ବବି ମିଶ୍ରଙ୍କଠାରୁ ଅଲଗା ହେବା ପରେ ଏହି ବ୍ୟକ୍ତିଙ୍କ ସହ କୋଏଲ ବାନାର୍ଜୀ କଲେ ଦ୍ଵିତୀୟ ବିବାହ,ଦେଖନ୍ତୁ ଭିଡ଼ିଓ

ମନୋରଞ୍ଜନ କାର୍ଯ୍ୟ କ୍ରମ କହିଲେ ସମସ୍ତ ଙ୍କ ମନରେ ଆନନ୍ଦ ର ଲହରୀ ଖେଳି ଥାଏ । ଛୋଟ ଠୁ ବଡ଼ ଯାଏ ମନୋରଞ୍ଜନ କାର୍ଯ୍ୟ କ୍ରମ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି । ଟିଭି ର ନାମ ଶୁଣିଲେ ସମସ୍ତେ ନିଜ ପସନ୍ଦର ସୀରିଏଲ୍ କଥା ଭାବେ ତୋ କିଏ ସିନେମା କଥା ତେବେ କିଏ ଯାତ୍ରା କଥା ତ କିଏ ଆଲବମ୍ କଥା ଭାବିଥାଏ । ତେବେ ଏହି ଦୁନିଆ ରେ ଅନେକ ଲୋକ ଅଭିନେତା ଓ ଅଭିନେତ୍ରୀ ନିଜ ପରିଶ୍ରମ ରେ ସଫଳତା ପାଇ ପାରିଛନ୍ତି ।

କୋରୋନା ସାରା ରାଜ୍ୟ ରେ ନିଜର କାୟା ବିସ୍ତାର କରିଛି । ଏହି ମହାମାରୀ ରେ କିଏ ବାପା ଙ୍କୁ ହରାଇ ସାରିଲେଣି ତ ମାଆ କୁ ତ ପୁଣି ଭାଇ ଓ ଭଉଣୀ । ଏହିପରି ଭାବରେ ନିଜ ଲୋକ ଙ୍କୁ ଏହି ଛଡେଇ ନେଇଛି । ତେବେ ଏହି ମହାମାରୀ କେବଳ ସାଧାରଣ ଲୋକ ନୁହନ୍ତି କଳାକାର ଠାରୁ ଆରମ୍ଭ କରି ବଡ଼ ନେତା ପର୍ଯ୍ୟନ୍ତ ସମସ୍ତ ଙ୍କ ଉପରେ କବାଜା କରିଛି । ଅନେକ ଦୁଃଖ ଖବର ଆସିଛି ଓଲିଓଡ ଇଣ୍ଡଷ୍ଟ୍ରି ରୁ ।

ତେବେ ପୂର୍ବରୁ ଅନୁଭବ ଓ ବର୍ଷା ପାରିବାରିକ ମାମଲା ପାଇଁ କୋର୍ଟ ର ଦ୍ଵାରସ୍ଥ ହୋଇ ଥିଲେ । ମାତ୍ର ବର୍ତ୍ତମାନ ମାମଲା ର ଅନ୍ତ ଘଟିଛି । ପୁଣି ଥରେ ଆଉ ଜଣେ ଅଭିନେତା କୋର୍ଟ ର ଦ୍ଵାରସ୍ଥ ହୋଇ ଥିଲେ । ବବି ମିଶ୍ର ଙ୍କୁ ତ ଆପଣ ମାନେ ନିଶ୍ଚୟ ଜାଣିଥିବେ । ଆଲବମ୍ ଦୁନିଆ ରୁ ତାଙ୍କ ଅଭିନୟ ଆରମ୍ଭ କରିଥିଲେ । ଅନେକ ଆଲବମ୍ କରିଛନ୍ତି ସେ । ତେବେ ସେ କୋଏଲ ମୁଖାର୍ଜୀ ଙ୍କୁ ବିବାହ କରିଥିଲେ ।

ବୈବାହିକ ଜୀବନ ମଧ୍ୟ ଖୁସି ରେ କଟିଥିଲା । ମାତ୍ର ନିକଟ ରେ କୋଏଲ ତାଙ୍କ ଠାରୁ ଅଲଗା ହୋଇ ଯାଇଥିଲେ । ଅଲଗା ହେବା ପରେ ଉଭୟ ଙ୍କ ମଧ୍ୟ ରେ ଫାଟ ସୃଷ୍ଟି ହୋଇ ଥିଲା । ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏକ ଖବର ଭାଇରାଲ ହେବାରେ ଲାଗିଛି । ନିକଟ ରେ କୋଏଲ ବାନାର୍ଜୀ ଦିତୀୟ ବିବାହ କରିଛନ୍ତି । ସେ କାହାକୁ ବିବାହ କରିଛନ୍ତି ତାହା ଜଣା ପଡି ନାହି । ବିବାହ ରେ ସୁନ୍ଦର ଭାବରେ ସଜେଇ ହୋଇଛନ୍ତି କୋଏଲ । ତାଙ୍କର ରିସେପସନ୍ ମଧ୍ୟ ସରି ଯାଇଛି । ଯାହାର ଭିଡ଼ିଓ ବେଶ ଭାଇରାଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *