ଏହି ୧୮ ବର୍ଷୀୟ ଯୁବକ , ଦିକନୁ ଖର୍ଚ୍ଚ କରନ୍ତି କୋଟି କୋଟି ଟଙ୍କା….

ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ବର୍ତ୍ତମାନ୍ ଯୁଗରେ ସମସ୍ତେ ପ୍ରସିଦ୍ଧ ହେବା ଏବଂ ମାଗଣା ପ୍ରଚାର ପାଇବା ପାଇଁ ଯେ କୌଣସି ସ୍ତରକୁ ଯାଆନ୍ତି । କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ , ଅନେକ ଘଟଣା ଦୁର୍ଘଟଣା ବିଷୟ ରେ ଆମେ ଖବର ପାଇଥାଉ ।

ତେବେ ଅନେକ ସ୍ଥାନ ରେ ଅନେକ ଖରାପ ଘଟଣା ଘଟିଥାଏ ଯାହା ଫଳରେ ଅନେକ ଲୋକ ଖରାପ କାର୍ଯ୍ୟ ହୋଇଥାଏ । ତେବେ ବେଳେ ବେଳେ ସିସି ଟିଭି ରେ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ । ସେହିପରି ଏକ ଘଟଣା ଆସନ୍ତୁ ଜାଣିବା । ବେଳେ ବେଳେ ସୋସିଆଲ ମିଡ଼ିଆ ରେ ଏପରି କିଛି ଭିଡିଓ ମଧ୍ୟ ଆସିଥାଏ , ଯାହା ଦେଖିଲେ ଆପଣଙ୍କ ଆଖି ରୁ ମଧ୍ୟ ପାଣି ବହି ଆସିବ । ବଡ଼ ହୃଦୟ ବିଦାରକ ସେହି ଭିଡିଓ ସବୁ ମଧ୍ୟ ଆମେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଦେଖିବାକୁ ପାଇଥାଉ । ଆଉ ସମୟ ସମୟ ରେ କିଛି ଫନି ବା ମଜାଳିଆ ବିଷୟ ମଧ୍ୟ ଦେଖିବାକୁ ପାଇଥାଉ ଯାହା ଆମକୁ ଅନେକ ହସାଇଥାଇ ।

ତେବେ କିଛି ଭିଡିଓ ରହିଛି ୟୁଟ୍ୟୁବରେ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେହିପରି କିଛି ଭିଡିଓ ଉପରେ ଆଲୋଚନା କରାଯାଇଛି । କୋଟିପତି ଧନୀ ହେବାକୁ କାହାର ବା ଇଚ୍ଛା ନଥାଏ । ସେହିପରି ଅନେକ ପଇସା ଖର୍ଚ୍ଚ କରିବାକୁ ବା କାହାର ଇଚ୍ଛା ନ ହୁଏ । ସେହିପରି ରୋଜଗାର କରିବା ମଧ୍ୟ ଦରକାର ହୋଇଥାଏ ।

ଦୁବାଇ ଏକ ସହର ଯେଉଁଠି ବଡ଼ ବଡ଼ ବିଜନେସ ମେନ୍ ସମସ୍ତେ ରୁହନ୍ତି ଓ କୋଟି କୋଟି ଟଙ୍କା ଆୟ କରିଥାନ୍ତି । ସେଠାରେ ଏକ ଲିଟର ପେଟ୍ରୋଲ ର ଦାମ ଠୁ ଏକ ଲିଟର ପାଣି ର ଦାମ ଅଧିକ । କିନ୍ତୁ ସେଠାରେ ଏମିତି ଜଣେ ୧୯ ବର୍ଷୀୟ ବାଳକ ଅଛନ୍ତି ଯିଏ କି ଏକ ଦିନ ରେ ଲକ୍ଷ୍ୟ ଲକ୍ଷ୍ୟ କୋଟି କୋଟି ତାଙ୍କ ଖର୍ଚ୍ଚ କରିଥାନ୍ତି । ତେବେ କହିବାକୁ ଗଲେ ତାଙ୍କ ପିତା ସେଠାକାର ଜଣେ ବିଲଡର । ତେଣୁ ସେ ଅନେକ ଟଙ୍କା ଆୟ କରିଥାନ୍ତି । ଯାହା ଫଳରେ ତାଙ୍କ ସନ୍ତାନ ଏପରି ଅନେକ ଟଙ୍କା ଖର୍ଚ୍ଚ କରିଥାନ୍ତି

ଆମ୍ଭେ ସାଧାରଣତଃ ଟଙ୍କା ଅଯଥା ସଉକ ରେ ଖର୍ଚ୍ଚ କରିବାକୁ ଇଛା ପ୍ରକାଶ କରିନଥାଉ । ସେଠାରେ ସେହି ବାଳକ ଜଣକ କେଉଁଠି ଟଙ୍କା ଖର୍ଚ୍ଚ କରିବେ ବୋଲି ଭାବିଥନ୍ତି । କହିବାକୁ ଗଲେ ତାଙ୍କ ପିତା ଦୁବାଇ ର ଟପ୍ ୧୦୦ ବିଜନେସ ମେନ୍ ଙ୍କ ଭିତରୁ ଜଣେ ଅଟନ୍ତି । ସେ ସେଠାରେ ହୋଟେଲ ମାନଙ୍କରେ ସୁଇମିଂ ପୂଲ୍ ତିଆରି କରିବା ଠିକା ନିଅନ୍ତି ଓ ତାଙ୍କର ଅନେକ ତେଲ ଖଣି ମଧ୍ୟ ଅଛି । ତେବେ ତାଙ୍କ ଏକ ମାତ୍ର ପୁଅ ରସିଦ ଙ୍କ ସଉକ ଅନେକ ମହଙ୍ଗା ମହଙ୍ଗା କାର୍ କିଣିବେ ଓ ଅନେକ ବଲିଉଡ୍ ଓ ହଲିଉଡ୍ ଅଭିନେତା , ଅଭିନେତ୍ରୀ ଙ୍କ ସହିତ ଫୋଟ ଉଠାଇବେ । ତେବେ ତାଙ୍କର ଏକ ପର୍ଶନାଲ ଜୁ ମଧ୍ୟ ଅଛି ଯେଉଁଠି ପ୍ରାୟ ୫୦୦ ପ୍ରକାର ପ୍ରାଣୀ ଅଛନ୍ତି ।

Leave a Reply

Your email address will not be published. Required fields are marked *