ପ୍ରତିଦିନ ଚମତ୍କାର ହୁଏ ଭଗବାନ୍ ଶିବଙ୍କର ଏହି ରହସ୍ୟମୟ ମନ୍ଦିରରେ,ଦେଖନ୍ତୁ ଭିଡ଼ିଓ

ଆଜି ଆମେ ଭଗବାନ୍ ଶିବଙ୍କର କିଛି ଅଲୌକିକ ଶକ୍ତି ବିଷୟ ରେ ଜାଣିବା ଯାହା ଆମ ଲୋକ ଲୋଚନ ଲୁଚି ରହିଛି । ତେବେ ଆମେ ଆଜି ସେହି ଆଲାକିକ ଶକ୍ତି ବିଷୟ ରେ ଜାଣିବା। ନିଆକରକ୍ ଶିବ ମନ୍ଦିର ଯାହା ଗୁଜୁରାଟ ଧବ ନଗର ରେ ଥିବା କଳୀୟକ୍ ସମୁଦ୍ର କୂଳ ଠାରୁ 3 କିମି ଦୂର ଆରବ ସାଗରରେ ଅବସ୍ଥିତ ଅଟେ।

ଏହି ସ୍ଥାନଟି ଅତି ନିଆରା ଅଟେ ଏଥରେ ସବୁ ଦିନ ସମୁଦ୍ର ର ଲହରୀ ଭଗବାନ୍ ଶିବଙ୍କର ଜଳାଭିଷେକ କରିଥାଏ। ସମୁଦ୍ରର ଜୁଆର ଶାନ୍ତ ହେବ ପରେ ଲୋକେ ଚାଲି ଚାଲି ଆସି ଏହି ମନ୍ଦିରକୁ ଦର୍ଶନ କରିଥାନ୍ତି। ସମୁଦ୍ରରେ ଜୁଆର ଆସିଥିବା ସମୟ ସେହି ମନ୍ଦିର ଟି ସମ୍ପୂର୍ଣ୍ଣ ଭାବେ ଲୁଚି ଯାଇଥାଏ । ଏହି ମନ୍ଦିର ମହାଭାରତ ସମୟ ର ବୋଲି କୁହା ଯାଇଛି।

ଲଖାମେଶ୍ୱର ମହାଦେବ ମନ୍ଦିରକୁ ପ୍ରଭୁ ରାମଚନ୍ଦ୍ର ଘଡ଼ ଏବଂ ଦୁଷ୍ମନ ର ବଧ୍ୟ କରିବା ପାଶ୍ଚତ୍ୟ ନିଜ ଭାଇ ଲକ୍ଷ୍ମଣଙ୍କ କହିବା ପରେ କରିଥିଲେ । ଲଖାମେଶ୍ୱର ମହାଦେବ ମନ୍ଦିର ର ଗର୍ଭ ଗୃହରେ ଏକ ଶିବ ଲିଙ୍ଗ ରହିଚି ଯାହାକୁ ପ୍ରଭୁ ରାମଚନ୍ଦ୍ର ପ୍ରତିଷ୍ଠା କରିଥିଲେ। ଏହି ଶିବ ଲିଙ୍ଗ ଟି ସବୁ ଶିବ ଲିଙ୍ଗ ସବୁଠାରୁ ଅଲଗା ଅଟେ ।

କାରଣ ଏହି ଶିବ ଲିଙ୍ଗ ରେ ପ୍ରାୟ ଏକ ଲକ୍ଷ ଛିଦ୍ର ରହିଚି । ଏହି ଶିବ ଲିଙ୍ଗ ରେ ଏତେ ଛିଦ୍ର ମଧ୍ୟ ରୁ ଏକ ଛିଦ୍ର ଏମିତି ରହିଚି ଯାହା ପାତାଳ ଗାମୀ ଅଟେ । ଯୋଉ ଛିଦ୍ର ରେ କି ଆପଣ ଯେତେବି ପାଣି ଢାଳି ଲେ ସେଥିରେ କେବେ ପାଣି ଭର୍ତି ହୁଏ ନାହିଁ।

ଅଚାଲେଶ୍ୱର୍ ମହାଦେବ ମନ୍ଦିର ରାଜସ୍ଥାନ ର ଅଚଳ ନାମ କ ସ୍ଥାନ ରେ ଏହି ମନ୍ଦିର ନିର୍ମାଣ କରାଯାଇଛି। ଏହି ମନ୍ଦିର ର ଶିବ ଲିଙ୍ଗ ର ରଙ୍ଗ ଦିନକୁ ତିନି ଥର ବଦଳି ଥାଏ। ଏହି ରଙ୍ଗ ପରିବର୍ତନ ର କାରଣ ଆଜି ଯାଏଁ ବୁଝି ହୁଏ ନାହିଁ ।

Leave a Reply

Your email address will not be published. Required fields are marked *