ସ୍ତ୍ରୀ ସହ ଅନୈତିକ ସମ୍ପର୍କ ସନ୍ଦେହରେ ସାଙ୍ଗ ଉପରେ ଅମାନୁଷିକ ଅତ୍ୟାଚାର,ଗୁପ୍ତାଙ୍ଗରେ ସିଗାରେଟ ଚେଙ୍କ ଦେଲା ସାଙ୍ଗ,ଜାଣନ୍ତୁ ପୁରା ଘଟଣା

ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ , ଅନେକ ଘଟଣା ଦୁର୍ଘଟଣା ବିଷୟ ରେ ଆମେ ଖବର ପାଇଥାଉ । ତେବେ ଅନେକ ସ୍ଥାନ ରେ ଅନେକ ଖରାପ ଘଟଣା ଘଟିଥାଏ ଯାହା ଫଳରେ ଅନେକ ଲୋକ ଖରାପ କାର୍ଯ୍ୟ ହୋଇଥାଏ । ତେବେ ବେଳେ ବେଳେ ସିସି ଟିଭି ରେ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ । ସେହିପରି ଏକ ଘଟଣା ଆସନ୍ତୁ ଜାଣିବା । ବେଳେ ବେଳେ ସୋସିଆଲ ମିଡ଼ିଆ ରେ ଏପରି କିଛି ଭିଡିଓ ମଧ୍ୟ ଆସିଥାଏ , ଯାହା ଦେଖିଲେ ଆପଣଙ୍କ ଆଖି ରୁ ମଧ୍ୟ ପାଣି ବହି ଆସିବ ।

ବଡ଼ ହୃଦୟ ବିଦାରକ ସେହି ଭିଡିଓ ସବୁ ମଧ୍ୟ ଆମେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଦେଖିବାକୁ ପାଇଥାଉ । ଆଉ ସମୟ ସମୟ ରେ କିଛି ଫନି ବା ମଜାଳିଆ ବିଷୟ ମଧ୍ୟ ଦେଖିବାକୁ ପାଇଥାଉ ଯାହା ଆମକୁ ଅନେକ ହସାଇଥାଇ । ବର୍ତମାନ ର ସମୟ ଭାରି ଜଟିଳତର । ଜୀବନ ରେ ବହୁତ୍ କିଛି ଦୁର୍ଘଟଣା ଘଟିଥାଏ ଯାହା କୁ କେବେ ଭି କଳନା କରାଯାଇ ପାରିନାହିଁ ।

https://youtu.be/OsI_67fIqFw

ଏହି କିଛି ଘଟଣା ଜୀବନ ରେ ଘଟିବା କୁ ଯାଉଚି ତାହା କେବେ ଭି ଆଶା କରାଯାଇ ନ ଥାଏ । ତେଣୁ ଆମେ ସଦା ସର୍ବଦା ବିଶ୍ୱାସ କରିଥାଉ କି ଜୀବନ କେତେବେଳେ କଣ ବିପଦ ପଡ଼ିବ ତାହା ଜଣା ନାହିଁ । ତେଣୁ ଯେତେ ସତର୍କତା ଅବଲମ୍ବନ କରି ଯେ କୌଣସି କାର୍ଯ୍ୟ କରିବା ଉଚିତ୍ । ବର୍ତ୍ତମାନ୍ ର ସମୟ ଏପରି ଯେ ଘରୁ ବାହାରିବା ମାତ୍ରେ ଦୁର୍ଘଟଣା ସାମ୍ନା କରିବାକୁ ପଡ଼ୁଚି ।

ତେବେ ଏକ ଲୋକ ବର୍ଷକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ମୟିଦଲପୂର ଫାଣ୍ଡି ଅନ୍ତର୍ଗତ ରାଣିଗୁଡ଼ା ଗାଁ ରେ । ରାଣିଗୁଡ଼ା ଗାଁର ଗୋପୀ ମୁଦୁଲି ଓ ସିନ୍ଧିଗୁଡ଼ା ଗାଁର ଆନନ୍ଦ ଗୌଡ଼ ଉଭୟ ବନ୍ଧୁ । ଗତ ୨୮ ତାରିଖ ରାତିରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଦୁହେଁ ଆନନ୍ଦ ଙ୍କ ଘରେ ବସି ମଦ ପିଇଥିଲେ । ତେବେ ଆନନ୍ଦ ଗୋପୀକୁ ଛାଡି କିଛି ସମୟ ପାଇଁ ବାହାରକୁ ଯାଇଥିଲେ ।

ଫେରିବା ସମୟରେ ନିଜ ସ୍ତ୍ରୀ ସହିତ ଗୋପୀକୁ ଦେଖି ସନ୍ଦେହ କରି ଅନ୍ୟ ସାଥିଙ୍କୁ ଡାକି ଗୋପୀ ମୁଦୁଲି କୁ ଗାଁ ମଝି ଏକ ଖୁଣ୍ଟ ରେ ବାନ୍ଧି ଉଲଗ୍ନ କରି ତା ଗୁପ୍ତାଙ୍ଗ ରେ ସିଗାରେଟ ଚେଙ୍କ ଦେଇଛନ୍ତି । ଏହା ସହିତ ତାଙ୍କୁ ପ୍ରବଳ ମାଡ଼ ମଧ୍ୟ ମାରିଛନ୍ତି । ଏହାପରେ ଏହି ଘଟଣା ର ଭିଡିଓ କରି ଭାଇରାଲ କରିଥିଲେ । ଆଉ ଏହି ଭିଡିଓ ଆଧାରରେ ପୋଲିସ ୮ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ନିଜ ସ୍ତ୍ରୀ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହରେ ଅମାନୁଷିକ ଅତ୍ୟାଚାର କରିଛି ସାଙ୍ଗ । ଏପରି ଘଟଣା ସେହି ଗାଆଁ ରେ ଚାଞ୍ଚଲ୍ୟ ସୃଷ୍ଟି କରି ଦେଇଚି ।

Leave a Reply

Your email address will not be published. Required fields are marked *