ଯୁଦ୍ଧ ପାଇଁ ତତ୍ପର ହେଉଛି ପାକିସ୍ଥାନ ! ଭାରତକୁ ଧମକ ଦେଲା ଇମ୍ରାନ ! କହିଲା – ସରଳତାକୁ ଦୁର୍ବଳତା ନ ଭାବ…

ଋଷ ଓ ୟୁକ୍ରେନ ସହ ଘୋମାଘଟ ଯୁଦ୍ଧ ଚାଲିଥିଲା ବେଳେ ଭାରତ ଉପରେ ଆକ୍ରମଣ କରିବାକୁ ପାକିସ୍ତାନ ଯୋଜନା କରୁଛନ୍ତି ।ପାକିସ୍ତାନ ର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କାହିଁକି ଏପରି ଟୁଇଟ କରିଛନ୍ତି।ପାକିସ୍ତାନ ର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଟୁଇଟ ରେ ଲେଖିଛନ୍ତି ଯେ ସେ ସବୁବେଳେ ଆଲୋଚନା ଓ କୂଟନୀତି ମାଧ୍ୟମରେ ସବୁ ସମସ୍ୟାର ସମାଧାନ ଚାହାଁନ୍ତି।

କିନ୍ତୁ କେବେ ଏହାକୁ ଦୁର୍ବଳତା ର ସଙ୍କେତ ଭାବରେ ଗ୍ରହଣ କରିବା ଠିକ୍ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଛନ୍ତି।ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଙ୍କ ର ଏହି ଟୁଇଟ କୁ ନେଇ ସାରା ବିଶ୍ୱରେ ଜୋରଦାର ଚର୍ଚ୍ଚା ଚାଲିଛି।ସରକାର କିଛି ପ୍ରତିକ୍ରିୟା ଦେଇନାହାନ୍ତି।ଗୋଟିଏ ପଟେ ୟୁ କ୍ରେନ ଓ ରୁଷିଆ ର ଚାଲିଥିବା ଯୁଦ୍ଧ ଭିତରେ ପୁରା ବିଶ୍ଵ ର ନଜର ରହିଛି।

କିନ୍ତୁ ଇମ୍ରାନ ଖାନ୍ ଙ୍କ ର ଏହି ଟୁଇଟ କୁ ନେଇ ଚର୍ଚ୍ଚା ଚାଲିଛି।ବାଲାକୋଟ ରେ ଇଣ୍ଡିଆ କରିଥିବା ଏୟାର ଷ୍ଟ୍ରାଇକ୍ ଉପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଟୁଇଟ କରିଥିବା ନେଇ ଭଲ ଭାବରେ ଜଣା ପଡ଼ିଛି।ରାତିରେ ପାକିସ୍ତାନ ସୀମା ଭିତରେ କୁ ଯାଇ ବାଲାକୋଟ ପାଖରେ ଥିବା ମହମ୍ମଦ ଆତଙ୍କୀ ଠିକଣା କୁ ବାୟୁସେନା ଧ୍ଵଂସ କରିଥିଲେ।

ଏହି ବାଲାକୋଟ ଆକ୍ରମଣ ୩ ବର୍ଷ ପୂର୍ବରୁ ହୋଇଥିଲା।ୟୁକ୍ରେନ ଓ ରୁଷିଆ ଯୁଦ୍ଧ ରେ ସମସ୍ତେ ଚିନ୍ତାରେ ଥିବା ବେଳେ ଇମ୍ରାନ ଟୁଇଟ କରିଥିବା କୁ ନେଇ କେହି ପସନ୍ଦ କରି ନାହାନ୍ତି।ପରୋକ୍ଷ ଭାବରେ ଭାରତକୁ ଧମକ ଦେଇଛନ୍ତି ଇମ୍ରାନ। ପୁଲୱାମା ଆକ୍ରମଣ ପରେ ଯେଉଁ ୪୦ ଯବାନ ସହୀଦ ହୋଇଥିବେ ତାହା କେବେ ବ୍ୟଥ ଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ।

Leave a Reply

Your email address will not be published. Required fields are marked *