ନର୍ଥ କୋରିଆ ରେ ମହିଳା ଅପରାଧୀଙ୍କ ସହିତ ପୋଲିସ୍ ଏମିତି କରନ୍ତି,ଦେଖନ୍ତୁ ଭିଡ଼ିଓ

ଯଦି ଆପଣ ନର୍ଥ କୋରିଆ ଯାତ୍ରା କରୁଛନ୍ତି କିମ୍ବା କାର୍ଯ୍ୟ ପାଇଁ ସେଠାକୁ ଯିବାକୁ ଚିନ୍ତା କରୁଛନ୍ତି ତେବେ କିଛି ଜିନିଷ ମନେରଖିବା ଆବଶ୍ୟକ । ନର୍ଥ କରିଆ ମୁଖ୍ୟତ ଏକ ମୁସଲମାନ ଦେଶ ଅଟେ ଏବଂ ଏହା ସହିତ ଅନ୍ୟ ଦେଶ ତୁଳନାରେ ପରମ୍ପରା ଏବଂ ନିୟମ ଭିନ୍ନ ଅଟେ । ଏଠାରେ ଲୋକଙ୍କର ଛୋଟ ଛୋଟ ଭୁଲ୍ ପାଇଁ ଅନେକ ବଡ଼ ବଡ ଦଣ୍ଡ ସହିବାକୁ ପଡ଼େ ।

ଆଉ ପ୍ରତେକ ଭୁଲ୍ ପାଇଁ ଜେଲ ଦଣ୍ଡ ଭାଗିବାକୁ ପଡେ। ନର୍ଥ କୋରିଆର ଚାକଚମକ ଭିତରେ ଲୋକୋ ଅନେକ ନିୟମ କୁ ମାନି ଚଳନ୍ତି । ଅପରାଧୀକୁ ଅପରାଧ କରି ଦଣ୍ଡ ପାଇବାର ଆପଣମାନେ ଚଳଚ୍ଚିତ୍ରରେ ଦେଖିଥିବେ। ହେଲେ ଏଠାରେ ଏକ ଏମିତି ସ୍ଥାନ ଯୋଉଠୀକି ସତରେ ଲୋକକୁ ଏମିତି ଦଣ୍ଡ ମିଳିଥାଏ ଯାହା ସହିବା ଲୋକଙ୍କ ପ୍ରତି କଷ୍ଟକର ହେଇଥାଏ । ତେବେ ଆଜି ଆମେ ସେଠାରେ ଥିବା ମହିଳା ଅପରାଧୀଙ୍କ ସହିତ କେମିତି ଦଣ୍ଡ ଦିଆଯାଏ ଆସନ୍ତୁ ଜାଣିବା।

ନର୍ଥ କୋରିଆର ଜେଲରେ ଅପରାଧୀ ମାନେ ସେଠାରେ ମହିଳା ଅପରାଧୀ ମାନଙ୍କୁ ଜେଲର ମାନଙ୍କ ଦ୍ବାରା ଖରାପ୍ ବ୍ୟବହାର କର ଯାଇଥାଏ। ସେମାନେ ତାଙ୍କ ଦେହକୁ ଶୋଷଣ କରି ଥାଆନ୍ତି । ଯଦି ଦୁଇ ପ୍ରେମି ଯୁଗଳ ଏକା ସହିତ ଥିବାର ଦେଖିବାକୁ ମିଳେ ତାହାଲେ ତାହା ସେମାନଙ୍କ ପାଇଁ ଏକ ବଡ଼ ଅପରାଧ ବୋଲି ଜାଣିନେବା ଦରକାର ।ଆଉ ଏହି ଅପରାଧ ପାଇଁ ଅନେକ ଦଣ୍ଡ ଭୋଗିବା ସହିତ ଜେଲ ଯିବାକୁ ମଧ୍ୟ ପଢ଼ିଥାଏ।

ଏହାଛଡ଼ା ଯଦି କୌଣସି ଲୋକୋ ସୋସିଆଲ ମିଡ଼ିଆରେ ବି କୌଣସି ଖରାପ ଭାଷା ବା କୌଣସି ଖରାପ କଥା କହିଥାଏ ତାହାଲେ ସେହି ଲୋକୋକୁ ଅଚାନକ ଟେକି ନେଇ ଜେଲରେ ପୁରାଇ ଦିଆଯାଏ। ସେଠାରେ ଭୁଲରେ ମହିଳା ମାନଙ୍କୁ ମଧ୍ୟ ଅନେକ ଦଣ୍ଡ ମିଳିଥାଏ। ପ୍ରାୟ 400 ରୁ ଅଧିକ ମହିଳା ଜେଲରେ ଆବଦ୍ଧ ଅଛନ୍ତି। ଭାରତରେ ଅପରାଧୀ ମାନଙ୍କୁ ଧଳା ଶାଢ଼ୀରେ ଦେଖିବାକୁ ପାଇଥିବେ ହେଲେ ସେଠାରେ ମହିଳା ଅପରାଧୀ ମାନଙ୍କୁ ଗୋଲାପି ରଙ୍ଗର ସଲୱାର୍ ପିନ୍ଧିବାକୁ ଦିଆଯାଏ। ଆଉ ତାଙ୍କର ମୁହଁ ଘୁଡ଼ାଇବା ପାଇଁ କପଡା ମଧ୍ୟ ମିଳେ।

Leave a Reply

Your email address will not be published. Required fields are marked *