ନିଜ ଜୀବନକୁ ବାଜିରେ ଲଗାଇ ଏମିତି ଘର ସଫା କରୁଛନ୍ତି ଏହି ମହିଳା..ଦେଖନ୍ତୁ ଭିଡ଼ିଓ

ଆମ ଚାରିପାଖରେ ପ୍ରତେକ ଦିନ ଏମିତି କିଛି ନ କିଛି ଘଟଣା ଘଟୁଛି । ଯାହା ଆମକୁ ଆଶ୍ଚର୍ଯ୍ୟ କରିଥାଏ ଦୁନିଆ ରେ ଏମିତି ଅନେକ ଘଟଣା ଅଛି ଯାହା ଶୁଣିଲେ ଆପଣ ମାନେ ଆସଚାଜ୍ୟା ହେଇଯିବେ। ଯାହା ଆପଣ ବେଳେ ବେଳେ ବିଶ୍ୱାସ ବି କରିପାରିବେ ନାହିଁ ।

ଯାହା ଆପଣଙ୍କ ଆଖିଁ ଆଗରେ ଘଟି ଥାଏ ଓ ଆମେ କିଛି କରି ବି ପରି ନଥାଉ ।ଏମିତି ଏକ ଘଟଣା ଘଟିଛି ଜଣେ ମହିଳା ଙ୍କ ସହିତ । ନିଜ ଘର ସଫା କରିବା କୁ ଯାଇ ନିଜ ଜୀବନ କୁ ବାଜି ଲଗାଇଛନ୍ତି ଏହି ମହିଳା ଜଣ କ । ଯାହା ଆପଣ ନା କେବେ ଆଗ ରୁ ଶୁଣି ଥିବେ ନା କେବେ ଦେଖି ଥିବେ ।

ତେବେ ଏହି ପରି ଏକ ଆଶ୍ଚଜ୍ୟ କର ଘଟଣା ଏବେ ସାମ୍ନା କୁ ଆସିଚି । ଯାହା ର ଏକ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଳ୍ ହେଉଛି । ତେବେ ଜଣେ ମହିଳା ନିଜ ଜୀବନ କୁ ବାଜି ଲଗାଇ ଏକ ଚାରି ମହଲା ନିର୍ମିତ ଘର ର ରେଲିଗ୍ ରେ ଛିଡ଼ା ହୋଇ କାଚ ରେ ତିଆରି ଏକ ଝରକା କୁ ସଫା କରୁଥିବା ର ଘଟଣା ସାମ୍ନା କୁ ଆସିଛି। ଏହି ଘଟଣା ଟି ଗଜୀୟାବଦ ର ସିପ୍ରା ରେଭରା ସୋସାଇଟି ର ବୋଲି ଜଣା ପଢ଼ିଛି।

ଏହି ଘଟଣା କୁ ଦେଖିବା ପରେ ସାମ୍ନା ମହଲା ରେ ଥିବା ଶ୍ରୁତି ଠାକୁର ନାମ କ ଜଣେ ମହିଳା ଏହି ଭିଡିଓ କରିଥିଲେ । ସେହି ମହିଳା ଜଣ କୁ ଶ୍ରୁତି ଠାକୁର ଅନେକ ଥର ଡାକିବାକୁ ଚେଷ୍ଟା କରିଥିଲେ ହେଲେ ସେ ଶୁଣି ନଥିଲେ । ଏହା ପରେ ଏହି ମହିଳା ଜଣ କ ତାଙ୍କ ଝିଅ କୁ ପଠାଇ ଥିଲେ । ଆଉ ସେହି ମହିଳା କୁ ଡାକି ତଳ କୁ ଉଳାଇଥିଲେ। ଯାହା ପାଈ ତାଙ୍କ ଜୀବନ ବଞ୍ଚି ଯାଇଥିଲା ।

Leave a Reply

Your email address will not be published. Required fields are marked *