ନିଷ୍ଠୁର ବାପା ରାସ୍ତା କଡରେ ଛାଡ଼ିଦେଇ ଚାଲିଗଲେ ତଥାପି ଆମେ ହାର ମାନିବୁନି,ଏହି ରାଜଧାନୀରେ ଆମେ ଭବିଷ୍ୟତ ଗଢ଼ି ଦେଖଇଦେବୁ

ଆମେ ପାଠ ପଢିବି ଆଉ ତାଙ୍କୁ ଦେଖାଇ ଦେବୁ ଆମେ ବି ନିଜ ଗୋଡ଼ ରେ ନିଜେ ଛିଡ଼ା ହୋଇପାରେ ।ଆମେ ବି ନିଜେ ନିଜର ପେଟ ପୋଷି ପାରିବୁ । ଏମିତି କାନ୍ଦି କାନ୍ଦି କହିଲେ ଦୁଇ ଭଉଣୀ ସ୍ମରଣିକା ଓ ସ୍ୱାଗତିକା । ଏମିତି ଏକ ଦୁଃଖଦ ଘଟଣା ଘଟିଛି ଆମ ରାଜଧାନୀ ଭୁବନେଶ୍ୱର ରେ ।

ଦୁଇ ଝିଅ ମା କୁ ନେଇ ଆଜି ନୁହେଁ କି କାଲି ନୁହେଁ ଦୀର୍ଘ 12 ବର୍ଷ ଧରି ନିଜ ପରିସ୍ଥିତି କୁ ନିଜର କରି ଚାଲି ଆସୁଛନ୍ତି । ଦୁଇ ଶିଶୁ ଜନମ ହେବ ର କିଛି ଦିନ ପରେ ତାଙ୍କ ବାପା ଟଙ୍କା ତିନି ଜଣ କୁ ଛାଡ଼ି କୁଆଡେ ଛାଲି ଯାଇଛନ୍ତି । ଏହି ପରି ପରିସ୍ଥିତୀ ରେ ଗୋଟେ ଛୋଟ ଦୋକାନ ଘରେ ଯାହା ମିଳୁଚି ସେଥିରେ କଷ୍ଟେ ମଷ୍ଟେ ଜୀବନ କାଟୁଛନ୍ତି ଏହି ମା ଝିଅ ।

ମଞ୍ଚେଶ୍ୱରର ପତ୍ର ସାହି ରେଲୱେ କଲୋନୀ ରହୁଥିବା ଏହି ପରିବାର ଅନେକ ଦୁଃଖ କଷ୍ଟ ରେ ଜୀବନ କରୁଥିବା ବେଳେ ବଡ଼ ଝିଅ ଘର ଚଳାଇ ବା ପାଈ ଏକ ଦୋକାନ ଟି ୟେ କରିଥିଲା ହେଲେ ଦୋକାନ ରୁ 2 ତିନି ଥର ଚୋରି ହେବ ପରେ ଏବେ ଆଉ ସେ ଦୋକାନ ବି ବନ୍ଦ ହେଇଯାଇଛି । ନିଜେ ସବୁ ଦିନ ବସ୍ ରେ ଯିବା ପାଇଁ 50ଟଙ୍କା ଲାଗୁଥିବା ବେଳେ ସାନ ଭଉଣୀ କୁ କୀଟ ରେ ଡିପ୍ଲୋମା ପାଧଉଛନ୍ତି ।

ପ୍ରତୀକ ଦିନ ପଖାଳ ଓ ଆଳୁ ସିଝା ଦେଇ ଖାଉଥିବା ଏହି ପରିବାର ଏତେ କଷ୍ଟ ରେ ଥାଇ ମଧ୍ୟ ତାଙ୍କ ପାଖରେ ନା ପହଞ୍ଚିପାରୁଛି କିଛି ସୁବିଧା ନା ପହଞ୍ଚି ପାରୁଛି କିଛି ସରକାରୀ ସାହାଯ୍ୟ। ନିଜ ଲୁହ କୁ ଆପେ ପିଇ ଦିନ କରୁ କାଟୁଛନ୍ତି ଏହି ଦୁଇ ଭଉଣୀ । ନ କେହି ଶୁଣିଛି ସରକାର ନା ଆଉ ଆସୁଝି କୋଉଠି ସାହାଯ୍ୟ।

Leave a Reply

Your email address will not be published. Required fields are marked *