ଚଉଠି ରାତିରେ ପୂରା ଗାଁ ବସିଥାଏ ରୁମ୍ ବାହାରେ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ବିବାହ ଏପରି ଏକ ପବିତ୍ର ବନ୍ଧନ ଅଟେ, ଯାହାକି ପୁରୁଷ ଓ ନାରୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ସାମାଜିକ ଓ ଧାର୍ମିକ ସ୍ୱୀକୃତିପ୍ରାପ୍ତ ପ୍ରଦାନ କରେ। ଯାହା ସେମାନଙ୍କର କୌଣସି ଜୈବିକ କିମ୍ବା ପୋଷ୍ୟ ସନ୍ତାନ ଓ ସମ୍ପର୍କୀୟଙ୍କ ମଧ୍ୟରେ ଅଧିକାର ଏବଂ ଦାୟିତ୍ୱକୁ ପ୍ରତିଷ୍ଠା କରେ। ବିବାହ ଦୁଇ ପରିବାର ମଧ୍ୟ ନୂଆ ଏକ ସମ୍ପର୍କକୁ ସୃଷ୍ଟି କରିଥାଏ।

ବିବାହକୁ ନେଇ ଦୁନିଆରେ ଅଲଗା ଅଲଗା ପ୍ରକାର ପ୍ରଥା ରହିଛି। ଏପରି କିଛି ପରମ୍ପରାରେ ଅଛି ଯାହାକୁ ବିଶ୍ୱାସ କରିବା କଷ୍ଟକର ହୋଇପଡ଼େ।

ଏପରି ଏକ ଗାଁ ଅଛି ଯେଉଁଠାରେ ଚଉଠି ସମୟରେ ସମ୍ପୂର୍ଣ ଗାଁ ରୁମ ବାହାରେ ବସିଥାଏ। ଏହାର କାରଣ କଣ ଆସନ୍ତୁ ଜାଣିବା?

ଆମ ଦେଶର ରାଜସ୍ଥାନ, ପଶ୍ଚିମ ମହାରାଷ୍ଟ୍ର ଏବଂ ଗୁଜୁରାଟର ଅଞ୍ଚଳରେ କଞ୍ଜରଭାଟ ନାମକ ଏକ ସମ୍ପ୍ରଦାୟ ଗତ ୨୦ ବର୍ଷ ଧରି ଏହି ପୁରୁଣା ପରମ୍ପରାକୁ ଅନୁସରଣ କରୁଛନ୍ତି। ଏହି ପରମ୍ପରାକୁ ନିର୍ବାହ କରିବାର ପ୍ରକୃତ ଉଦ୍ଦେଶ୍ୟ ହେଉଛିକି ନୂଆ ବହୂର ଚରିତ୍ର ବିଷୟରେ ସମ୍ପୂର୍ଣ ଭାବରେ ଜାଣିବା।

ଏହି ପରମ୍ପରା ଅନୁସାରେ, ବର ଓ କନ୍ୟାଙ୍କୁ କୋଠରୀ ଭିତରକୁ ଯିବା ପୂର୍ବରୁ ଏକ ଧଳା ଚାଦର ଦିଆଯାଇଥାଏଏବଂ ନବ ବିବାହିତ ଦମ୍ପତିଙ୍କୁ ଏକ ଧଳା ଚାଦର ସହ ଏହି ଶଯ୍ୟାରେ ଶୋଇବାକୁ ପଡ଼େ। ସକାଳେ ସରପଞ୍ଚ ଚାଦର ଉପରେ ଦାଗକୁ ଦେଖନ୍ତି।

ଯଦି ଚାଦର ଉପରେ କୌଣସି ପ୍ରକାର ଦାଗ ଥାଏ, ତେବେ ମହିଳାଙ୍କୁ ପବିତ୍ର ବୋଲି ମନେ କରାଯାଏ। ଆଉ ଯଦି ଚାଦରରେ କୌଣସି ଦାଗ ଦେଖାନଯାଏ ତେବେ ସେହି ମହିଳା ତାଙ୍କର ପରୀକ୍ଷାରେ ବିଫଳ ହୁଅନ୍ତି। ଏହି କାରଣରୁ ଚଉଠି ସମୟରେ ସମ୍ପୂର୍ଣ ଗାଆଁ ବାହାରେ ବସିଥାନ୍ତି।

Leave a Reply

Your email address will not be published. Required fields are marked *