କୋଟିପତି ‘ରସିଦ’, : ବୟସ କମ ହେଲେ ମଧ୍ୟ ରାଜାପରି ବଞ୍ଚନ୍ତି ,ତାଙ୍କୁ ଭେଟିବାକୁ ଆସନ୍ତି ସଲମାନ ,ଶାହରୁଖ …

ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ବର୍ତ୍ତମାନ୍ ଯୁଗରେ ସମସ୍ତେ ପ୍ରସିଦ୍ଧ ହେବା ଏବଂ ମାଗଣା ପ୍ରଚାର ପାଇବା ପାଇଁ ଯେ କୌଣସି ସ୍ତରକୁ ଯାଆନ୍ତି । କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ତେବେ ସେଥିରେ କିଛି କିଛି ଫନି ବା ମଜାଳିଆ ବିଷୟ ମଧ୍ୟ ଦେଖିବାକୁ ପାଇଥାଉ ଯାହା ଆମକୁ ଅନେକ ହସାଇଥାଇ ।

ଆଉ କେତେବେଳେ ଦେଶ ଦୁନିଆ ବିଷୟ ରେ ମଧ୍ୟ ସମସ୍ତେ ତଥ୍ୟ ଆମେ ସୋସିଆଲ ମିଡ଼ିଆ ରୁ ମଧ୍ୟ ପାଇଥାଉ । ବର୍ତମାନ ଏହି କୋଟିପତି ଙ୍କ ବିଷୟ ରେ ଚାରିଆଡ଼େ ଚର୍ଚ୍ଚା ଚାଲିଛି । ଯିଏ କି ଦୁବାଇ ରେ ବସବାସ କରନ୍ତି । ତେବେ କୋଟିପତି ଧନୀ ହେବାକୁ କାହାର ବା ଇଚ୍ଛା ନଥାଏ । ସେହିପରି ଅନେକ ପଇସା ଖର୍ଚ୍ଚ କରିବାକୁ ବା କାହାର ଇଚ୍ଛା ନ ହୁଏ ।

ତେବେ ସେହିପରି ରୋଜଗାର କରିବା ମଧ୍ୟ ଦରକାର ହୋଇଥାଏ । ଦୁବାଇ ଏକ ସହର ଯେଉଁଠି ବଡ଼ ବଡ଼ ବିଜନେସ ମେନ୍ ସମସ୍ତେ ରୁହନ୍ତି ଓ କୋଟି କୋଟି ଟଙ୍କା ଆୟ କରିଥାନ୍ତି । ସେଠାରେ ଏକ ଲିଟର ପେଟ୍ରୋଲ ର ଦାମ ଠୁ ଏକ ଲିଟର ପାଣି ର ଦାମ ଅଧିକ । କିନ୍ତୁ ସେଠାରେ ଏମିତି ଜଣେ ୧୯ ବର୍ଷୀୟ ବାଳକ ଅଛନ୍ତି ଯିଏ କି ଏକ ଦିନ ରେ ଲକ୍ଷ୍ୟ ଲକ୍ଷ୍ୟ କୋଟି କୋଟି ତାଙ୍କ ଖର୍ଚ୍ଚ କରିଥାନ୍ତି ।

ତେବେ କହିବାକୁ ଗଲେ ତାଙ୍କ ପିତା ସେଠାକାର ଜଣେ ନାମୀଦାମୀ ବ୍ୟବସାୟୀ । ତେଣୁ ସେ ଅନେକ ଟଙ୍କା ଆୟ କରିଥାନ୍ତି । ଯାହା ଫଳରେ ତାଙ୍କ ସନ୍ତାନ ଏପରି ଅନେକ ଟଙ୍କା ଖର୍ଚ୍ଚ କରିଥାନ୍ତି । ବଡ଼ ବଡ଼ ସେଲିବ୍ରିଟି ଠୁ ଆରମ୍ଭ କରି ନାମୀ ଦାମି ଖେଳାଳି ଯାଇଥାନ୍ତି ତାଙ୍କୁ ଦେଖା କରିବା ପାଇଁ । ଆମ୍ଭେ ସାଧାରଣତଃ ଟଙ୍କା ଅଯଥା ସଉକ ରେ ଖର୍ଚ୍ଚ କରିବାକୁ ଇଛା ପ୍ରକାଶ କରିନଥାଉ । ସେଠାରେ ସେହି ବାଳକ ଜଣକ କେଉଁଠି ଟଙ୍କା ଖର୍ଚ୍ଚ କରିବେ ବୋଲି ଭାବିଥନ୍ତି

କହିବାକୁ ଗଲେ ତାଙ୍କ ପିତା ଦୁବାଇ ର ଟପ୍ ୧୦୦ ବିଜନେସ ମେନ୍ ଙ୍କ ଭିତରୁ ଜଣେ ଅଟନ୍ତି । ସେ ସେଠାରେ ହୋଟେଲ ମାନଙ୍କରେ ସୁଇମିଂ ପୂଲ୍ ତିଆରି କରିବା ଠିକା ନିଅନ୍ତି ଓ ତାଙ୍କର ଅନେକ ତେଲ ଖଣି ମଧ୍ୟ ଅଛି । ତେବେ ତାଙ୍କ ଏକ ମାତ୍ର ପୁଅ ରସିଦ ଙ୍କ ସଉକ ଅନେକ ମହଙ୍ଗା ମହଙ୍ଗା କାର୍ କିଣିବେ ଓ ଅନେକ ବଲିଉଡ୍ ଓ ହଲିଉଡ୍ ଅଭିନେତା , ଅଭିନେତ୍ରୀ ଙ୍କ ସହିତ ଫୋଟ ଉଠାଇବେ ।

ତେବେ ତାଙ୍କର ଏକ ପର୍ଶନାଲ ଜୁ ମଧ୍ୟ ଅଛି ଯେଉଁଠି ପ୍ରାୟ ୫୦୦ ପ୍ରକାର ପ୍ରାଣୀ ଅଛନ୍ତି । ନିଜର ଗୋଟିଏ ୟୁଟ୍ୟୁବ ଚାନେଲ ମଧ୍ୟ ରହିଛି ଯେଉଁଠି ୩ ମିଲିୟନ ଲୋକ ସବସ୍କ୍ରାଇଵର ଅଛନ୍ତି । ତାଙ୍କ ପାଖରେ ରହିଛି ସବୁଠୁ ଦାମୀ ଦାମୀ ଗାଡ଼ି ର କଲେକ୍ସନ । ତାଙ୍କ ପିତା ଙ୍କ ଛଡା ସେ ମଧ୍ୟ ନିଜେ ରୋଜୋଗାର କରିଥାନ୍ତି । ପାଖା ପାଖି ୨୫୦ କୋଟି ର ମାଲିକ ହେଉଛନ୍ତି ରସିଦ ।

Leave a Reply

Your email address will not be published. Required fields are marked *