ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି।
ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।
ସୋସିଆଲ ମିଡ଼ିଆରେ ଆମେ ମାନେ ଅନେକ ଆକ୍ସିଡେଣ୍ଟ ଭିଡିଓ ଦେଖିବାକୁ ମିଳିଥାଏ, ସେହି ସବୁ ଭିଡିଓ ମଧ୍ୟରୁ କିଛି ଆକ୍ସିଡେଣ୍ଟ ଭିଡିଓ ଏପରି ଭୟାନକ୍ ଥାଏ ଯେ, ଯେଉଁ ଲୋକ ଗାଡି ଚଲାଉଥାଏ ସିଏ ମଧ୍ୟ କିଛି ଛାଣିବା ପୂର୍ବରୁ ଆକ୍ସିଡେଣ୍ଟ ହୋଇ ତାହାର ଜୀବନ ଚାଲି ଯାଇଥାଏ। ଏବେ ମଧ୍ୟ ସୋସିଆଲ ମିଡ଼ିଆରେ ସେହିଭଳି ଏକ ଭିଡିଓ ଦେଖିବାକୁ ମିଳୁଛି, ଯେଉଁଥିରେ ଲୋକମାନେ କିଛି ଜାଣିବା ପୂର୍ବରୁ ସେମାନଙ୍କର ଜୀବନ ଚାଲି ଯାଉଛି।
ରାସ୍ତାରେ ଗାଡି ଚଲାଉଥିଲେ ସାବଧାନ ହୋଇ ଯାଆନ୍ତୁ, ନହେଲେ କ୍ଷଣକେ ମଧ୍ୟରେ ଚାଲିଯିବ ଜୀବନ। ନିରାକାର ପୁର ଅଞ୍ଚଳର ଏକ ଭିଡିଓ ଦେଖିବାକୁ ମିଳୁଛି, ଯେଉଁଥିରେ ଅଟୋଟି ରାସ୍ତାରେ ଯାଉଛି ଆଉ ହଠାତ୍ ଏପରି କିଛି ଘଟି ଯାଉଛି ଯାହାପରେ ଅଟୋରେ ବସିଥିବା ସବୁ ଲୋକମାନେ ମୃତ୍ୟୁ ମୁଖକୁ ଚାଲି ଯାଉଛନ୍ତି।
ହଠାତ୍ ବୁଦାରୁ କିଛି କୁକୁର ମାନେ ବାହାରି ଆସୁଛନ୍ତି ଆଉ ସେହି ମଧ୍ୟରୁ କେତୋଟି କୁକୁର ଗାଡିର ଚକା ତଳେ ପଶି ଯିବାରୁ ଅଟୋଟି ଓଲଟି ଯିବାରୁ ସେଥିରେ ବସିଥିବା ସବୁ ଲୋକ ମରି ଯାଇଥିଲେ। ସେହି ଭିଡିଓଟି ଏତେ ଭୟାନକ୍ ଥିଲା ଯେ ଯିଏ କେହି ଦେଖିଲେ ବି ତାଙ୍କର ଲୋମ ଟାଙ୍କୁରି ଉଠିବ।