ବର୍ଷାରେ ଶାହରୁଖ ଖାଁ ଭାବି ମନେମନେ ନାଚୁଥିଲା, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି ଭିଡ଼ିଓ

ଯୁଗ ଏବେ ବଦଳିଲାଣି, କହିବାକୁ ଗଲା କେବଳ ଖାଲି ବଦଳିନି ବହୁତ ବଦଳିଲାଣି ଏବଂ ଅନେକ ଶିକ୍ଷିତ ମଧ୍ୟ ହେଲାଣି ଏହି ସମାଜ । ଏହି ସମାଜ, ଏହି ଯୁଗ ଏବେ ଆଉ ସେ ପୁରୁଣା ସମୟ ର ଯୁଗ ହୋଇ ନାହିଁ, କାରଣ ଆଜି କାଲି ଲୋକ ମାନେ ମଙ୍ଗଳ ଗ୍ରହ, ଚନ୍ଦ୍ର ଆଦି ଗ୍ରହ ମାନଙ୍କରେ ପହଁଞ୍ଚିସାରିଲେଣି

ଆଉ ନିକଟ ଭବିଷ୍ୟତରେ ସେହି ସବୁ ସ୍ଥାନ ରେ ମଣିଷ ର ଜୀବନ ଯାପନ କରିବା ସମ୍ଭବ ହେବ ବୋଲି, ସେମାନେ ସେହି ସବୁ ସ୍ଥାନ ମାନଙ୍କ ନିଜ ନିଜର ଜାଗା କିଣିବା ଆରମ୍ଭ ମଧ୍ୟ କରି ସାରିଲେଣି । ଆଜି କାଲି ଦୁନିଆରେ ଆଉ କିଛି ବି ଜିନିଷ ଅସମ୍ଭବ ନାହିଁ । ତେବେ ଆଜିର ଏହି ଯୁଗ ସୋସିଆଲ୍ ସାଇଟର ଯୁଗ ହେଲାଣି, ସମସ୍ତେ ସେହି ସୋସିଆଲ୍ ସାଇଟରେ ହିଁ ବିଜି ସବୁବେଳେ । ଏହି ସୋସିଆଲ, ସାଇଟରେ ବି ପ୍ରତିଦିନ ହଜାର ହଜାର ଫଟୋ, ଭିଡିଓ,ଖବର ସବୁ ଭାଇରାଲ୍ ହୋଇଥାଏ ।

ତେବେ କୁହାଯାଏ ଯାହାକୁ ରଖିବେ ଅନନ୍ତ କେ କରି ପାରିବ ବଳବନ୍ତ । ଯଦି ଭାଗ୍ୟ ଟାଣ ଥିବ ତେବେ ମୃତ୍ୟୁ ପାଖରେ ଥାଇ ମଧ୍ୟ ବଞ୍ଚି ଯିବ । ଏହିପରି କିଛି ଆଶ୍ଚର୍ଯ୍ୟ କରାଇବା ପରି ଭିଡ଼ିଓ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ ।

୧- ଏକ ସହର ରେ ବିଷଣ ବର୍ଷା ହୋଇ ବନ୍ୟା ହୋଇ ଥିଲା । ପୁରା ସହର ପାଣି ରେ ଭର୍ତି ହୋଇ ଯାଇ ଥିଲା । ସେଥି ପାଇଁ ସମସ୍ତେ ଘର ଛାଡ଼ି ଅନ୍ୟ ଯାଗାକୁ ଯାଇଥିଲେ । ମାତ୍ର ଜଣେ ବ୍ୟକ୍ତି ନିଜ ଘର ଛାଡ଼ି ଯାଇ ନ ଥିଲେ । ମାତ୍ର ପାଣି ଅଧିକ ହେବାକୁ ଲାଗିଲା ସେ ବାହାରକୁ ଯିବା ସମୟ ରେ କାନ୍ଥ ଭାଙ୍ଗିଲା । ମାତ୍ର ଭାଗ୍ୟ ଯୋଗୁ ସେ ଅଳ୍ପକେ ବଞ୍ଚି ଗଲେ ।

୨- ଏକ ରାସ୍ତା ରେ ଦୁଇଟି କାର ଆଗ ପଛ ହୋଇ ଯାଉଥିଲା । ରାସ୍ତା ରେ ଆରାମ ରେ ଯାଉଥିଲେ । ହଠାତ୍ ଏକ ଟ୍ରେନ୍ ଆସି ଗଲା । ଭାଗ୍ୟ ଯୋଗୁଁ ପ୍ରଥମ କାର ଟ୍ରେନ୍ ଟି ଆସିବା ପୂର୍ବରୁ ଅତକ୍ରମ କରି ଗଲା ଓ ଦ୍ଵିତୀୟ ଟି ପଛକୁ ଗାଡ଼ି ବୁଲାଇ ଦେଲା ।

୩- ଘଟଣା ଟି ଆମରିକାରେ ନିଉୟର୍କ ସହର ର ଅଟେ । ଜଣେ ବ୍ୟକ୍ତି ଘର ଆଗରେ ନିଜ କାର ତଳେ ପଶି କାର ର ଯନ୍ତ୍ର ପାତି ସଜାଡୁ ଥିଲେ । ହଠାତ୍ କାର ଟି ପଛକୁ ଯିବାକୁ ଲାଗିଲା । ମାତ୍ର ଭାଗ୍ୟ ଯୋଗୁଁ ବ୍ୟକ୍ତି ଜଣଙ୍କ କୌଣସି କ୍ଷତି ହେଲା ନାହି ।

୪- ବର୍ତ୍ତମାନ ରିଲ୍ ଭିଡ଼ିଓ ସମସ୍ତେ କରୁଛନ୍ତି । ସେହିପରି ଜଣେ ଯୁବକ ଗାଡ଼ି ଉପରେ ଠିଆ ହୋଇ ସହାରୁଖ୍ ଖାନ୍ ଙ୍କ ଗୀତ ରେ ଭିଡ଼ିଓ କରୁଥିଲେ । ସହରୁଖ୍ ଖାନ୍ ଙ୍କ ପୋଜ୍ ଦେଉଥିବା ସମୟ ରେ ଏକ ବଜ୍ରପାତ ହେଲା । ଭାଗ୍ୟ ଯୋଗୁଁ ତାଙ୍କର କିଛି ହୋଇ ନ ଥିଲା । ସେ ଭିଡ଼ିଓ ବନ୍ଦ କରି ପଳାଇ ଥିଲେ ।

Leave a Reply

Your email address will not be published. Required fields are marked *