ପାକିସ୍ତାନରେ ରହୁଥିବା ହିନ୍ଦୁ ମାନଙ୍କ ସହିତ ଏମିତି ହୁଏ ? ଦେଖି ମୁଣ୍ଡ ଗରମ ହେଇଯିବ ! ଦେଖନ୍ତୁ ଭିଡ଼ିଓ

ବନ୍ଧୁଗଣ ୧୫ ଅଗଷ୍ଟ ୧୯୪୭ ମସିହା । ଏହା ସେହି ଦିନ ଥିଲା ଯେଉଁଦିନ ଏହି ଅଖଣ୍ଡ ଭାରତର ଦୁଇ ଖଣ୍ଡ ହୋଇ ଯାଇଥିଲା । ଗୋଟିଏ ଖଣ୍ଡ ଆମ ଦେଶ ଭାରତ ଥିଲା ବେଳେ ଅନ୍ୟ ଖଣ୍ଡଟି ଆମ ପଡ଼ୋଶୀ ଦେଶ ପାକିସ୍ଥାନ ଥିଲା । ଭାରତ ଓ ପାକିସ୍ଥାନ ବିଭାଜନ ବ୍ୟତୀତ ଆଉ ଗୋଟିଏ ଜିନିଷର ମଧ୍ୟ ବିଭାଜନ ହୋଇଥିଲା । ଓ ତାହା ହେଲା ହିନ୍ଦୁ ଏବଂ ମୁସଲିମ ଧର୍ମର ବିଭାଜନ । ଆଉ ସେବେଠାରୁ ଆରମ୍ଭ ହୋଇଥିଲା ଭାରତ ପାକିସ୍ଥାନ ଲଢେଇ ।

ସେହି ବିଭାଜନ ସମୟରେ ଅନେକ ମୁସଲିମ ଲୋକ ଭାରତରେ ରହିଗଲେ ତୋ ଅନେକ ହିନ୍ଦୁ ମାନେ ମଧ୍ୟ ସେପରି ପାକିସ୍ଥାନ ରେ ରହିଗଲେ । ଆପଣମାନେ ଭାବିଛନ୍ତି କି ପାକିସ୍ଥାନରେ ରହୁଥିବା ହିନ୍ଦୁ ମାନଙ୍କ ସହିତ ସେଠାରେ କିଭଳି ଭାବରେ ବ୍ୟବହାର କରାଯାଏ । ତେବେ ଆସନ୍ତୁ ଜାଣିବା ବନ୍ଧୁଗଣ କି ପାକିସ୍ଥାନରେ ବସ ବାସ କରୁଥିବା ହିନ୍ଦୁ ମାନେ କିପରି ଅଛନ୍ତି ଏବଂ ସେମାନଙ୍କ ସହିତ ସେଠାରେ କେମିତି ବ୍ୟବହାର କରାଯାଇଥାଏ ।

ସୂଚନା ମୁତାବକ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ରେ ଭାରତର ଯେବେ ବିଭାଜନ ହୋଇଥିଲା ସେବେ ପାକିସ୍ଥାନରେ ହିନ୍ଦୁ ମାନଙ୍କ ସଂଖ୍ୟା ସମୁଦାୟ ୧୩% ଥିଲା । କିନ୍ତୁ ଏହା ୨୦୧୭ ମସିହା ପହଞ୍ଚିଲା ବେଳକୁ ମାତ୍ର ୧.୭୩% କୁ ଖସି ଆସିଲା । ହେଲେ ଆଉ ବାକି ହିନ୍ଦୁ ସଂଖ୍ୟା ଗଲା କୁଆଡେ । ଆପଣମାନେ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ ନ୍ୟୁୟର୍କ ଟାଇମ୍ସ ଅନୁସାରେ ୨୦୨୦ ଜୁନ ମାସରେ ହିଁ ୧୦୦ ଠାରୁ ମଧ୍ୟ ଅଧିକ ହିନ୍ଦୁମାନେ ନିଜ ଧର୍ମକୁ ବଦଳାଇ ମୁସଲିମ ଧର୍ମରେ ପାଲଟି ଗଲେ ।

ସେମାନେ ଏମିତି କରିବାରେ ତିନୋଟି ବଡ଼ ମୁଖ୍ୟ କାରଣ ରହିଛି । ତେବେ ପ୍ରଥମ କାରଣଟି ହେଲା ପାକିସ୍ଥାନରେ ରହୁଥିବା ହିନ୍ଦୁ ମାନଙ୍କର ଖରାପ ଆର୍ଥିକ ପରିସ୍ଥିତି । ପାକିସ୍ଥାନ ରେ ରହୁଥିବା ହିନ୍ଦୁ ମାନେ ଯଦି ନିଜର ଧର୍ମ ବଦଳାଇ ଦିଅନ୍ତି ତାହେଲେ ସେମାନଙ୍କୁ ଭଲ କାମ ଭଲ ଘର ଏବଂ ସରକାରଙ୍କ ତରଫରୁ ଆର୍ଥିକ ସାହାଯ୍ୟ ମଧ୍ୟ ମିଳିବ । ଏହା ବ୍ୟତୀତ ସେମାନଙ୍କୁ ନିତିଦିନ ଦିଆଯାଉଥିବା ନିର୍ଯ୍ୟାତନା ରୁ ମୁକ୍ତି ମଧ୍ୟ ମିଳିଯିବ ।

ପାକିସ୍ଥାନ ର ଗୋଟିଏ ନିୟମ ଅନୁସାରେ ସେଠାରେ ରହୁଥିବା ଅଣ ମୁସଲିମ ମାନେ କେବଳ ଛୋଟ ଶ୍ରେଣୀର କାମ ହିଁ କରି ପାରିବେ । ମୁସଲିମ ଛଡା ଅନ୍ୟ ଧର୍ମର ଲୋକମାନେ ଯେପରିକି ହିନ୍ଦୁ ଖ୍ରୀଷ୍ଟଆନ ଏବଂ ଶିଖ ଧର୍ମ ର ଲୋକମାନେ କେବଳ ଟେଲର, ବାର୍ବର, ମୋଚି ଧୋବା ଏବଂ ସଫେଇ କର୍ମଚାରୀ ଭଳି ଛୋଟ ମୋଟ କାମ ହିଁ କେବଳ କରି ପାରିବେ ।

ସେଠାକାର ହିନ୍ଦୁ ମାନଙ୍କର ଖରାପ ଆର୍ଥିକ ସମସ୍ୟା ଯୋଗୁଁ ପାକିସ୍ଥାନର କିଛି ଦଲାଲ୍ ମାନେ ସେମାନଙ୍କୁ ଭଲ ଘର, ଭଲ ଖାଇବା ଏବଂ ଭଲ ବେତନ ଦେବା ଲୋଭରେ ସେମାନଙ୍କ ଠାରୁ ଗୋଟେ ଏଗ୍ରିମେଣ୍ଟ ସାଇନ୍ କରେଇ ନେଇ ସେମାନଙ୍କୁ ଆଜୀବନ ମୂଲିଆ ଭାବରେ କାମ କରାଇଥାନ୍ତି । ଆଉ ହିନ୍ଦୁମାନେ ଧର୍ମ ବଦଳାଇବାର ସବୁଠାରୁ ମୁଖ୍ୟ କାରଣ ଏହା ଅଟେ ଅନ୍ୟଧର୍ମର ମହିଳା ମାନଙ୍କୁ ଜବରଦସ୍ତି ମୁସଲିମ ଧର୍ମରେ ପରିବର୍ତ୍ତନ କରାଇ ଦିଅନ୍ତି ଓ ବାହା ହେଇଯାଆନ୍ତି ।

Leave a Reply

Your email address will not be published. Required fields are marked *