ମାଳିକାର ଭବିଷ୍ୟ ବାଣୀ,୧୩ ଟି ଦେଶ ମଧ୍ୟର ହେବ ତୃତୀୟ ବିଶ୍ୱଯୁଦ୍ଧ !

ଆପଣ ମାଳିକାର ଭବିଷ୍ୟତ ବାଣୀ ତୃତୀୟ ବିଶ୍ୱଯୁଦ୍ଧର ସଂଙ୍କେତ ୧୩ଟି ଦେଶ ମଧ୍ୟରେ ଭୟଙ୍କର ଯୁଦ୍ଧ ହେବ। ତେବେ ଆସନ୍ତୁ ଜାଣିବା ସେହି ସବୁ ଦେଶ ଗୁଡିକ କଣ ରହିଛି। ତେବେ ମହାପୁରୁଷ ଅଚ୍ୟୁତ୍ୟା ନନ୍ଦ ଯୁଗ ଜନ୍ମା ପୁରୁଷ ଅଟନ୍ତି। ତାଙ୍କର ମାଳିକା ଏକ ବିଚିତ୍ର ରହସ୍ୟ ପୂର୍ଣ୍ଣ ଏବଂ ତର୍କ ପୂର୍ଣ୍ଣ ଅଟେ। ତାଙ୍କ ବର୍ଣ୍ଣନାରେ ଏକ ଅନୁଭବର ବିଚାର ଦେଖିବାକୁ ମିଳେ। ତେବେ ମାଳିକା ହେଲା ଗୋଟିଏ ଏମିତି ଜିନିଷ ଯେଉଁଥିରେ ଦିର୍ଘ ବର୍ଷ ପୂର୍ବେ ଏମିତି ବର୍ଣ୍ଣିତ ହୋଇଛି। ଯାହା ଆଗାମୀ ବର୍ଷ ମାନଙ୍କରେ ସତ ଘଟିବା ପାଇଁ ଯାଉଛି।

ମହାପୁରୁଷ ମାନଙ୍କର ଅନେକ ବର୍ଷର ଦିବ୍ୟ କଥାକୁ ବର୍ତ୍ତମାନ ଆମେମାନେ ମାଳିକା ବଚନରେ ଜାଣିବାକୁ ପାଉଛୁ। ଏହାକୁ ଅନେକ ମାନିବାକୁ ରାଜି ନଥିଲେ ମଧ୍ୟ ଏହି ଘଟଣା ସତ ଅଟେ। ଏହାକୁ ବୁଝି ବିଚାରି ନିଜକୁ ସତର୍କ କରେଇବା ସହ ନିଜର କର୍ମକୁ ଠିକ କରେଇବା ଆବଶ୍ୟକ। ତେବେ ଆମେ ପୁଣି ସେହି ମାଳିକା ବିଷୟରେ ଜାଣିବା। ତେବେ ବର୍ତ୍ତମାନ ଆପଣମାନେ ଦେଖିବା ପାଇଁ ପାଉଥିବେକି ଭାରତ ସହ ପାକିସ୍ତାନ ଏବଂ ଚୀନ ବାରମ୍ବାର ଯୁଦ୍ଧ ଲାଗି ରହିଛି। ଏବଂ ଭାରତ ସହ ଅପ୍ରିତିକର ପରିସ୍ଥିତି ମଧ୍ୟ ସୃଷ୍ଟି କରୁଛନ୍ତି।

ଭାରତ ଭଳି ଏକ ପୂର୍ଣ୍ଣ ଭୂମିରେ ସେମିତି କେବେ ଘଟିବ ନାହିଁ। କିମ୍ବା କେହି କ୍ଷୟକ୍ଷତି ଘଟେଇ ପାରିବେ ନାହିଁ। ମାଳିକାରେ ଯୁଦ୍ଧ କଥାକୁ ନେଇ ବର୍ଣ୍ଣିତ ରହିଛିକି ବଡ ବଡ ୧୩ଟି ଦେଶ କଳି ଲାଗିବେ। ଏବଂ ସେମାନଙ୍କ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ। ବର୍ତ୍ତମାନ ଚୀନ ଯେମିତି ତାର ପରାକର୍ମ ଭାରତ ଉପରେ ଦେଖାଉଛି। ଭାରତ ତାକୁ ଉଚିତ ଦେବାକୁ ଯାଉଛି। ଭାରତ ମଧ୍ୟ କୈଣସି କ୍ଷେତ୍ରରେ କମ ନୁହେଁ। ତେଣୁ ଏହି ସବୁ ଯୁଦ୍ଧ ସମୟରେ ଯେତେବେଳେ ମାନବ ଶରୀରରୁ ଦେବତା ଚାଲିଯିବେ ସେତେବେଳେ ପାକିସ୍ତାନ କଣ କରିବ ନା କଣ କରି ପାରିବ ଚୀନ

ମହାପୁରୁଷ ଅଚୁତ୍ୟାନନ୍ଦ କହିଛନ୍ତିଯେ ପୃଥିବୀର ଏକ ବିରାଟ ଆଧ୍ୟାତ୍ମିକ ଦେଶ ଯେଉଁଠାରେ ଆଧ୍ୟାତ୍ମିକତା ଭରି ରହିଛି। ଏଠାରେ ଜ୍ଞ୍ୟାନୀ ଗୁଣିମାନେ ରହିଛନ୍ତ। ଭାରତର ଆଧ୍ୟାତ୍ମିକ ଶକ୍ତି ଆଗରେ ଅନ୍ୟ ଦେଶର ଶକ୍ତି ହାର ମାନିବ। ଋଷିଆର ସମର୍ଥନ ମିଳିଲେ ଭାରତକୁ କେହି ହରେଇ ପାରିବେ ନାହିଁ ବୋଲି ତଥ୍ୟରେ ମଧ୍ୟ ବର୍ଣ୍ଣିତ ରହିଛି।

Leave a Reply

Your email address will not be published. Required fields are marked *