ମାଳିକା କହୁଛି ଶ୍ରୀ ମନ୍ଦିର ଉପରେ କରିବେ ଋଷ ସୈନିକମାନେ ଆକ୍ରମଣ ! ହେଲେ କାହିଁକି ?

ଭାରତ ର ପ୍ରାଣ କେନ୍ଦ୍ର ଉତ୍କଳ ଦେଶ ବାରମ୍ବାର ଶତ୍ରୁ କ ଆକ୍ରମଣ ର ଶିକାର ହେଉଛି। ଆଜି ନୁହେଁ କହିଙ୍କେତେ ଦିନ କୁ ଏହି ଶତ୍ରୁ ମାନେ ଆମ ଭଗବାନ୍ କୁ ନେବା କୁ ଚେଷ୍ଟ କରୁଛନ୍ତି । ଆଗ ରୁ ବ୍ରିଟିଶ ମାନେ ଆକ୍ରମଣ କରି ଥିଲେ ସୂର୍ଯ୍ୟ ମନ୍ଦିର ଉପରେ ଆଉ ଆବେ ଆକ୍ରମଣ କରିଛନ୍ତି ଜଗନ୍ନାଥ ମନ୍ଦିର ଉପରେ । ଆମ ମାଳିକା ଅନୁସାରେ ରୂଷ୍ ର ସୋନିକା ମାନେ ଆକ୍ରମଣ କରିବେ ଶ୍ରୀ ମନ୍ଦିର କୁ ଆଉ ନେଇଯିବେ ସେଠାରେ ରେ ବିରାଜିତ ଥିବା ଜଗନ୍ନାଥ କୁ । ଆଉ ଏହି ଭଳି ଏକ ସମୟ ଆସିବ ଯେତେବେଳେ ସମସ୍ତଙ୍କର ବୁଦ୍ଧି ବାଟ ବନ୍ଦ ହେଇଯିବ । ଋଷ୍ ର ସୈନିକମାନେ ରେଳରେ ଚତୁର୍ଦ୍ଧା ମୂର୍ତ୍ତୀକୁ ନେଇ ରୂଶ ପଳାଇବେ ।

ରେଳରେ ଗଲାବେଳେ ରେଳର ଇଞ୍ଜିନ ଚୂର୍ଣ୍ଣ ବିଚୂର୍ଣ୍ଣ ହେଇଯିବ ଓ ଶ୍ରୀ ଜଗନ୍ନାଥ ଅଦୃଶ୍ୟ ହେଇଯିବେ ବୋଲି ମାଳିକା ରେ ବର୍ଣ୍ଣନା କରା ଯାଇଛି। ଯାହା ମାଳିକା ପଢ଼ିଲେ ଏବେ ବି ପ୍ରମାଣ ମିଳେ । ଏବେ ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଛି ଘୋମାଘୋଟ ଯୁଦ୍ଧ । ଋଷ ର କୁତ ନଦୀ କୂଳରେ ରହିଛି ଅଭଳି ଏକ ବିଦ୍ୟା ଶକ୍ତି ଋଷ ନେବାକୁ ପ୍ରୟାସ କରୁଛି ।

ଯାହା କାମ କରିବା ପାଇଁ ଆଉ ଏକ ଦିବ୍ୟ ଶକ୍ତି ର ଆବଶ୍ୟକତା ରହିଛି। ଯାହା ଜଗନ୍ନାଥଙ୍କ ଭିତରେ ଥିବା ପିଣ୍ଡ ରେ ରହିଛି । ଯାହା ଋଷ ର ସୈନିକ ମାନଙ୍କ ପାଇଁ ଏକ ଖଣି ଠାରୁ କମ୍ ନୁହେଁ । ଯାହା ପାଇଲେ ଋଷ ଅଧିକା ଶକ୍ତି ଶାଳୀ ହୋଇାଯିବ । ଯାହା ଋଷ କୁ ଭବିଷ୍ୟତ ରେ ଅନେକ କାମ ରେ ଆସିବ । ଏହି ବ୍ରହ୍ମ ଏକ ଅତ୍ୟନ୍ତ ଶକ୍ତି ଶାଳୀ ଅଟେ ।କୁହା ଯାଏ ଯେ ଏକ ଏତେ ଶକ୍ତି ଶାଳୀ ଯେ ଏହା କୁ ଯଦି କେବେ କେହି ହାତ ରେ ଧରେ ତାହାଲେ ସେହି ଲୋକୋ ର ତୁରନ୍ତ ମୃତ୍ୟୁ ହେଇଥାଏ।

Leave a Reply

Your email address will not be published. Required fields are marked *