16 କୋଟିର ଇଞ୍ଜେକ୍ସନ ଦେବାପୂର୍ବରୁ ରାଜବୀରକୁ ଦରକାର 30ଲକ୍ଷ ଟଙ୍କାର ସିରଫ,ଏମ୍ସ ଡ଼ାକ୍ତର ଶେଫାଳି ଗୁଳାଟି କହିଛନ୍ତି

କନ୍ଧମାଳ ଜିଲ୍ଲାର କୁନି ପୁଅ ରାଜବିର। ଏକ ନୂଆ ରୋଗରେ ପୀଡ଼ିତ ଥିଲା। ୬ କୋଟି ଟଙ୍କାର ଏକ ଔଷଧ ଆବଶ୍ୟକ ଏହି ରାଜବିରର ଚିକିତ୍ସା ପାଇଁ। ସମସ୍ତେ କିଛି କିଛି ପଇସା କଲେକ୍ସନ କରି ଅନେକ ପଇସା ଦେଇଥିଲେ। ଅନେକ ଲୋକ ମଧ୍ୟ ତାଙ୍କୁ ସାହାଯ୍ୟ କରିଥିଲେ।ହେଲେ ତଥାପି ଅନେକ ଲୋକ ତାଙ୍କୁ ଅନେକ ପ୍ରକାରର କଥା କହି ତାଙ୍କ ବାପା ମାଆଙ୍କ ନାମରେ ଅନେକ ଅଭିଯୋଗ ଆଣିଥିଲେ।

ମୁଁ ଯେତେବେଳେ ଏମ୍ସକୁ ଯାଇଥିଲି ଡ଼ାକ୍ତର ଶେଫାଳୀ ଆମର ଭେଟ ଡ଼ାକ୍ତର ଅର୍ଚ୍ଚନାଙ୍କ ସହିତ କରେଇ ଦେଇଥିଲେ।କହିଛନ୍ତିକି ବର୍ତ୍ତମାନ ରାଜବିରଙ୍କ ଟ୍ରିଟମେଣ୍ଟ ପାଇଁ ଏକ ପ୍ଲାନ ଦରକାର। କାରଣ ୬ କୋଟି ଟଙ୍କା ହୋଇଛି। ତାହା ଗୋଟିଏ ବହୁତ ବଡ଼ ଏମାଉଣ୍ଟ। ଏହା ମଧ୍ୟ ୧୬ କୋଟି ହୋଇଯିବ।

କିନ୍ତୁ ଯଦି ଆମେ ଏହା ମଧ୍ୟରେ ଖାଲି ୧୬ କୋଟି ୧୬ କୋଟି ଖୋଜିବା ତେବେ ରାଜବିରର ଦେହ ଖରାପ ହୋଇପାରେ। ତେବେ ଏଚଡି ପ୍ଲାନ ଗୋଟିଏ ଶିରପ ଥାଏ। ଏହା ୩୦ ରୁ ୪୦ ଲକ୍ଷ ମଧ୍ୟରେ ଆସେ। ଏହାକୁ ନେବା ପାଇଁ ଡ଼ାକ୍ତର ସାଇନ ମଧ୍ୟ କରିଛନ୍ତି। ମୋ ପାଖରେ ଏକ ରିପୋର୍ଟ ମଧ୍ୟ ଅଛି। ଯଦି ଆମକୁ ସେହି ସୀରପ ନେବାର ଅଛି ତେବେ ଡାକ୍ତରଙ୍କର ରିପୋର୍ଟ ଆବଶ୍ୟକ।

ଯେହେତୁ ମୁଁ ବାଙ୍ଗାଲୋର ଯାଇପାରିବି ନାହିଁ ତେଣୁ ମୋତେ ଡାକ୍ତର ଦେବାଶିଷ ପାଣିଗ୍ରାହୀ ମତେ ଏହି ରିପୋର୍ଟ ଦେଲେ। ଏହା ସବୁ ସତ କଥା। ଗୋଟିଏ ମା କେବେ ମିଛ କହିବ ନାହିଁ। ମୁଁ ମୋର ଦୁଇ ଜଣ ପିଲାଙ୍କୁ ହରାଇ ସାରିଛି। ଆଉ ମୋ ପୁଅକୁ ବଞ୍ଚାଇବା ପାଇଁ ମୁଁ ଏମିତି ସାହାଯ୍ୟ ମାଗୁଛି।

ସେ ଭିଡିଓ ମୁଁ ନିଜେ ମୋ ହାତରେ କରିଥିଲି। କାରଣ ମୋ ସ୍ବାମୀଙ୍କୁ ବହୁତ ହାରାସମେଣ୍ଟ କରାଯାଉଥିଲା। ମୋ ସ୍ବାମୀଙ୍କୁ ମଧ୍ୟ ମାରିଲେ। ଆଉ ସେ ଭିଡିଓ ମୁଁ ରାଗରେ କରିଥିଲି ମୋ ପରିବାର ଲୋକମାନଙ୍କୁ ଦେଖେଇବା ପାଇଁ। କିନ୍ତୁ ସେ ଭିଡିଓ କେମିତି ଲିକ ହେଲା ସେ ବିଷୟରେ ମୁଁ କିଛି ଜାଣିନାହିଁ। ଆଗରୁ ମଧ୍ୟ ସେ ଭିଡିଓ ଲିକ ହୋଇଥିଲା।

କିନ୍ତୁ ଏତେ ପରିମାଣରେ ନାହିଁ। କିନ୍ତୁ ସତରେ ରାଜବିରର ଦେହ ଖରାପ ଅଛି। ମୋତେ ଆପଣମାନଙ୍କ ସାହାଯ୍ୟ ବହୁତ ମାତ୍ରାରେ ଆବଶ୍ୟକ। ତା ବାପା ହୋଟେଲରେ ବସି ମଦ ପିଉଛି ଆଉ। କାଚ ଗ୍ଲାସରେ ନାଲି ନାଲି ଦେଖା ଯାଉଛି। ତା ମାଆ କହୁଛି ଯୁସ ପିଉଛି। ଜୁସ କଣ ନାଲି।ସେ ମାଲ ପିଉଛି। ମାଲ ହେଉଛି ନାଲିଆ।

ତା ମାଆ ପୁଅ ନାମରେ ମିଛ କାହିଁକି କହୁଛି। ୧୦ ମାସ ଗର୍ଭରେ ରଖି ଜନ୍ମ କରିଛି। ମିଛ କଣ ପାଇଁ କହୁଛି। ସତ କଥା ଜାଣିଲେ ଲୋକମାନେ ଆଉ ପଇସା ଦେବେନାହିଁ। ସବୁ ଲିକ ହେଇଯିବ ନା କଣ।

Leave a Reply

Your email address will not be published. Required fields are marked *