କିଛି ଦିନ ହେବ ଆମେ ଲଗାତାର ଏକ ନିରୀହ ଶିଶୁ ର ସସ୍ଥ୍ୟ ଅବସ୍ଥା କୁ ନେଇ ଖବର ଶୁଣିବା କୁ ପାଉଥିଲୁ । କନ୍ଧମାଳ ଫୁଲବାଣୀ ବ୍ଲକ୍ ଗୁଞ୍ଜପଡ଼ା ଆମ୍ବପଡା ଗାଁର ଦେଢ଼ ବର୍ଷର ଶିଶୁ ରାଜବୀର ରଣା କ ର ବିଷୟ ରେ ଯିଏ କୁ ବିରଳ ସ୍ପାଇନାଲ୍ ମସ୍କୁଲାର ଆଟ୍ରୋଫି ରୋଗରେ ପୀଡିତ ହୋଇ ଏବେ ଜୀବନ ଯନ୍ତ୍ରଣା ଭୋଗୁ ଥିବାବେଳେ ଚିକିତ୍ସାରେ ଅର୍ଥ ସାଜିଥିଲା ବାଧକ କାରଣ ତାଙ୍କୁ ଚିକିତ୍ସା ପାଇଁ ଦରକାର ପଡ଼ୁଛି ଅନେକ ଅର୍ଥ।୧୬୦୦ କୋଟି ହେଲେ ରାଜବୀରର ହେବ ଅସ୍ତ୍ର ଉପଚାର ଏପରିକି ତାଙ୍କ ଚିକିତ୍ସା ପାଇଁ ସମଗ୍ର ରାଜ୍ୟ ସମେତ ବଲିଉଡ୍ ର ଅଭିନେତା ଓ ଅଭିଟରି ମଧ୍ୟ ରାଜବୀରଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ଅନୁରୋଧ କରିଛନ୍ତି।
ଏତେ ସବୁ ଘଟଣା ଭିତରେ ଆବେ ସାମ୍ନା କୁ ଆସିଚି ଏହି ଘଟଣା ରେ ନୁଆ ମୋଡ଼ । ଶୁଣିବାକୁ ମିଳିଛି କିଁ ରଜବୀର୍ କ ମା ବାପା ତାଙ୍କ ନିଜର ପରିଚୟ ଲୁଚାଇଛନ୍ତି।ଯାହା କି ଆବେ ସବୁ ଠାରୁ ବଡ଼ ପ୍ରଶ୍ନ ବାଚୀ ସୃଷ୍ଠି କରିବା ସହିତ ସାରା ଓଡିଶା ବାସୀ କୁ ଚକିତ ମଧ୍ୟ କରିଛି। ଜଣେ ସାମ୍ବାଦିକ ରଜବୀର ର ମା କୁ ପଇସା ନା ଦେଲେ ରଜବୀର୍ ର ପାଈ ଆସୁଥିବା ଫଣ୍ଡ ରୁ ପଇସା ଆସିବା ବନ୍ଦ କରି ଦେବେ ବୋଲି ଥମକ ଦେଇଥିଲେ । ଯାହା ର ଏକ ଅଡିଓ ଏ ବେ ଭାଇରଳ ହେବ ରେ ଲାଗିଛି ।
ସାମ୍ବାଦିକ ସୁନୀତା ମହନ୍ତ ନିଜେ ଏହି କଥା ର ଖୁଲସା କରିଛନ୍ତି କୁ ଏହି ସବୁ ଘଟଣା ଫେକ ଅଟେ ବୋଲି ସେ କହିଛନ୍ତି । କିଛି ଦିନ ତଳେ ରଜବୀର୍ କ ବାପା ମଦ ଏକ ଭିଡିଓ ସୋସିଆଲ ମିଡିଆ ରେ ଭାଏରାଳ ହେବ ପରେ ସାମ୍ବାଦିକ କୁ ସନ୍ଧେୟ ଯାଇଥିଲା କି ଏହା ଭିତରେ ନିଶ୍ଚୟ କିଛି ଅସୁବିଧା ଅଛି ବୋଲି ଏହା ପରେ ସେ ରଜବୀର୍ ର ମା କ ସହିତ କଥା ହୋଇଥିଲେ ହେଲେ ତାଙ୍କ ମାଆ ଅତି ଖରାପ୍ ବ୍ୟବହାର କରି ଥିଲେ ସାମ୍ବାଦିକ କ ସହିତ । ଯାହା ଫଳ ରେ ରାଗ ରେ ଆସି ସୁନୀତା ପଇସା ଆସୁଥିବା ଫଣ୍ଡ ବନ୍ଦ କରିଦେବେ ବୋଲି ସୋସିଆଲ ମିଡିଆ ରେ କହିଥିଲେ ।