୧୬୩ ବର୍ଷର ବୌଦ୍ଧ ଭିକ୍ଷୁଙ୍କ ଭିଡିଓ ଖୁବ୍ ଭାଇରାଲ୍, ଲୋକେ କହୁଛନ୍ତି ଜୀଅନ୍ତା ମମି ! ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ବର୍ତ୍ତମାନ୍ ଯୁଗରେ ସମସ୍ତେ ପ୍ରସିଦ୍ଧ ହେବା ଏବଂ ମାଗଣା ପ୍ରଚାର ପାଇବା ପାଇଁ ଯେ କୌଣସି ସ୍ତରକୁ ଯାଆନ୍ତି । କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ , ଅନେକ ଘଟଣା ଦୁର୍ଘଟଣା ବିଷୟ ରେ ଆମେ ଖବର ପାଇଥାଉ ।

ତେବେ ଅନେକ ସ୍ଥାନ ରେ ଅନେକ ଖରାପ ଘଟଣା ଘଟିଥାଏ ଯାହା ଫଳରେ ଅନେକ ଲୋକ ଖରାପ କାର୍ଯ୍ୟ ହୋଇଥାଏ । ତେବେ ବେଳେ ବେଳେ ସିସି ଟିଭି ରେ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ । ସେହିପରି ଏକ ଘଟଣା ଆସନ୍ତୁ ଜାଣିବା । ବେଳେ ବେଳେ ସୋସିଆଲ ମିଡ଼ିଆ ରେ ଏପରି କିଛି ଭିଡିଓ ମଧ୍ୟ ଆସିଥାଏ , ଯାହା ଦେଖିଲେ ଆପଣଙ୍କ ଆଖି ରୁ ମଧ୍ୟ ପାଣି ବହି ଆସିବ । ବଡ଼ ହୃଦୟ ବିଦାରକ ସେହି ଭିଡିଓ ସବୁ ମଧ୍ୟ ଆମେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଦେଖିବାକୁ ପାଇଥାଉ । ଆଉ ସମୟ ସମୟ ରେ କିଛି ଫନି ବା ମଜାଳିଆ ବିଷୟ ମଧ୍ୟ ଦେଖିବାକୁ ପାଇଥାଉ ଯାହା ଆମକୁ ଅନେକ ହସାଇଥାଇ ।

ତେବେ ବର୍ତମାନ ସୋସିଆଲ ମିଡିଆରେ ଜଣେ ବୌଦ୍ଧ ଭିକ୍ଷୁକ ଙ୍କ ଫୋଟ , ଭିଡ଼ିଓ ଭାଇ ରାଲ ହେଉଛି । ତେବେ ଭିଡିଓ ରେ ଦେଖା ଯାଇଛି ସେହି ଭିକ୍ଷୁ ଜଣକ କୌଣସି ଅସୁସ୍ଥତା କାରଣ ରୁ ହସ୍ପିଟାଲ ରେ ରହିଛନ୍ତି । ତେବେ ଏହି ଭିଡିଓ ଦେଖି ଅନେକ ଲୋକ ଦାବି କରିଛନ୍ତି ଯେ ତାଙ୍କର ବୟସ ୧୬୩ ବର୍ଷ । ତେବେ ସେ ଜାପାନୀ ଟେକ୍ନୋଲୋଜି ସେକୁସେନ୍ କୁଷ୍ଟୁ ଅଭ୍ୟାସ କରନ୍ତି ବୋଲି କହିଛନ୍ତି । ଏହି ଭିଡ଼ିଓ କୁ ତାଙ୍କ ନାତୁଣୀ ସୂଟ କରି ଛାଡିଛନ୍ତି ସୋସିଆଲ ମିଡିଆରେ ।

ତେବେ ଅନେକ ଲୋକ କହୁଛନ୍ତି , ଏବଂ ବାସ୍ତବ ରେ ମଧ୍ୟ ଏହି ବୌଧ୍ୟ ଭୀକ୍ଷୁ ଜଣକ ଜିଅନ୍ତା ମମି ଭଳି ଦେଖିବାକୁ । ତେବେ ଭିଡିଓ ଭୈରାଲ ପରେ ସତ୍ୟତା ସାମ୍ନା କୁ ଆସିଚି । କ୍ଲିମ୍ ରେ ଏହି ଭିକ୍ଷୁକ ଙ୍କ ନାମ ଲୁଆଙ୍ଗ ଫୋ ବିଆଇ । ତାଙ୍କ ବୟସ ମଧ୍ୟ ୧୬୩ ନୁହେଁ । ତାଙ୍କ ବୟସ ୧୦୯ ବର୍ଷ । ତେବେ ତାଙ୍କ ଶରୀର ରେ ଅନେକ କ୍ଷୟ ଘଟିଛି । ଜିଅନ୍ତା ମମି ଙ୍କ ଭଳି ଦେଖା ଯାଉଛନ୍ତି । ତେବେ ସେ ଏହି ବୟସ ରେ ମଧ୍ୟ ଚାଲିବୁଲି ପାରୁଛନ୍ତି । ନିଜ ନାତୁଣୀ ଙ୍କୁ ଆଶୀର୍ବାଦ ଦେଉଥିବା ଏହି ଭିଡିଓ ରେ ଦେଖିବାକୁ ମିଳିଛି । ତେବେ ଟିକଟକଥିବା ବେଳେ ମଧ୍ୟ ଏହି ଭିକ୍ଷୁକ ଙ୍କ ଭିଡିଓ ସେଥିରେ ମଧ୍ୟ ଭାଇ ରାଳ ହୋଇଥିଲା ।

Leave a Reply

Your email address will not be published. Required fields are marked *