କମଳା ଭିତରୁ ବାହାରିଲା ୭ରୁ ୮ଟି କମଳା ଦେଖନ୍ତୁ ଭାଇରାଲ ଭିଡିଓ

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି
ମାଧ୍ୟମରେ ଅନେକ ସବୁ ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି

ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।ଦୁନିଆର ଏପରି ଅନେକ ଜିନିଷ ରହିଛି ଯାହା ଆମକୁ କ୍ଷଣେ କ୍ଷଣେ ଆଶ୍ଚର୍ଯ୍ୟ କରେ ।

ଏହି ବିଚିତ୍ର ବ୍ରହ୍ମାଣ୍ଡରେ ଅନେକ ରହସ୍ୟମୟୀ ତତ୍ତ୍ୱ ତଥା ଜିନିଷ ରହିଛି ଯାହାକୁ ଆଖିରେ ନଦେଖିଲେ ବିଶ୍ୱାସ କରିବା କଷ୍ଟକର । ଏବେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଆପଣ ଦେଖିବାକୁ ମିଳିଛି ଯେ, କମଳା ଭିତରେ ଆହୁରି ୬ରୁ ୭ଟି କମଳା ରହିଛି । ଭିଡିଓଟି ଭାଇରାଲ୍ ହେଉଥିବା ବେଳେ ଯିଏ ଦେଖୁଛି ସେ ଆଶ୍ଚର୍ଯ୍ୟ ହେଉଛି ।

ତେବେ ସୋସିଆଲ ମିଡିଆରେ ଗୋଟିଏ ଭିଡ଼ିଓ ଭାଇରଲ ହେଉଛି ଯେଉଁଥିରେ ଜଣେ ଲୋକ କମଳା ଖାଇବାକୁ ଆଣି ତାକୁ ଛଡ଼ାଇବାରୁ ସେ କମଲାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।ତେବେ ସେ କମଳା କୁ ଛଡଉଛନ୍ତି, ଆଉ ସେଥିରୁ ଆଉ ଛୋଟ ଛୋଟ ୭/୮ଟି କମଳା ବାହାରୁଛି ଯାହା ଆଖିକୁ ବିଶ୍ୱାସ ହେଉନାହିଁ।ମାତ୍ର ବିଶ୍ଵାସ ନ ହେଲେ ବି ଏହା ସତ।ଲୋକମାନେ ଏହି ଭିଡ଼ିଓ ଦେଖି ଏହାକୁ ପ୍ରେଗନେଣ୍ଟ କମଳା ମଧ୍ୟ କହୁଛନ୍ତି।ତେବେ ଏହି ଭିଡିଓ ଟିକୁ ସେହି ବ୍ୟକ୍ତି ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ରେ ପୋଷ୍ଟ କରିଥଲେ ଯାହା ୨.୫ମିଲିୟନ ଭିୟୁ ହେଇଥିଲା।

Leave a Reply

Your email address will not be published. Required fields are marked *