ଜିତିବା ଖୁସିରେ ପେଟେ ମଦ ପିଇ ଖାଲି ଗଡ଼ିଲେ, ସରପଞ୍ଚ ପ୍ରାର୍ଥୀଙ୍କ ଜିତିଵାର ଖୁସି ଆତ୍ମହରା,ଦେଖନ୍ତୁ ଭିଡ଼ିଓ

ସରିଯାଇଛି ଇଲେକ୍ସନ ଆଉ ସରି ଯାଇଛି ସରପଞ୍ଚ ପଦବୀ ରେ ଛିଡ଼ା ହେବାକୁ ଯାଉଥିବା କେଣ୍ଡିଡେଟଙ୍କ ର ନାମାଙ୍କନ ଦାଖଲ । ଏଥି କିଏ ଉଚ୍ଚଶିକ୍ଷିତ ଯାଇଥିବା ବେଳେ ଆଉ କିଏ ନିଜର ଚାକିରି ଛାଡି ଆସି ନିର୍ବାଚନ ରେ ଲଢ଼ୁଇଛନ୍ତି ନିଜ ଲଦେଇ ସମସ୍ତେ ଏଥି ଉଚ୍ଚ ଶିଖିତା । ପଞ୍ଚାୟତ ପରେ ପୁନିନାସିବ ପୌର ଲୋଡ଼ଇ ଆଉ ତା ପରେ ନଗର ନିର୍ବାଚନର ପାଳି ପଢିବ ଆଉ ସେତେବେଳେ ପଢୁଆ ଆଉ ମହିଳା ପ୍ରତିଦ୍ୱନ୍ଦୀ କୁ ଖାଜିବେ ରାଜା ନୈତିକ ଦଳ ।

ରାଜନିତୀ ରେ ଦକ୍ଷ ପାର୍ଧି କ ର ଯେତିକି ଲୋଡା ରହିଥାଏ ତା ଠାରୁ ଅଧିକ ଜଣେ ଚିହ୍ନ ଚେହେରା ଓ ଲୋକୋ ପ୍ରିୟ ମଧ୍ୟ ସେତିକି ଆବଶ୍ୟକ ମଧ୍ୟ ହେଇଥାଏ ନିର୍ବାଚନ ରେ ଛିଡ଼ା ହେବ ପାଈ । ଆଉ ଏହି ନିର୍ବାଚନ ର ପ୍ରଚାର ପାଈ ଲୋକୋ ଅନେକ ପ୍ରକାର ର ପ୍ରଚେଷ୍ଟା ମଧ୍ୟ କରିଛନ୍ତି କିଏ ବୁଲି ବୁଲି ପ୍ରଚାର କଳା ବେଳେ ଆଉ କିଏ ପତ୍ରିକା ବାଣ୍ଟି ପ୍ରଚାର କରିଥିଲେ।

ଏହି ପରି ପରିସ୍ଥିତି ରେ କିଛି ନେତା ଲୋକୋ କୁ ଧମକାଇ ସାଧାରଣ ଲୋକ କ ପାଖରୁ ଭୋଟ ଆଦାୟ ମଧ୍ୟ କରିଛନ୍ତି। ତେବେ ଆବେ ଇଲେକ୍ସନ ସରିବା ପରେ ଜିତିଥିବା ପାର୍ଟି ଲୋକେ ନିଜ ର ଖୁସି କୁ ଜାହିର କରିବା ପାଈ ଅନେକ ପ୍ରକାର ଏ ଖୁସି ମାନିଛନ୍ତି। ସେହିପରି ଏକ ସ୍ଥାନ ରେ ଜଣେ ବ୍ୟକ୍ତି ନିଜ ଖୁସି କୁ କଣ୍ଟ୍ରୋଲ ନ କରିପାରି ମଦ ପିଇ ଛତା ଚିହ୍ନ ଜିନ୍ଦ ବାଦ୍ ଜିନ୍ଦାବାଦ ବୋଲି କହି କହି ପଡିଆରେ ଗଡୁ ଥିଲେ

ଆଉ ସେଠାରେ ଥିବା ସବୁ ଲୋକେ ତାଙ୍କୁ ସେଠାରୁ ନଆଣି ଆହୁରି ତାଙ୍କ ଜିନ୍ଦାବାଦ ସହିତ ତାଳ ଦେଇ ଆହୁରି ଜିନ୍ଦାବାଦ ଜିନ୍ଦାବାଦ ବୋଲି ନାରା ଦେଇଥିଲେ । ତାଙ୍କ ଗ୍ରାମ ରେ ସରପଞ୍ଚ ରେ ଛିଡ଼ା ହେଇଥିବା ବ୍ୟକ୍ତି ଜଣକ ଜିତିବା ପରେ ଏହି ଲୋକୋଙ୍କର ହାଲତ ଖୁସି ରେ କିଛି ଏହିପରି ଥିବାର ଜଣା ପଢ଼ିଛି।

Leave a Reply

Your email address will not be published. Required fields are marked *