ସାମ୍ନାକୁ ଆସିଲା SBI ଗ୍ରାହକଙ୍କ ପାଈ ବଡ଼ ଖବର। ଯଦି ଆପଣ ଷ୍ଟେଡ ବ୍ୟଙ୍କ୍ ଅଫ ଇଣ୍ଡିଆ ରେ ଖାତା ରହିଛି ସେହି ଗ୍ରାହକ ମାନ କୁ ମିଳିବାକୁ ଯାଉଛି 2 ଲକ୍ଷ ଟଙ୍କାର ସୁବିଧା । ତେବେ କେଉଁ ମାନଙ୍କୁ ମିଳିବ ଟଙ୍କା ଓ ମିଳିବ କଣ ରହିଛି ଏହା ର ପଦ୍ଧତି ଆସନ୍ତୁ ସଂମ୍ପର୍ଣ୍ଣ ରୂପ ରେ ଜାଣିବା ଦେଶର ସର୍ବବୃହତ ବ୍ୟାଙ୍କ୍ ହେଉଛି ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ।
ଯିଏ କି ଗ୍ରାହକ ମାନଙ୍କ ପାଇଁ ଆଣିଛି ବଡ଼ ଖବର । SBI ରେ ଏକାଉଣ୍ଟ ରହିଥିବା ଗ୍ରାହାକ ମାନେ 2 ଲକ୍ଷ ଟଙ୍କା ଯାଏ ଉଠେଇ ପାରିବେ ଲାଭ । ଆର୍ଥିକ ସ୍ଥରରେ ଅର୍ଣ୍ଣ ଗ୍ରସର ଲୋକ ମାନଙ୍କ ପାଇଁ ଏହି ସୁବିଧା କରିଛନ୍ତି ସରକାର । ଯେଉଁମାନେ କର ଜନଧନ ଏକାଉଣ୍ଟ ଅଛି ସେହି ଗ୍ରାହାକ ମାନେ ଏହି ସୁବିଧା ଲାଭ ପାଇ ପାରିବେ ।
ଜନ ଧନ ଏକାଉଣ୍ଟ ସହିତ ପେ ଡେବିଟ କାର୍ଡ ରଖିଥିବା ଗ୍ରାହାକ ଙ୍କୁ ଏହି ସୁବିଧା ପ୍ରଦାନ କରାଯିବ ବୋଲି କୁହା ଯାଇଛି । ତେବେ ଏହି ବିମା ଟି 2 ଲକ୍ଷ ଟଙ୍କା ଯାଏ ଦୂର୍ଘଟଣା ଜନିତ ବିମା ପ୍ରଦାନ କରାଯିବା ର ବ୍ୟବସ୍ଥା ରହିଛି । ଏହା ସହିତ ରୁପେ କାର୍ଡ ରୁ ପଇସା ଲେଣ୍ ଦେଣ୍ କିମ୍ବା କିଣା ବିକା ମଧ୍ୟ କରିପାରିବେ ଏହି ବୀମା ସାହାଯ୍ୟ ରେ ଏହା ଛଡ଼ା 6 ମାସ ମଧ୍ୟରେ ଓଭରଡ୍ରାଫ୍ ସୁବିଧା ମଧ୍ୟ ରହିଛି ।
ତେବେ ଏହି ବୀମା ଅନୁସାରେ 2 ଲକ୍ଷ ଟଙ୍କାର ଦୁର୍ଘଟଣା ଜନିତ ବୀମା ଙ୍କ ଯିବା ସହିତ 30 ହଜାର ଟଙ୍କାର ଲାଇଫ କଭର ମଧ୍ୟ ପ୍ରଦାନ କାର ଯିବ ଯାହା ମୃତ୍ୟୁ ପରେ ପ୍ରଦାନ କରାଯିଇ ଥାଏ । ଆପଣ ଯେତିକି ପଇସା ଦିପାଜିଟ କରିବେ ଡିପୋଜିଟ ଉପରେ ସୁଧ ମଧ୍ୟ ମିଳିବ। ଏହା ଛଡ଼ା ଫ୍ରି ମୋବାଇଲ ବ୍ୟାଙ୍କିଙ୍ଗ ର ସୁବିଧା ମଧ୍ୟ ରହିଛି। ଡେବିଟ୍ କାର୍ଡରୁ ପଇସା ଦେଣନେଣ ସହିତ କିଣାବିକା ମଧ୍ୟ କରି ପାରିବେ । ଏହା ସହିତ ଆପଣ ମାନେ ବୀମା ଓ ପେନସନ ଉତ୍ପାଦ ମଧ୍ୟ କିଣି ପାରିବେ ।