ନିଜ ବାହାଘରରେ ଖଇନି ଖାଇ କମାଲ କଲେ ବର,ଆଉ ତା ପରେ …..ଦେଖନ୍ତୁ ଭିଡ଼ିଓ

ସମାଜରେ ଏମିତି ଅନେକ ଘଟଣା ଘଟୁଛି ଯାହା ଦେଖିବା ମାତ୍ରେ ଆମେ ହସିବାକୁ ବାଧ୍ୟ ହୋଇଥାଇ । ଦୁନିଆରେ ପ୍ରତେକ ଦିନ ଅନେକ ଘଟଣା ସାମ୍ନାକୁ ଆସିଥାଏ। ଯାହା ଦେଖିଲେ ଅତି ଆସଚାଜ୍ୟ ଲାଗେ। ଆଉ ଆମେ କୁ ଭାବିବାକୁ ବାଧ୍ୟ କରେ କି କଣ ସତରେ ଲୋକୋ ଏମିତି କରିପାରନ୍ତି ।ତେବେ ଆସନ୍ତୁ ଜାଣିବା ସେମିତି କିଛି ଆଶ୍ଚଯ୍ୟ କର ଘଟଣା ଯାହା ଆମକୁ ହସାଇବାକୁ ବାଧ୍ୟ କରିଦେବ।

ଏକ ଘଟଣା ରେ ଏକ ବର ଯାତ୍ରୀ ଦଳ ରେ ଜଣେ ବ୍ୟକ୍ତି ସିତର ବଜାଇଲା ବେଳେ ଏକ ଏମାସନାଳ ଗୀତ ବଜାଇ ନିଜ ଜର ରେ କାନ୍ଦିବାକୁ ଲାଗିଥିଲେ । ଜଣ ପଢ଼ୁଥିଲା ସେହି ଗୀତ ଟି ବାଜି ବା ଦ୍ବାରା ତାଙ୍କର ତାଙ୍କ ପୁରୁଣା ପ୍ରେମ କଥା ମୋନେ ପଢ଼ି ଯାଇଥିଲା ବଧେ। ଏକ ସ୍ଥାନ ରେ ବିବାହ ରେ ଅଧିକ ଯୌତୁକ ମାଗିଥିବାରୁ ଝିଅ ନିଜେ ଓ ତାଙ୍କ ପରିବାର ଲୋକେ ପୁଅ କୁ ଓ ତା ବାପା କୁ ବିବାହ ଦିନ ଚେୟାର ରେ ବାନ୍ଧି ଦେଇ ଖୁବ୍ ମାଡ କରିଥିଲେ।

https://youtu.be/anMHzx33u_M

ଏପରି ଦୃଶ୍ୟ ଦେଖିବା ପରେ ଆପଣ ବି ଆପଣ କ ର ହସ କୁ କଣ୍ଟ୍ରୋଲ କରି ପାରିବେ ନାହିଁ। ଅନ୍ୟ ଏକ ଘଟଣା ରେ ଏକ ବରଯାତ୍ରୀ ଦଳରେ ସମସ୍ତେ ନାଚି ଥିବା ସମୟରେ ବର ସହିତ ଆସିଥିବା ତାଙ୍କର ଏକ ସାଙ୍ଗ ମଦ ପାଇବା ପରେ ବର ବସିଥିବା ଘୋଡ଼ା ରୁ ବର ସହିତ ବାସୀ ସେହି ଘୋଡା ଉପରେ ନାଗିନ ଡ଼ାନ୍ସ କରିବାକୁ ଲାଗିଥିଲେ ଯାହା ଦେଖିବା ପରେ ସେଠାରେ ଥିବା ଲୋକୋ ମାନେ ଆଶ୍ଚର୍ଯ୍ୟ ହେଇ ଯାଇଥିଲେ ।

ଯାହା କୁ ଦେଖିଲେ ଆପଣ ବି ହସିବାକୁ ବାଧ୍ୟ ହେବେ । ଜଣେ ବର ତାଙ୍କ ନିଜ ବାହାଘର ରେ ମଧ୍ୟ ଖଇନି ଖାଇ ପାଟି କୁ ପୁର ରଙ୍ଗୀନ କରିଦେଇଥିଲେ ଯାହା ଦେଖିଥିଲେ ଆପଣ ମଧ୍ୟ ଆଶ୍ଚଜ୍ୟା ହୋଇ ଯାଇଥାନ୍ତେ । ଆଉ ହସି ବାକୁ ବାଧ୍ୟ ହେଇଥାନ୍ତି।

Leave a Reply

Your email address will not be published. Required fields are marked *