ହାତ ଯୋଡ଼ିଲେ ବବି,ଜାଣନ୍ତୁ ହାତ ଯୋଡି କଣ କହୁଛନ୍ତି ଅଭିନେତା,ଦେଖନ୍ତୁ ଭିଡ଼ିଓ

ମନୋରଞ୍ଜନ କାର୍ଯ୍ୟ କ୍ରମ କହିଲେ ସମସ୍ତ ଙ୍କ ମନରେ ଆନନ୍ଦ ର ଲହରୀ ଖେଳି ଥାଏ । ଛୋଟ ଠୁ ବଡ଼ ଯାଏ ମନୋରଞ୍ଜନ କାର୍ଯ୍ୟ କ୍ରମ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି । ଟିଭି ର ନାମ ଶୁଣିଲେ ସମସ୍ତେ ନିଜ ପସନ୍ଦର ସୀରିଏଲ୍ କଥା ଭାବେ ତୋ କିଏ ସିନେମା କଥା ତେବେ କିଏ ଯାତ୍ରା କଥା ତ କିଏ ଆଲବମ୍ କଥା ଭାବିଥାଏ । ତେବେ ଏହି ଦୁନିଆ ରେ ଅନେକ ଲୋକ ଅଭିନେତା ଓ ଅଭିନେତ୍ରୀ ନିଜ ପରିଶ୍ରମ ରେ ସଫଳତା ପାଇ ପାରିଛନ୍ତି। ତେବେ ଏହି ମହାମାରୀ କେବଳ ସାଧାରଣ ଲୋକ ନୁହନ୍ତି କଳାକାର ଠାରୁ ଆରମ୍ଭ କରି ବଡ଼ ନେତା ପର୍ଯ୍ୟନ୍ତ ସମସ୍ତ ଙ୍କ ଉପରେ କବାଜା କରିଛି ।

ଅନେକ ଦୁଃଖ ଖବର ଆସିଛି ଓଲିଓଡ ଇଣ୍ଡଷ୍ଟ୍ରି ରୁ । ପୁଣି ଥରେ ଆଉ ଜଣେ ଅଭିନେତା କୋର୍ଟ ର ଦ୍ଵାରସ୍ଥ ହୋଇ ଥିଲେ । ବବି ମିଶ୍ର ଙ୍କୁ ତ ଆପଣ ମାନେ ନିଶ୍ଚୟ ଜାଣିଥିବେ । ଆଲବମ୍ ଦୁନିଆ ରୁ ତାଙ୍କ ଅଭିନୟ ଆରମ୍ଭ କରିଥିଲେ । ଅନେକ ଆଲବମ୍ କରିଛନ୍ତି ସେ । ତେବେ ସେ କୋଏଲ ଙ୍କୁ ପାଞ୍ଚ ବର୍ଷ ଧରି ଭଲ ପାଉଥିଲେ । ପରେ ତାଙ୍କୁ ବିବାହ କରିଥିଲେ । ବୈବାହିକ ଜୀବନ ମଧ୍ୟ ଖୁସି ରେ କଟିଥିଲା । ମାତ୍ର ନିକଟ ରେ କୋଏଲ ତାଙ୍କ ଠାରୁ ଅଲଗା ହୋଇ ଯାଇଥିଲେ ।

ଅଲଗା ହେବା ପରେ ଉଭୟ ଙ୍କ ମଧ୍ୟ ରେ ଫାଟ ସୃଷ୍ଟି ହୋଇ ଥିଲା । ନିକଟ ରେ ସୋସିଆଲ ମିଡ଼ିଆରେ ଏକ ଖବର ଭାଇରାଲ ହେବାରେ ଲାଗିଛି । ନିକଟ ରେ କୋଏଲ ବାନାର୍ଜୀ ଦିତୀୟ ବିବାହ କରିଛନ୍ତି । ସେ କାହାକୁ ବିବାହ କରିଛନ୍ତି ତାହା ଜଣା ପଡି ନାହି । ବିବାହ ରେ ସୁନ୍ଦର ଭାବରେ ସଜେଇ ହୋଇଛନ୍ତି କୋଏଲ । ତାଙ୍କର ରିସେପସନ୍ ମଧ୍ୟ ସରି ଯାଇଛି । ଯାହାର ଭିଡ଼ିଓ ବେଶ ଭାଇରାଲ ହୋଇ ଥିଲା । ସୂଚନା ମିଳିଛି ଯେ ବବି ମିଶ୍ର ମଧ୍ୟ ନିକଟ ରେ ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି । ଦୁଇ ଜଣ ଏକାଠି ଦୁଇଟି ଓଡ଼ିଆ ଫିଲ୍ମ କରି ସାରିଛନ୍ତି ।

ପାରିବାରିକ ସମସ୍ୟା କୁ ନେଇ ଉଭୟ ଙ୍କ ମଧ୍ୟ ରେ ଫାଟ ସୃଷ୍ଟି ହୋଇ ଅଲଗା ହୋଇ ଯାଇ ଥିଲେ।ଏହି କିଛି ଦିନ ତଳେ ବବି ସେୟାର କରୁଥିବା ଭିଡିଓ ରେ ଜଣା ପଡୁଛି କି । ସେ ଏବେ ସଫେଇ କାମରେ ଲାଗିଛନ୍ତି ।

ଏବେ ସେ ଏକ ପାର୍କ ଯାଇକି ସବୁ ଙ୍କୁ ନିବେଦନ କରୁଛନ୍ତି କି ସେମାନେ ନିଜର ଖାଇବା ପିବାର ଜିନିଷ କୁ ନେଇକି ଯିବା ପରେ ଓ ଏହାକୁ ଖାଇ ସାରିବା ପରେ ସେମାନେ ଏପାଖ ସେପାଖ ହୋଇକି ପକେଇ ଦେଉଛନ୍ତି ।ତେବେ ଏହି ଭଳି କରିବା ସହ ସେ ନିଜେ ସେହି ଜାଗାରେ ଝାଡୁ ମଧ୍ୟ ମାରୁଛନ୍ତି । ଓ ନିଜେ ସବୁ କଚରା କୁ ନେଇକି ବାହାରେ ଝାଡୁ ଲଗାଉଛନ୍ତି । ଏହା ସହ ସେ ଅନୁରୋଧ କରୁଛନ୍ତି କି ଆପଣମାନେ ମଧ୍ୟ ପାର୍କ ଯିବା ବେଳେ ନିଜର କଚରା ଜିନିଷ କୁ ପକାନ୍ତୁନି

Leave a Reply

Your email address will not be published. Required fields are marked *