ଭାଇରଲ ହେଲା ଗାଁ ଝିଅର ଏହି ଜବରଦସ୍ତ ଡ୍ୟାନ୍ସ ଭିଡ଼ିଓ,ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି ଏ ଭିଡ଼ିଓ

ଯୁଗ ଏବେ ବଦଳିଲାଣି, କହିବାକୁ ଗଲା କେବଳ ଖାଲି ବଦଳିନି ବହୁତ ବଦଳିଲାଣି ଏବଂ ଅନେକ ଶିକ୍ଷିତ ମଧ୍ୟ ହେଲାଣି ଏହି ସମାଜ । ଏହି ସମାଜ, ଏହି ଯୁଗ ଏବେ ଆଉ ସେ ପୁରୁଣା ସମୟ ର ଯୁଗ ହୋଇ ନାହିଁ, କାରଣ ଆଜି କାଲି ଲୋକ ମାନେ ମଙ୍ଗଳ ଗ୍ରହ, ଚନ୍ଦ୍ର ଆଦି ଗ୍ରହ ମାନଙ୍କରେ ପହଁଞ୍ଚିସାରିଲେଣି, ଆଉ ନିକଟ ଭବିଷ୍ୟତରେ ସେହି ସବୁ ସ୍ଥାନ ରେ ମଣିଷ ର ଜୀବନ ଯାପନ କରିବା ସମ୍ଭବ ହେବ ବୋଲି

ସେମାନେ ସେହି ସବୁ ସ୍ଥାନ ମାନଙ୍କ ନିଜ ନିଜର ଜାଗା କିଣିବା ଆରମ୍ଭ ମଧ୍ୟ କରି ସାରିଲେଣି । ଆଜି କାଲି ଦୁନିଆରେ ଆଉ କିଛି ବି ଜିନିଷ ଅସମ୍ଭବ ନାହିଁ । ତେବେ ଆଜିର ଏହି ଯୁଗ ସୋସିଆଲ୍ ସାଇଟର ଯୁଗ ହେଲାଣି, ସମସ୍ତେ ସେହି ସୋସିଆଲ୍ ସାଇଟରେ ହିଁ ବିଜି ସବୁବେଳେ । ଏହି ସୋସିଆଲ, ସାଇଟରେ ବି ପ୍ରତିଦିନ ହଜାର ହଜାର ଫଟୋ, ଭିଡିଓ,ଖବର ସବୁ ଭାଇରାଲ୍ ହୋଇଥାଏ ।

ଏହି ସୋସିଆଲ ମିଡିଆରେ ରେ ଅନେକ ପ୍ରକାର ପ୍ଲାଟ୍ ଫର୍ମ ରହିଛି । ଯେଉଁଥିରେ ନିଜର କଳା ଦେଖାଇଥାନ୍ତି ଓ ଫେମସ ମଧ୍ୟ ହୋଇ ଥାନ୍ତି । ସମସ୍ତେ ସୋସିଆଲ ମିଡ଼ିଆ ରେ ନିଜର ଛୋଟ ଛୋଟ ଭିଡ଼ିଓ କରି ପୋଷ୍ଟ କରିଥାନ୍ତି । ଏଥିରେ ଲାଇକ ମଧ୍ୟ ପାଇଥାନ୍ତି । ଟ୍ରେଣ୍ଡି ଦୁନିଆ ରେ ଟ୍ରେଣ୍ଡି ଗୀତ ରେ ତାଳ ଦେବାକୁ ସମସ୍ତଙ୍କର ଇଛା । ତେବେ ବର୍ତ୍ତମାନ ପୁଷ୍ପରାଜ୍ ଫିଲ୍ମ ରିଲିଜ ହୋଇଛି । ଏହାର ଏକ ଗୀତ ସାମି ସାମୀ ଗୀତ ଦର୍ଶକ ଙ୍କୁ ବେଶ୍ ପସନ୍ଦ ହୋଇଛି ।

ଯୁବପିଢି ମାନେ ଏହି ଫିଲ୍ମ କୁ ଦେଖିବାକୁ ପସନ୍ଦ କରୁଛନ୍ତି । ଅନେକ ଟଙ୍କା ରୋଜଗାର କରିଛି ପୁଷ୍ପରାଜ ଫିଲ୍ମ୍ । ଏହି ଗୀତ ରେ ସୋସିଆଲ ମିଡ଼ିଆ ରେ ବେଶ୍ ତାଳ ଦେଇ ନାଚୁଛନ୍ତି ୟୁଜର ମାନେ । ଜଣେ ଗାଁ ର ଝିଅ ଏହି ଗୀତ ଖୁବ୍ ସୁନ୍ଦର ଭାବରେ ତାଳ ମିଶାଇ ନାଚିଛି । ବର୍ତ୍ତମାନ ଦର୍ଶକ ମାନେ ଏହି ଗାଁ ଝିଅ ର ନାଚ କୁ ବେଶ୍ ପ୍ରଶଂସା କରିଛନ୍ତି । ଏହି ଭିଡ଼ିଓ ରେ ଦର୍ଶକ ମାନେ ଭଲ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *