ପାକିସ୍ତାନର ଏହି ସୁନ୍ଦରୀ ନେତ୍ରୀମାନଙ୍କୁ ଦେଖି ଭୁଲିଯିବେ ହିରୋଇନମାନଙ୍କୁ,ତୃତୀୟ ଜଣଙ୍କ ତ ଅପ୍ସରା ପରି ଦେଖାଯାଆନ୍ତି ।

ଯେବେ ବି ସୁନ୍ଦରତାର କଥା ଆସେ ସେତେବେଳେ ସର୍ବପ୍ରଥମ ଫିଲ୍ମରେ କାମ କରୁଥିବା ଅଭିନେତ୍ରୀମାନଙ୍କ ଭାବନା ହିଁ ମନରେ ଆସିଥାଏ । ଏମିତିରେ ରାଜନୀତିରେ ମଧ୍ୟ ମହିଳାମାନଙ୍କର କୌଣସି ଅଭାବ ନାହିଁ ଆଉ ଯଦି ପଡୋଶୀ ଦେଶ ପାକିସ୍ତାନ ବିଷୟରେ କହିବା ତ ସେଠାରେ ମଧ୍ୟ ଅନେକ ମହିଳା ନେତା ରାଜନୀତି ରେ ସକ୍ରିୟ ଅଛନ୍ତି । ସେମାନଙ୍କ ମଧ୍ୟରେ ଅନେକ ବହୁତ ସୁନ୍ଦର ଆଉ ଏତେ ସୁନ୍ଦର କି ଯାହାଙ୍କୁ ଦେଖି ଆପଣ ବଲିଉଡର ହିରୋଇନମାନଙ୍କୁ ହିଁ ଭୁଲି ଯିବେ । ଚାଲନ୍ତୁ ଆଜି ଆମେ ଆପଣଙ୍କୁ ପଡୋଶୀ ଦେଶ ପାକିସ୍ତାନ ର କିଛି ମହାନ ଆଉ ସୁନ୍ଦର ମହିଳା ନେତାମାନଙ୍କ ସହ ପରିଚିତ କରେଇବୁ ।

ହିନା ପରୱେଜ ବଟ୍ଟ

ପଡୋଶୀ ଦେଶର ପ୍ରଥମ ମହିଳା ନେତାଙ୍କ ନାମ ହେଉଛି ହିନା ପରୱେଜ ବଟ୍ଟ । ହିନା ପାକିସ୍ତାନର ରାଜନୀତିରେ ବହୁତ ସକ୍ରିୟ ଅଛନ୍ତି । ଏହା ବ୍ୟତୀତ ସେ ଜଣେ ଡିଜାଇନର୍ ମଧ୍ୟ ଆଉ ତାଙ୍କର ଏହି କାମର ବି ପାକ୍ ରେ ବହୁତ ପ୍ରଶଂସା କରାଯାଏ ।

ଆପଣଙ୍କୁ କହିରଖୁଛୁ କି ସେ ଲହୋର ବିଶ୍ୱବିଦ୍ୟାଳୟ ରେ ଅଧ୍ୟୟନ କରିଛନ୍ତି ଆଉ ସୁବର୍ଣ୍ଣ ପଦକ ମଧ୍ୟ ଅର୍ଜନ କରିଛନ୍ତି । ହିନା ଉତ୍ତମ ଉଦେଶ୍ୟ ପାଇଁ ରାଜନୀତି କରନ୍ତି ଆଉ ନିଜ ଦେଶରୁ ଘରୋଇ ହିଂସା ଆଉ ବାଲ୍ୟ ବିବାହ ଭଳି କୁପ୍ରଥାଗୁଡ଼ିକୁ ମୂଳରୁ ହଟେଇବାକୁ ଚାହାନ୍ତି

ମରିୟମ ନୱାଜ

ଦ୍ୱିତୀୟ ନେତ୍ରୀଙ୍କୁ ତ ଆପଣ ମଧ୍ୟ ଜାଣିଥିବେ । ତାଙ୍କ ନାମ ହେଉଛି ମରିୟମ ନୱାଜ ଯିଏ ନୱାଜ ଶରିଫଙ୍କର ଝିଅ ଅଟନ୍ତି । ତାଙ୍କ ସୌନ୍ଦର୍ଯ୍ୟ ର ଚର୍ଚ୍ଚା ସମଗ୍ର ପାକିସ୍ତାନରେ ହୁଏ । ତାଙ୍କର ପୁରା ପରିବାର ହିଁ ରାଜନୀତି ରେ ଅଛନ୍ତି । ସେ ପଡୋଶୀ ଦେଶର ବିପକ୍ଷଙ୍କର ପ୍ରମୁଖ ଚେହେରା ଅଟନ୍ତି । ତାଙ୍କୁ ପାକ୍ ର ସୁନ୍ଦରୀ ମହିଳାମାନଙ୍କ ମଧ୍ୟରେ ଗଣାଯାଏ । ମରିୟମ ନୱାଜ ଇମ୍ରାନ ଖାନଙ୍କ ସହ ସିଧାସଳଖ ପ୍ରତିଯୋଗିତା କରୁଥିବାର ଦେଖାଯାନ୍ତି ।

ଆୟଲା ମଲିକ୍

ତୃତୀୟ ନେତ୍ରୀ ହେଉଛନ୍ତି ଆୟଲା ମଲିକ୍ । ଆୟଲା ସୁନ୍ଦରତା ରେ କୌଣସି ପରୀ ଠୁ ବି କମ ଲାଗନ୍ତି ନାହିଁ । ସେ ନେତ୍ରୀ କମ ଅଭିନେତ୍ରୀ ଅଧିକ ଲାଗନ୍ତି । ଆୟଲା ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ସର୍ଦ୍ଦାର ଫାରୁକ୍ ଅହମ୍ମଦଙ୍କ ଭାଣିଜି । ଏହା ସହିତ ସେ ପୂର୍ବତନ ମନ୍ତ୍ରୀ ସୁମାଇରା ମଲିକଙ୍କ ଭଉଣୀ । ସେ ରାଜନୀତି ରେ ସକ୍ରିୟ ରୁହନ୍ତି ଆଉ ତାଙ୍କର କଥା କହିବାର ଶୈଳୀ ବହୁତ ନିଆରା, ଏତେ କି ସେ କାହାର ବି ମନ ମୋହି ନିଅନ୍ତି । ସେ ତାଙ୍କ ରାଜନୀତିର ଆଧାରରେ ମହିଳା ଅପରାଧ ଗୁଡିକର ବିପକ୍ଷରେ କୁହନ୍ତି ଆଉ ପାକ୍ ରେ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି ।

ସାସୁଇ ପାଲିଜୋ

ସାସୁଇ ପାଲିଜୋଙ୍କ ବିଷୟରେ କହିବାକୁ ଗଲେ ସେ ବର୍ତ୍ତମାନ ରାଜନୀତିରେ ନୂଆ କିନ୍ତୁ ଧୀରେ ଧୀରେ ସେ ପାକିସ୍ତାନରେ ନାମ ଅର୍ଜନ କରୁଛନ୍ତି । ତାଙ୍କ ସୁନ୍ଦରତା କାହାଠାରୁ କିଛି କମ ନୁହେଁ । କିନ୍ତୁ ସେ କେବଳ ପାରମ୍ପାରିକ ପୋଷାକରେ ହିଁ ନଜର ଆସନ୍ତି ।

ସାସୁଇ ସିନ୍ଧରୁ ପାକିସ୍ତାନର ନେତ୍ରୀ ଅଟନ୍ତି ଆଉ ଏଥିସହିତ ସେ ଜଣେ ପତ୍ରକାର ମଧ୍ୟ ଅଟନ୍ତି । ସେ ତାଙ୍କ ସୁନ୍ଦରତା କାରଣରୁ ପାକିସ୍ତାନର ଜନତା ମଧ୍ୟରେ ବହୁତ ଚର୍ଚ୍ଚା ରେ ରହିଛନ୍ତି । ସୁନ୍ଦର ହେବା ସହ ସେ ରାଜନୀତିର ଦାୟିତ୍ୱ ମଧ୍ୟ ବହୁତ ଭଲ ଭାବରେ ତୁଲାନ୍ତି ଆଉ ପାକିସ୍ତାନର ଲୋକଙ୍କୁ ସଚେତନ କରାଇବାକୁ ଚାହାଁନ୍ତି ।

ଶାଜିଆ ମାରି

ଶାଜିଆ ମାରି ମଧ୍ୟ ସୁନ୍ଦରତା ପାଇଁ ବହୁତ ଚର୍ଚ୍ଚାରେ ରହିଛନ୍ତି ।ପାକିସ୍ତାନର ଜଣେ ବଡ ନେତା ଭାବରେ ବିବେଚନା କରାଯାଉଥିବା ଶାଜିଆ ଜାତୀୟ ସଭାର ସଦସ୍ୟ ଅଟନ୍ତି।ସେ ଦୁଇଥର ନିର୍ବାଚନରେ ​​ଜିତିଛନ୍ତି । ତାଙ୍କ ସମ୍ବନ୍ଧ ପାକିସ୍ତାନର ବଡ ରାଜନୈତିକ ପରିବାରର ସହ ରହିଛି । ପାକିସ୍ତାନର ରାଜନୀତିରେ ଶାଜିଆ ଏକ ବୃଦ୍ଧି ପାଉଥିବା ନାମ ଏବଂ ଦେଶର ଅନେକ ପ୍ରସଙ୍ଗରେ ମୁକ୍ତ ଭାବରେ ସେ ନିଜର ମତ ପ୍ରକାଶ କରିଛନ୍ତି । ଏହା ସହିତ ସେ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରନ୍ତି ।

Leave a Reply

Your email address will not be published. Required fields are marked *