ଭାବରେ ଜଣେ ମୁଢି ବିକାଳୀଙ୍କର ଏକ ଗୀତ ଗାଇ ନିଜର ଭିଡିଓକୁ ଛାଡିଥିଲେ।

ତେବେ ସୂଚନା ଅନୁଯାୟୀ ଏହି ଗୀତ ଅନେକ ଲୋକମାନଙ୍କୁ ଅନେକ ମାତ୍ରାରେ ପସନ୍ଦ ଆସିଥିଲା। ଏହା ସହିତ ଯେପରି ଭାବରେ ସେ ଗୀତ ଗାଇଥିଲେ ତାହାକୁ ବର୍ତ୍ତମାନ ଅନେକ ଲୋକ ପସନ୍ଦ ମଧ୍ୟ କରୁଛନ୍ତି। ତେବେ ଏହି ଗୀତଟିକୁ ମଧ୍ୟ ବର୍ତ୍ତମାନ ଭାଈରାଲ ହେଉଅଛି। ଏହା ସହିତ ଏହି ଗୀତ ବର୍ତ୍ତମାନ ଅନେକ ଲୋକମାନଙ୍କୁ ବହୁତ ଅଧିକ ପସନ୍ଦ ମଧ୍ୟ ଆସୁଅଛି।

ଏହା ସହ ଏହି ଗୀତ ବର୍ତ୍ତମାନ ଧୀରେ ଧିରେ ଭାଇରାଲ ହୋଇଚାଲିଛି। ତେବେ ଏହି ଗୀତ ସମସ୍ତଙ୍କୁ ବହୁତ ଅଧିକ ପସନ୍ଦ ମଧ୍ୟ ଆସୁଛି। ତେବେ ସୂଚନା ଅନୁଯାୟୀ ଏହି ଗୀତ ବର୍ତ୍ତମାନ ଅନେକ ଲୋକଙ୍କର ପ୍ରିୟ ମଧ୍ୟ ହୋଇଯାଇଛି। ଏହା ସହ ଏହି ଗୀତରେ ବର୍ତ୍ତମାନ କିଛି ଲୋକ ଭିଡିଓ କରିବା ମଧ୍ୟ ଆରମ୍ଭ କରି ଦେଇଛନ୍ତି।

ସେ ବର୍ତ୍ତମାନ ଓଡ଼ିଶାର ଗ୍ରାମ ଗ୍ରାମରେ ବୁଲି ବୁଲି ମୁଢ଼ି ବିକ୍ରି କରିବା ଆରମ୍ଭ କରି ଦେଇଛନ୍ତି। ଏହା ସହିତ ଏହା ଫଳରେ ବର୍ତ୍ତମାନ ତାଙ୍କର ଗୀତ ମଧ୍ୟ ଅନେକ ଲୋକ ଶୁଣିବା ପାଇଛନ୍ତି। ଏହା ବ୍ୟତୀତ ଏହା ପରେ ବର୍ତ୍ତମାନ ଅନେକ ଲୋକ ତାଙ୍କର ଏହି ଗୀତକୁ ଅନେକ ପସନ୍ଦ ମଧ୍ୟ କରିଛନ୍ତି।

ଏହାକୁ ବର୍ତ୍ତମାନ ଅନ୍ୟ ଗୀତ ଭଳି ଭଲପାଇବା ମଧ୍ୟ ମିଳିବ ବୋଲି ମଧ୍ୟ ଅନେକ ଲୋକ କହିଛନ୍ତି। ଏହି ଗୀତ ବର୍ତ୍ତମାନ ବହୁତ ଭାଇରାଲ ମଧ୍ୟ ହେଉଅଛି। ତେବେ କିଛି ଲୋକଙ୍କର କହିବା ଅନୁସାରେ ବର୍ତ୍ତମାନ ଏହି ଗୀତ ମଧ୍ୟ ଅନ୍ୟ ଗୀତ ଭଳି ଭାଇରାଲ ହେବ। ଏହାସହ ବର୍ତ୍ତମାନ କିଛି ଲୋକ ଏହା ମଧ୍ୟ କହିଛନ୍ତିକି କିଛି ଦିନ ତଳେ ଭାଇରାଲ ହୋଇଥିବା କାଚା ବାଦାମ ଗୀତ ଭଳି ଏହି ଗୀତ ମଧ୍ୟ ବହୁତ ଅଧିକ ଭାଇରାଲ ହେବ। ତେବେ ଏହା ଦେଖିବାକୁ ବାକି ରହିଲାକି ଏହି ଗୀତକୁ ଲୋକମାନେ କେତେ ଭଲପାଇବା ଦେଉଛନ୍ତି। ଏହା ସହ ସେ ବୁଲି ବୁଲି ଏହି ପରି ଭାବରେ ଗୀତ ଗାଇ ଅନେକ ଲୋକଙ୍କର ଲୋକପ୍ରିୟ ମଧ୍ୟ ହୋଇ ଯାଇଛନ୍ତି।

Leave a Reply

Your email address will not be published. Required fields are marked *