ଏବେ ପୂରଣ ହେବ ଆପଣଙ୍କ ସ୍ୱପ୍ନର ଘର । ମାତ୍ର ୪ ଲକ୍ଷରେ ମିଳିବ ଟୁଇନ ସିଟିରେ ଘର,ଜାଣନ୍ତୁ ପୁରା ସୂଚନା

ସହରାଞ୍ଚଳରେ ଲୋକଙ୍କୁ ସୁଲଭ ମୂଲ୍ୟରେ ଘର ଯୋଗାଇବା ଲକ୍ଷ୍ୟରେ ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଓଡ଼ିଶା ଷ୍ଟେଟ୍ ହାଉସିଂ ବୋର୍ଡ । ଗରିବ, ଅନୁନ୍ନତ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ସ୍ବପ୍ନର ଘର ସାକାର କରିବା ଲାଗି ଆଉ ପାଦେ ଆଗେଇଲା ସଂସ୍ଥା । ରାଜ୍ୟ ସରକାରଙ୍କ ଯୋଜନାକୁ ସଫଳ ରୂପାୟନ କରି ସଂସ୍ଥା ପକ୍ଷରୁ ଭୁବନେଶ୍ୱର ଓ କଟକ ଠାରେ ପ୍ରଥମ ପର୍ଯ୍ୟାୟରେ ସ୍ୱତନ୍ତ୍ର ଫ୍ଲାଟ୍ ନିର୍ମାଣର ଶୁଭାରମ୍ଭ ହୋଇଥିବା ବେଳେ ଆଗକୁ ଅଧିକାଂଶ ଜିଲ୍ଲାରେ ଏହି ଯୋଜନା ପାଇଁ ହାତକୁ କାମ ନେଇଛି ଗୃହ ନିର୍ମାଣ ସଂସ୍ଥା ।

ଟୁଇନ୍ ସିଟିରେ ୪ ଲକ୍ଷରେ ଘର, ପୂରଣ ହେବ ସ୍ବପ୍ନର ଘର, ସୁଲଭ ମୂଲ୍ୟରେ ଘର ମିଳିବ, ହେଲେ ଡେଡ୍ ଲାଇନକୁ ଅପେକ୍ଷା । ଗରିବ, ଅନୁନ୍ନତ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଏଣିକି କଟକ-ଭୁବନେଶ୍ୱର ଭଳି ଜାଗାରେ ପାଇବେ ସୁଲଭ ମୂଲ୍ୟରେ ଘର । ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ବଡ ଖବର ଯେ ମାତ୍ର ୪ ଲକ୍ଷ ଟଙ୍କା ରେ ଘର , ଆପଣ ଭୁବନେଶ୍ବର ଓ କଟକ ରେ ଘରେ କରିବାକୁ ସ୍ଵପ୍ନ କରୁଛନ୍ତି କି ତେବେ ସ୍ଵପ୍ନ ହେବ ସୁଲଭ ମୂଲ୍ୟ ରେ ଘର ପାଇବେ ଲୋକେ ।

କଟକ ର ବିଦ୍ୟାଧରପୂର ରେ ଆର୍ଥିକ ଦୁର୍ବଳ ଶ୍ରେଣୀ ଙ୍କ ପାଇଁ ଦିଆ ଯାଇଛି ଘର । ତାର ଶୁଭାରମ୍ଭ ମଧ୍ୟ ହୋଇଯାଇଛି । ତେବେ ଏହି ଶୁଭାରମ୍ଭ ରେ ୧୯୬ ଟି ଫ୍ଲାଟ ହସ୍ତାନ୍ତର କରାଯାଇଛି । ତେବେ ପ୍ରତ୍ଯେକ ଫ୍ଲାଟ ର ମୂଲ୍ୟ ରହିଛି ୪ ଲକ୍ଷ ୧୬ ହଜାର ଟଙ୍କା

ତେବେ ଅନ୍ୟ ପଟେ ଭୁବନେଶ୍ବର ଡୁମଡୁମା ରେ ନିର୍ମାଣ ହେବାକୁ ଯାଇଛି ସୁଭଦ୍ରା ଏନେକ୍ଲେଭ । ତେବେ ଏଠାରେ ୨ ଏକର ଅଧିକ ଜାଗା ରେ ୫ ମହଲା ବିଶିଷ୍ଟ ପ୍ରକଳ୍ପ ରେ ୧୯୮ଟି ଫ୍ଲାଟ ରହିବ । ତେବେ ପ୍ରଥମ ଶୁଭାରମ୍ଭ ରେ ୧୬୦ ଟି ଫ୍ଲାଟ ବିକ୍ରୟ , ତେବେ ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଏହି କାର୍ଯ୍ଯକ୍ରମ ଟି ଆରମ୍ଭ କରିଛି । ତେବେ ଭୁବନେଶ୍ବର ରେ ହେବା କୁ ଯାଉଥିବା ପ୍ରକଳ୍ପ ଟି ୪୨ ମାସ ଭିତରେ ସଂପୂର୍ଣ୍ଣ ହେବ ।

ଯାହାର ମୂଲ୍ୟ ରହିଛି ୬୩ କୋଟି ୭୩ ଲକ୍ଷ ଟଙ୍କା । ତାହେଲେ ଆସନ୍ତୁ ଜାଣିବା କେଉଁ ମାନେ ପାଇବେ ଘର । ତେବେ ଆର୍ଥିକ ଦୁର୍ବଳ ଶ୍ରେଣୀ , ନିମ୍ନ ଆୟକାରୀ ବର୍ଗ , ମଦ୍ୟମ ଆୟକାରୀ ବର୍ଗ ଏହି ମାନେ ପାଇ ପାରିବେ ଘର , ତେବେ ଏହି ମାନେ ସୁଲଭ ମୂଲ୍ୟ ରେ ସ୍ଵଚ୍ଛ ପ୍ରକ୍ରିୟା ରେ ହେବ ବିକ୍ରୟ । ସ୍ଵଚ୍ଛ ସୁଧ ହାର ରେ ହିତାଧିକାରୀ ମାନେ ବ୍ୟାଙ୍କ ରୁ ରୁଣ ନେଇ ପାରିବେ । ତେବେ ଏହି ମାନେ ପାରିବେ ।

ତେବେ ଏହି ଘରେ ଆପଣ ପାଇପ ଯୋଗେ ପାନୀୟ ଜଳ ସୁବିଧା ରହିଛି , ପରିମଲ ବ୍ୟବସ୍ଥା , ନାଳ,ପାର୍କ,ବିଜୁଳି ଯୋଗାଣ , ତେବେ ସମସ୍ତ ଫ୍ଲାଟ କୁ ଲିଫ୍ଟ ସଂଯୋଗ । ଜେନେରେଟର ସେଟ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା । ତେବେ ଏହି ଭଳି ସବୁ ସୁବିଧା ରହିଛି । ହିତାଧକାରୀଙ୍କ ସୁବିଧା ନିମନ୍ତେ ଗୃହ ନିର୍ମାଣ ସଂସ୍ଥା ଦ୍ଵାରା ଘରୋଇ ବ୍ୟାଙ୍କ୍ ଲୋନ୍ ଯୋଗାଇଦେବେ । ଘର ପାଇବାକୁ ଆଗ୍ରହୀ ବ୍ୟକ୍ତି ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ୱେବସାଇଟରେ ଯାଇ ଆବେଦନ କରିପାରିବେ ।

Leave a Reply

Your email address will not be published. Required fields are marked *