ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଘଟଣା ବିଷୟରେ କହିବୁ ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ । ଦୁନିଆ ରେ ବହୁତ୍ ପ୍ରକାର ଘଟଣା ଦୁର୍ଘଟଣା ମାନ ଘଟୁଛି । ଏହି କଳି ଯୁଗ ରେ କିଛି ଭି ହୋଇ ପରେ । ଜୀବନ ରେ ବହୁତ୍ କିଛି ଦୁର୍ଘଟଣା ଘଟିଥାଏ ଯାହା କୁ କେବେ ଭି କଳନା କରାଯାଇ ପାରିନାହିଁ ।
ଏହି କିଛି ଘଟଣା ଜୀବନ ରେ ଘଟିବା କୁ ଯାଉଚି ତାହା କେବେ ଭି ଆଶା କରାଯାଇ ନ ଥାଏ ।ସତ କହିବା ପାଇଁ ଗଲେ ଆଜି କାଲି ଲୋକ ଙ୍କ ମଧ୍ୟରେ ଏତେ ସବୁ ନିନ୍ଦନୀୟ କାର୍ଯ୍ୟ ସରିବା ପାଇଁ ଇଚ୍ଛା ଥାଏ ଯାହାକୁ ଲୋକ ଓ ସମାଜ ପାଇଁ ଖୁବ୍ ଖରାପ ହୋଇଥାଏ । ଜୀବନ ରେ ଏପରି କିଛି କାର୍ଯ୍ୟ କରନ୍ତୁ ଯାହା ଦ୍ଵାରା ଆଜି କାଲି ର ଯୁବ ସମାଜ ଉପରେ କୁ ପ୍ରଭାବ ପଡ଼ିବ ନାହିଁ ।
କିନ୍ତୁ ଆମ ଆଗରେ ଏପରି ଏକ ଘଟଣା ଆସି ପହଞ୍ଚିଛି ଯାହା ଆପଣ ମାନେ ଦେଖିଲେ କି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ମନରେ ନିହାତି ଭାବରେ ପ୍ରଶ୍ନ ଆସିବା କଣ ଏହି ପରି ହୋଇ ପାରେ । ଏମିତି ହେବାର କାରଣ କଣ ? ଆପଣ ଏହି ଖବର ଟିକୁ ଜାଣିଲେ ଖୁବ୍ ନିନ୍ଦା ପ୍ରକାଶ କରିବେ ।
ଆଜ୍ଞା ଏହି ନିନ୍ଦନୀୟ ଘଟଣା ବିଷୟରେ ଶୁଣିଲେ ଆପଣ ଭି ବିରକ୍ତି ହୋଇଯିବେ । ଏବେ ସରପଞ୍ଚ ଇଲେକ୍ସନ ଖୁବ୍ ତୀବ୍ର ବେଗ ରେ ଚାଲିଛି । କିଛି କିଛି ସ୍ଥାନ ରେ ଏପରି ଭୋଟ ଦେବା କାର୍ଯ୍ୟ ସାରିଲାଣି । ଆମେ ଏହି ଆପଣଙ୍କୁ ଗୋଟିଏ ଗ୍ରାମ ବିଷୟରେ କହିବୁ ଦଶରଥପୁର ର ଇଶ୍ୱରପୂର୍ ସରକାରୀ ବିଦ୍ୟାଳୟ ରେ ଭୋଟ କାର୍ଯ୍ୟ ସରିଯିବା ପରେ ଜଣେ ଦୁର୍ବୃତ୍ତ ସେହି ବୋଥ ରୁ ଗୋଟିଏ ଭୋଟ ବାକ୍ସ କୁ ନେଇ ପୋଖରୀ ରେ ପକାଇ ଦେଇଥିଲେ ସେହି ସମୟରେ ପୋଲିସ ସୁରକ୍ଷା ବଳ ଜାରି ରହିଥିବା
ବେଳେ ପୋଲିସ ଓ ହୋମ୍ ଗାର୍ଡ ଏହି ସମ୍ବନ୍ଧ ରେ ଜାଣିବା ପରେ କିଛି କରି ନଥିଲେ । ଆହୁରି ଏହି ଖବର ଟି ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଜଣେ ହୋମ୍ ଗାର୍ଡ ମଦ ପିଇ ଭୋଟ ଗାଡ଼ି ଭିତରେ ସୋଇଯାଇଥିଲେ । ଜନତା ଯେତେବେଳେ ରହିଥିଲେ ସେତେବେଳେ ସେ ଉଠି ଅଧିକ ଖରାପ କଥା କହିବା ଏହି କିଛି ଦୃଢ଼ ନିଷ୍ପତି ନେଇ ନଥିଲେ ।