ସତ୍ୟରେ ପରିଣତ ହେବ କି ଭବିଷ୍ୟବାଣୀ ? ୨୦୨୨ରେ ହେବ ପରମାଣୁ ବିସ୍ଫୋରଣ, ବଦଳିଯିବ ପୁରା ବିଶ୍ୱର ରୂପ

ଏବେ ଏକ ବିପଦ ମାଡି ଆସୁଛି ଯାହା ପୃଥିବୀକୁ ଧ୍ଵଂସ ବିଧ୍ୟଂସ କରିଦେବ । ଯାହା ଆମେ ମାଳିକାରେ ଶୁଣିବାକୁ ପାଉଥିବୁ ।ଯାହା ଆମକୁ ପ୍ରବଳ ଭାବରେ ଆମକୁ କ୍ଷତି ପହଞ୍ଚାଇବ । ଯାହା ଫଳରେ ପୃଥିବୀରେ ବାସ କରୁଥିବା ସମସ୍ତ ପ୍ରାଣୀ ଅକ୍ଷମ ହେଇଯିବେ । ଯାହାର ଭବିଷ୍ୟବାଣୀ ଆଗରୁ ଅନେକ ଋଷି ମୁନି କହିଛନ୍ତି । ଫ୍ରାନ୍ସ ର ଏକ ଜ୍ୟୋତିଷ କହିଛନ୍ତି କି ଏକ ମହାମାରୀ ଆସିକି ସବୁକିଛି ନଷ୍ଟ କରିଯିବ । ଏହା ସହ ଏହା ମଧ୍ୟ କୁହାଯାଇଛି କି ଏହି ମହାମାରୀ ସବୁ କିଛି ଧ୍ୟଂସ କରିଦେବ।

ଏହି ମହାମାରୀ ଦ୍ବାରା ଅନେକ ଲୋକ ମାନେ ଏହି ନିଜର ଆତ୍ମୀୟ ସ୍ୟଜନ ଲୋକ ଙ୍କୁ ହରାଇବେ । କେବଳ ତାହା ନୁହେଁ ଏହା ସହିତ ପୃଥିବୀ ରେ ବାସ କରୁଥିବା ସମସ୍ତ ପ୍ରାଣୀ ଅସୁବିଧା ର ସମାଧାନ କରିବା କୁ ପଢିବ। ରାଜନୀତି ର ଷଡଯନ୍ତ୍ର ପାଇଁ ଦେଖିବା କୁ ଗଲେ ସବୁ ଲୋକମାନେ ଫସିଯିବେ ଓ ଏହା ସହ ସେମାନେ ଦେଶ ଦେଶ ମଧ୍ୟରେ ଝଗଡା ଆରମ୍ଭ କରି ଦେବେ ।

ଯାହା କି ପୃଥିବୀ ପାଈ ବିପଦ ଅଟେ । ସୁନା ଓ ପଇସା ର ଭାଉ ବଢିବା ସହ ଅନେକ ଜିନିଷ ର ଦରଦାମ ବଢିବ ଯିବ ଓ ଏହା ସହ ଏକ ବଡ଼ ଉଲ୍କା ପିଣ୍ଡ ଖସି ଆସି ଆମ ପୃଥିବୀରେ ପଡିବ ଯାହା ଦ୍ୱାରା ସମୁଦ୍ରର ଉଚ୍ଚତା ବଢିବ ଓ ସବୁ ଆଡେ ପାଣି ହୋଇଯିବ ।ପାଣି ହେବା ଫଳ ରେ ଅନେକ ଆଡେ ଥିବା ଜନବସତି ଉଜୁଡ଼ି ଯିବ । କେବଳ ଏହା ନୁହେଁ ଏହା ମଧ୍ୟ ସତ୍ୟତା କି କିଛି ଦିନ ପାଇଁ ।

ରାତି ହୋଇଯିବ 72 ଘଣ୍ଟା ପାଇଁ ସବୁକିଛି ନଷ୍ଟ ହୋଇଯିବ । ଆଗରୁ ହୋଇଯାଇଛି ଯୁଦ୍ଧ ବିଭୀଷିକା ଓ ଆତଙ୍କ ପୃଥିବୀ କୁ ନଷ୍ଟ କରିବା ପରେ ଏକ ନୂଆ ପୃଥିବୀ ର ଜନ୍ମ ହେବ । ମାନବ ମାନେ କମ୍ପୁଟରରେ କାମ କରିବା ଆରମ୍ଭ କରୁଛନ୍ତି କିନ୍ତୁ ସେତେବେଳେ ଯନ୍ତ୍ର ଚାଳିତ ମାନବ ତିଆରି ହେବେ ଯାହା ଦ୍ୱାରା ସବୁକିଛି ନଷ୍ଟ ହୋଇଯିବ ।

Leave a Reply

Your email address will not be published. Required fields are marked *