ପୁଣି ବଢ଼ି ଚାଳିଛି ଭଣ୍ଡାମି । ଲୋକଙ୍କ ଉପକାର କରିବା ବାହାନାରେ ଚାଳିଛି ଯୌନ ନିର୍ଯାତନା। ତେବେ ଏହିପରି ଘଟଣା ଘଟିଛି ଭୁବନେଶ୍ଵର ଜିଲ୍ଲା ଅନ୍ତର୍ଗତ ଏକ ସ୍ଥାନରେ ।ଖାଲି ଏତିକି ନୁହେଁ ଜମି ହଡ଼ପ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଭୁବନେଶ୍ୱର ରେ ଆରକ୍ଷୀ ଅଧିକାରୀ ଅପରାଧୀ ମାନଙ୍କ ସହିତ ମିଶି ସାଲିସ କରି ସମସ୍ୟା ର କରିବାର ବାଟ ମଧ୍ୟ କାଡୁ ନାହିଁ । ପୀଡ଼ିତା ମାନେ ସେହି ପରି ନିର୍ଯାତିତ ହୋଇ ଚାଲିଛନ୍ତି
ସେହିପରି ଠକ ମାନଙ୍କୁ ତାଙ୍କ ଦୋଷ ବି ଦେଉନାହାନ୍ତି କି ଗିରଫ ମଧ୍ୟ କରି ପାରୁନାହାନ୍ତି । ଯଦି 24 ଘଣ୍ଟା ମଧ୍ୟ ରେ ସେମାନଙ୍କୁ ଗିରଫ ନ କରାଯାଏ ତାହାଲେ ଖଣ୍ଡଗିରି ଥାନା କୁ ଘେରାଉ କରାଯିବ ବୋଲି ଓଡ଼ିଶା ନ୍ୟାୟ ମଞ୍ଚ ଚେତାବନୀ ଦେଇଛି । ଏବେ ଅପେକ୍ଷା କଣ ପଦକ୍ଷେପ ନେଇଛି ଖଣ୍ଡଗିରି ଆରକ୍ଷୀ ଅଧିକାରୀ ।
ଜଣେ ପୀଡିତାକୁ ପଚାରିବା ପରେ ସେ କହିଥିଲେ ଲୋକେ ତାଙ୍କୁ ଭଗବାନ୍ ଭାବି ତାଙ୍କ ପାଖକୁ ନିଜର ଦୁଃଖ ର ସମାଧାନ କରିବା ପାଇଁ ହେଲେ ଭଗବାନ୍ ରୂପରେ ସଇତାନ୍ ସାଜି ଲୋକୋକୁ ଠକୁଛନ୍ତି ଏହି ବାବାମାନେ । ପୂଜା ବାହାନାରେ ରାତିରେ ସ୍ତ୍ରୀ ଲୋକୋ ମାନଙ୍କୁ ରାଧା ରୂପରେ ସଜାଇ ଫୁଲ ଫଳରେ ପୂଜା କରି ସେହି ବାବା ମାନେ ତାଙ୍କର ଶରୀର ସହିତ ଖରାପ କାମ କରିବାକୁ ବାଧ୍ୟ କରିଛନ୍ତି ।
ଆଉ ଏହା ମଧ୍ୟ କହିଛନ୍ତି କି ସେ ସ୍ତ୍ରୀ ମାନଙ୍କୁ ରାଧା ସଜେଇ ତାଙ୍କ ସହିତ ନିଜ ସ୍ତ୍ରୀ ହେଇ ରହିବାକୁ କହୁଥିଲେ । ଏପରି ବ୍ୟବହାର ଦେଖିବା ପରେ ପୀଡିତା ଜଣ ଏକ ଚଉକି ସାହାଯ୍ୟରେ ପାଚେରୀ ଡେଇଁ ବାହାରକୁ ପଳାଇ ଆସିଥିଲେ ଏବଂ ଖଣ୍ଡଗିରି ଥାନା ରେ ଅଭିଯୋଗ ଦାଖଲ କରିଥିଲେ ।ହେଲେ ଆରକ୍ଷୀ ଅଧିକାରୀ କିଛି ପଦକ୍ଷେପ ଗ୍ରହଣ କରି ନଥିଲେ ।