ଆପଣଙ୍କ ଦିମାଗ ଠାରୁ 100 ଗୁଣା ତେଜ ଅଟେ ଏହି 2 ବର୍ଷର ପିଲାର ଦିମାଗ,ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଇ ଦେଉଛନ୍ତି,ଦେଖନ୍ତୁ ଭିଡ଼ିଓ

ଯୁଗ ଏବେ ବଦଳିଲାଣି, କହିବାକୁ ଗଲା କେବଳ ଖାଲି ବଦଳିନି ବହୁତ ବଦଳିଲାଣି ଏବଂ ଅନେକ ଶିକ୍ଷିତ ମଧ୍ୟ ହେଲାଣି ଏହି ସମାଜ । ଏହି ସମାଜ, ଏହି ଯୁଗ ଏବେ ଆଉ ସେ ପୁରୁଣା ସମୟ ର ଯୁଗ ହୋଇ ନାହିଁ, କାରଣ ଆଜି କାଲି ଲୋକ ମାନେ ମଙ୍ଗଳ ଗ୍ରହ, ଚନ୍ଦ୍ର ଆଦି ଗ୍ରହ ମାନଙ୍କରେ ପହଁଞ୍ଚିସାରିଲେଣି

ଆଉ ନିକଟ ଭବିଷ୍ୟତରେ ସେହି ସବୁ ସ୍ଥାନ ରେ ମଣିଷ ର ଜୀବନ ଯାପନ କରିବା ସମ୍ଭବ ହେବ ବୋଲି, ସେମାନେ ସେହି ସବୁ ସ୍ଥାନ ମାନଙ୍କ ନିଜ ନିଜର ଜାଗା କିଣିବା ଆରମ୍ଭ ମଧ୍ୟ କରି ସାରିଲେଣି । ଆଜି କାଲି ଦୁନିଆରେ ଆଉ କିଛି ବି ଜିନିଷ ଅସମ୍ଭବ ନାହିଁ । ତେବେ ଆଜିର ଏହି ଯୁଗ ସୋସିଆଲ୍ ସାଇଟର ଯୁଗ ହେଲାଣି, ସମସ୍ତେ ସେହି ସୋସିଆଲ୍ ସାଇଟରେ ହିଁ ବିଜି ସବୁବେଳେ । ଏହି ସୋସିଆଲ, ସାଇଟରେ ବି ପ୍ରତିଦିନ ହଜାର ହଜାର ଫଟୋ, ଭିଡିଓ,ଖବର ସବୁ ଭାଇରାଲ୍ ହୋଇଥାଏ ।

ସାଧାରଣତଃ ଦୁଇ ତିନି ବର୍ଷ ର ଶିଶୁ ଘରେ ଖେଳ କୁଦ କରିଥାନ୍ତି । ଧୀରେ ଧୀରେ ପଢ଼ିବା ଆରମ୍ଭ କରିଥାନ୍ତି । ମାତ୍ର ଆଜି ଆମେ ଦୁଇ ବର୍ଷ ର ଏକ ଶିଶୁ ବିଷୟ ରେ କହିବୁ ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଶିଶୁ ର ନାମ ହେଉଛି ଗୁରୁ । ଗୁରୁ ଙ୍କ ବାପା ଙ୍କ ନାମ ଅରବିନ୍ଦ ଉପାଧାୟ ଓ ମାଙ୍କ ନାମ ହେଉଛି ପ୍ରିୟା ଉପାଧାୟ । ଗୁରୁ ଏହି ଦୁଇ ବର୍ଷ ରୁ ନିଜ ବାପା ମା ଙ୍କୁ ଅନେକ ପ୍ରଶ୍ନ କରିଥାନ୍ତି ।

ସେ ଯାହା ଶୁଣିଥିବ ମନେ ରଖି ଦେଇଥାନ୍ତି । କମ୍ପ୍ୟୁଟର ଠାରୁ ମଧ୍ୟ ଅଧିକ ସ୍ପିଡ୍ ଗୁରୁ ଙ୍କ ସ୍ମରଣ ଶକ୍ତି । ସେ ବିଶ୍ଵ ରେ ଥିବା ସମସ୍ତ କଣ୍ଟିନେଣ୍ଟ ବିଷୟ ରେ ଜାଣିଛନ୍ତି । ଏହା ସହିତ ଭାରତ ରେ ଥିବା ସମସ୍ତ ରାଜ୍ୟ ର ନାମ ସହିତ ରାଜ୍ୟ ବିଷୟ ରେ ମଧ୍ୟ ଜାଣିଛନ୍ତି । ବିଶ୍ଵ ରେ ଥିବା ସମସ୍ତ ମହା ସାଗର ବିଷୟ ରେ ଜାଣିଛନ୍ତି । ଗୁରୁ ଙ୍କ ମସ୍ତିଷ୍କ ଅତି ପ୍ରଖର । ଏହା ପଛରେ ତାଙ୍କ ବାପା ଙ୍କ ହାତ ରହିଛି ବୋଲି ଏକ ଇନ୍ତର୍ଭ୍ୟୁ ରେ ଜଣା ପଡିଛି । ଏହି ଇନ୍ତାର୍ଭ୍ୟୁ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *