ହଠାତ ଦୌଡ଼ି ଦୌଡ଼ି ଆସିଲା ଗାଈ,ଆଉ ଗୋଡେଇ ଗୋଡେଇ ମାରିଲା ଏହି ବ୍ୟକ୍ତି ଜଣକୁ,ଦେଖନ୍ତୁ ଏହି ଭୟଙ୍କର ଭିଡ଼ିଓ

ଯୁଗ ଏବେ ବଦଳିଲାଣି, କହିବାକୁ ଗଲା କେବଳ ଖାଲି ବଦଳିନି ବହୁତ ବଦଳିଲାଣି ଏବଂ ଅନେକ ଶିକ୍ଷିତ ମଧ୍ୟ ହେଲାଣି ଏହି ସମାଜ । ଏହି ସମାଜ, ଏହି ଯୁଗ ଏବେ ଆଉ ସେ ପୁରୁଣା ସମୟ ର ଯୁଗ ହୋଇ ନାହିଁ, କାରଣ ଆଜି କାଲି ଲୋକ ମାନେ ମଙ୍ଗଳ ଗ୍ରହ, ଚନ୍ଦ୍ର ଆଦି ଗ୍ରହ ମାନଙ୍କରେ ପହଁଞ୍ଚିସାରିଲେଣି,

ଆଉ ନିକଟ ଭବିଷ୍ୟତରେ ସେହି ସବୁ ସ୍ଥାନ ରେ ମଣିଷ ର ଜୀବନ ଯାପନ କରିବା ସମ୍ଭବ ହେବ ବୋଲି, ସେମାନେ ସେହି ସବୁ ସ୍ଥାନ ମାନଙ୍କ ନିଜ ନିଜର ଜାଗା କିଣିବା ଆରମ୍ଭ ମଧ୍ୟ କରି ସାରିଲେଣି । ଆଜି କାଲି ଦୁନିଆରେ ଆଉ କିଛି ବି ଜିନିଷ ଅସମ୍ଭବ ନାହିଁ । ତେବେ ଆଜିର ଏହି ଯୁଗ ସୋସିଆଲ୍ ସାଇଟର ଯୁଗ ହେଲାଣି, ସମସ୍ତେ ସେହି ସୋସିଆଲ୍ ସାଇଟରେ ହିଁ ବିଜି ସବୁବେଳେ । ଏହି ସୋସିଆଲ, ସାଇଟରେ ବି ପ୍ରତିଦିନ ହଜାର ହଜାର ଫଟୋ, ଭିଡିଓ,ଖବର ସବୁ ଭାଇରାଲ୍ ହୋଇଥାଏ ।

ବିହାର ଏକ ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ରାସ୍ତା ମଝିରେ ଗାଈ ର ଆକ୍ରମଣ ସମସ୍ତ ଙ୍କୁ ଚକିତ କରି ଦେଇଛି । ଗାଈ ହଠାତ୍ ଜଣେ ବ୍ୟକ୍ତି ଙ୍କୁ ଆକ୍ରମଣ କରୁଛନ୍ତି । ବ୍ୟକ୍ତି ଙ୍କୁ ସିଙ୍ଘ ସାହାଯ୍ୟ ରେ ଆକ୍ରମଣ କରିଛି ମାତ୍ର ବ୍ୟକ୍ତି ଜଣଙ୍କ ନିଜ ଜୀବନ କୁ ବଞ୍ଚାଇବାକୁ ଚେଷ୍ଟା କରିବାରେ ଅସଫଳ ହୋଇ ଥିଲେ ।

ଏକ ଜାଗା ରେ ଜାକି ଯୁକି ହୋଇ ବସି ପଡ଼ିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକ ମାନେ ଗାଈ କୁ ପାଣି ଛାଟି ସେଠାରୁ ଘୋଡାଇବାକୁ ଚେଷ୍ଟା କରିଥିଲେ । ଗାଈ ଟି ଗହଳି ହେବାରୁ ଗହଳି ଆଡ଼କୁ ଆସି ଗଲା । ଏହି ସମୟ ରେ ବ୍ୟକ୍ତି ନିଜ ଜୀବନ ବଞ୍ଚାଇ ସେଠାରୁ ଦୌଡ଼ିବାକୁ ଲାଗିଲେ । ଏହି ଘଟଣା ରେ ବ୍ୟକ୍ତି ଆହତ ହୋଇ ଥିଲେ । ତେଣୁ ପର ଅବସ୍ଥା ରେ ଆହତ ଯୋଗୁଁ ତାଙ୍କୁ ହସ୍ପିଟାଲ୍ ରେ ଭର୍ତି କରା ଯାଇ ଥିଲା

ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଏହି ଭିଡ଼ିଓ କୁ ନିଜ କ୍ୟାମେରା ରେ କଏଦ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯାହାକୁ ବର୍ତ୍ତମାନ ଅନେକ ୟୁଜର ଦେଖି ସରିଲେ । ଏହି ଭିଡ଼ିଓ ରେ ବିଭିନ୍ନ କମେଣ୍ଟ ମଧ୍ୟ ଆସୁଛି । ଏହାକୁ ଦେଖି ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *