ଏହି ଫୋଟୋରେ ଆପଣଙ୍କୁ କେଉଁ ନମ୍ବର ଦେଖାଯାଉଛି? 10 ସେକେଣ୍ଡରେ ଉତ୍ତର ଦିଅନ୍ତୁ |

ସୋସିଆଲ ମିଡିଆରେ ଏକରୁ ଅଧିକ ପଜଲ୍ ଷ୍ଟୋରୀ କିମ୍ବା ଫଟୋ ଭାଇରାଲ ହୋଇଥାଏ | ଆଜିବି ଏହିପରି ଏକ ଫୋଟୋ ଭାଇରାଲ ହେଉଛି, ଯାହା ଟିକେ ନିଆରା ଅଟେ | ପ୍ରକୃତରେ ସୋସିଆଲ ମେଡ଼ିଆରେ ଯେଉଁ ଫୋଟୋ ଭାଇରାଲ ହେଉଛି ସେଇଥିରେ କିଛି ଅଙ୍କ ଲୁଚିକରି ଅଛି |

ସୋସିଆଲ ମିଡିଆରେ ଏକଋ ଅଧିକା ପଜଲ୍ ଷ୍ଟୋରୀ କିମ୍ବା ଫଟୋ ଭାଇରାଲ ହୋଇଥାଏ | ଆଜିବି ଏହି ପରି ଏକ ଫୋଟୋ ଭାଇରାଲ ହେଉଛି, ଯାହା ଟିକେ ନିଆରା ଅଟେ | ପ୍ରକୃତରେ ସୋସିଆଲ ମେଡ଼ିଆରେ ଯେଉଁ ଫୋଟୋ ଭାଇରାଲ ହେଉଛି ସେଇଥିରେ କିଛି ଅଙ୍କ ଲୁଚିକରି ଅଛି, ଯଦି ଧ୍ୟାନ ଦେଇ ଦେଖିବେ ତାହାଲେ ଆପଣ ଏହି ଫୋଟୋରେ ଲୁଚିକି ଥିବା ଅଙ୍କକୁ ଚିନ୍ହି ପାରିବେ |

ଏମିତିରେ କଣ ଆପଣ ମଧ୍ୟ ଏହି ଚାଲେଞ୍ଜକୁ ନେବାକୁ ପସନ୍ଦ କରିବେ | ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର 10 ସେକେଣ୍ଡରେ କହିବାକୁ ପଡିବ | ଏହି ଫୋଟୋ ସୋସିଆଲ ମେଡ଼ିଆରେ ବହୁତ କ୍ଷିପ୍ର ଗତିରେ ଭାଇରାଲ ହେଉଛି | ଭାଇରାଲ୍ ଷ୍ଟୋରୀକୁ Rupin Sharma ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି |

https://twitter.com/rupin1992/status/1494605511936798720?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1494605511936798720%7Ctwgr%5E%7Ctwcon%5Es1_&ref_url=https%3A%2F%2Fndtv.in%2Fzara-hatke%2Fwhich-number-do-you-see-in-this-picture-answer-in-10-seconds-2775988

ଦେଖନ୍ତୁ ଫୋଟୋ:-

ଫୋଟୋରେ ଦେଖା ଯାଇପରେ ଯେ ଏହା ଏକ କଳା ରଙ୍ଗର ଫୋଟୋ ଅଟେ | ଏହି ଫୋଟୋରେ କିଛି ଅଙ୍କ ଲୁଚିକି ଅଛି,ଯାହାକୁ ଆପଣଙ୍କୁ କହିବାର ଅଛି | ଅନେକ ଲୋକ ଏହି ଫୋଟୋକୁ ଦେଖିବାକୁ ଚେଷ୍ଟା କରିଛନ୍ତି | ଆଉ ଏହି ଫୋଟୋକୁ ଦେଖିବା ପରେ ଆଖି ଜଳକା ହେଇଯାଉଛି | ଆଉ ଲଗାତାର ଭାବେ 10 ସେକେଣ୍ଡଋ ବେଶି ଏହି ଫୋଟୋକୁ ଦେଖିବା ପରେ ଆପଣଙ୍କ ଆଖି ସମ୍ପୂର୍ଣ ଭାବେ ବନ୍ଦ ହୋଇଯିବ |

ଏହି ଫୋଟୋକୁ ଦେଖବା ସହିତ ଅନେକ ଉପୋଭୋକ୍ତା ମାନେ ଏଥିରେ କମେଣ୍ଟସ ମଧ୍ୟ କରିଛନ୍ତି | ଅନେକ ଉପୋଭୋକ୍ତାମାନେ ସଠିକ ଉତ୍ତର ମଧ୍ୟ ଖୋଜି ପାରିଛନ୍ତି | ଆପଣଙ୍କୁ କଣ ଲାଗୁଛି, କଣ ଆପଣ ମଧ୍ୟ ଏହି ପ୍ରଶ୍ନର ଠିକ ଉତ୍ତର ଦେଇ-ପାରିବେ?

Leave a Reply

Your email address will not be published. Required fields are marked *