ପ୍ରକୃତରେ କିଏ ଏହି “କବିତା ଭାବି”,ଯାହାଙ୍କର ହର୍ଟ ଫୋଟୋଗୁଡିକ ସୋସିଆଲ ମିଡ଼ିଆରେ ହଲଚଲ ସୃଷ୍ଟି କରୁଛି ।

ଇଣ୍ଟରନେଟ୍ ରେ ଆଜି କାଲି ଲୋକ ଯେଉଁ ଏଡ଼ଲ୍ଟ ୱେବସିରିଜ ଷ୍ଟାର ଙ୍କୁ ସବୁଠୁ ଅଧିକ ସର୍ଚ କରୁଛନ୍ତି ସେ ହେଉଛନ୍ତି କବିତା ଭାବି । ନିଜ ହଟ୍ ନେସ ପାଇଁ ଆଜିକାଲି ସେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛନ୍ତି । ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ମଧ୍ୟ ବୋଲ୍ଡ ଫୋଟୋ ଗୁଡ଼ିକରେ ଭରି ହେଇଅଛି ।

ଲୋକ ତାଙ୍କ ବିଷୟରେ ଜାଣିବାକୁ ଚାହୁଁଛନ୍ତି କି ପ୍ରକୃତରେ ସେ କିଏ ଆଉ ତାଙ୍କ ଫିଲ୍ମ କ୍ୟାରିଅର କେତେ ବଡ଼ । ଏଥିସହ ଲୋକ ତାଙ୍କ ବୟସ ଠାରୁ ନେଇ ତାଙ୍କ ବିବାହ ପର୍ଯ୍ୟନ୍ତ ସବୁ ବିଷୟରେ ମଧ୍ୟ ଜାଣିବାକୁ ଚାହୁଁଛନ୍ତି । ଚାଲନ୍ତୁ ଆମେ ଆପଣଙ୍କୁ କବିତା ଭାବିଙ୍କ ବିଷୟରେ କିଛି ସୂଚନା ଦେଉଛୁ ।

୨୦୧୨ରେ ଆରମ୍ଭ କରିଥିଲେ ଫିଲ୍ମ କ୍ୟାରିଅର

କବିତା ଭାବି ନାମରେ ପ୍ରସିଦ୍ଧ ଅଭିନେତ୍ରୀଙ୍କ ପ୍ରକୃତ ନାମ ହେଉଛି କବିତା ରାଧେଶ୍ୟାମ । ନିଜ ବୋଲ୍ଡ ଚାହାଣୀରେ ସମସ୍ତଙ୍କୁ ଦିୱାନା ବନାଉଥିବା ଅଭିନେତ୍ରୀ ବାସ୍ତବ ଜୀବନରେ ବହୁତ ସରଳ ଅଟନ୍ତି । କିନ୍ତୁ ନିଶ୍ଚିତ ଭାବରେ ସେ ତାଙ୍କର ସେକ୍ସି ଫୋଟୋଗୁଡିକୁ ସୋସିଆଲ ମିଡ଼ିଆରେ ସେୟାର କରିଥାନ୍ତି ।

ସେ ୨୦୧୨ରେ ଫିଲ୍ମ ‘ପାଞ୍ଚ ଘଣ୍ଟେ ପାଞ୍ଚ କରୋଡ଼’ ସହିତ ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହା ବ୍ୟତୀତ ସେ ମରାଠୀ ଏବଂ ସାଉଥ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ସେ କନ୍ନଡ ଚଳଚ୍ଚିତ୍ରର ଜଣେ ଜଣାଶୁଣା ଚେହେରା ଏବଂ ଲୋକମାନେ ତାଙ୍କ ଅଭିନୟକୁ ପ୍ରଶଂସା ମଧ୍ୟ କରନ୍ତି

ୱେବସିରିଜ ପାଇଁ ପ୍ରସିଦ୍ଧ ହେଲେ କବିତା ଭାବି

କବିତା ରାଧେଶ୍ୟାମଙ୍କୁ ନୂଆ ପରିଚୟ ଉଲ୍ଲୁ ଟିଭିର ୱେବସିରିଜ କବିତା ଭାବି ରୁ ମିଳିଥିଲା ।ଏହି ୱେବସିରିଜ ରେ ସେ ଏମିତି ଏକ ମହିଳାଙ୍କ ଚରିତ୍ର ଅଭିନୟ କରିଥିଲେ ଯାହା ବିବାହିତ ମହିଳାଙ୍କର ଥିଲା କିନ୍ତୁ ସେ ଅନ୍ୟ ପୁରୁଷଙ୍କ ସହିତ ମଧ୍ୟ ସମ୍ବନ୍ଧ ରଖୁଥିଲେ । ଏହି ସିରିଜକୁ ଲୋକମାନେ ବହୁତ ପସନ୍ଦ କଲେ ଆଉ ସେ ବହୁତ ପ୍ରସିଦ୍ଧ ମଧ୍ୟ ହୋଇଗଲେ ।

ଏହାର ପ୍ରମାଣ ହେଉଛି ତାଙ୍କ ଇନଷ୍ଟାଗ୍ରାମ ଏବଂ ଟ୍ୱିଟର ର ଫୋଲୋଅର ଯାହା ଲକ୍ଷ ଲକ୍ଷରେ ଅଛନ୍ତି ଆଉ ତାଙ୍କ ଚାହାଣୀକୁ ଦେଖିବାକୁ ଚାହିଁକି ରହୁଛନ୍ତି । ଏହି ୱେବସିରିଜ ର ତିନୋଟି ଭାଗ ଅଛି ଆଉ ତିନୋଟି ଭାଗରେ କବିତା ମଧ୍ୟ ଅଭିନୟ କରିଛନ୍ତି । ସେ ଯେତିକି ବୋଲ୍ଡ ଅଟନ୍ତି,ସେତିକି ଅଭିନୟରେ ମଧ୍ୟ ମାହିର ଅଟନ୍ତି । ଏହି କାରଣରୁ ଦର୍ଶକ ତାଙ୍କୁ ଦେଖିବାକୁ ପସନ୍ଦ କରୁଛନ୍ତି ।

୩୬ବର୍ଷ ବୟସର କବିତା ଭାବି,ବିବାହ କରିନାହାନ୍ତି

କବିତା ଭାବିଙ୍କ ବୟସ ବିଷୟରେ ଲୋକ ଜାଣିବାକୁ ଚାହୁଁଛନ୍ତି ।ଆମେ କହିରଖୁଛୁ କି ତାଙ୍କ ଜନ୍ମ ୩୧ଡିସେମ୍ବର ୧୯୮୫ରେ ହୋଇଥିଲା ।ଏହି ହିସାବରେ ତାଙ୍କୁ ଏବେ ୩୬ବର୍ଷ ବୟସ । ସେ ବିବାହିତ କି ନୁହେଁ ତାର ସୂଚନା ମଧ୍ୟ ଆମେ ଦେଉଛୁ । ସେ ଏବେଯାଏଁ ବିବାହ କରିନାହାନ୍ତି

ଏମିତିରେ କବିତା ଭାବି କେଉଁ ଯୁବକକୁ ବିବାହ କରିବେ,ତାର ଉତ୍ତର ସେ ନିଶ୍ଚିତ ଦେଇ ଦେଇଥିଲେ । କବିତା ଭାବି ଚାହାନ୍ତି ତାଙ୍କ ବୟସରୁ କମ ବୟସ ଯୁବକ ସହ ବିବାହ କରିବାକୁ । ଏହାର ଖୁଲାସା ସେ ନିଜେ ହିଁ କରିଥିଲେ । ଏବେ ସେ ଛୋଟ ଯୁବକକୁ କାହିଁକି ବିବାହ କରିବାକୁ ଚାହୁଁଛନ୍ତି ,ତାର କାରଣ ତ ସେ ହିଁ କହିପାରିବେ ।

ବୋଲ୍ଡ ଷ୍ଟେଟମେଣ୍ଟ ଏବଂ ଫଟୋ ପାଇଁ ପ୍ରସିଦ୍ଧ ।

କବିତା ରାଧେଶ୍ୟାମ ତାଙ୍କର ବୋଲ୍ଡ ଷ୍ଟେଟମେଣ୍ଟ ଏବଂ ବୋଲ୍ଡ ଫଟୋ ଦୁହିଁଙ୍କ ପାଇଁ ପ୍ରସିଦ୍ଧ । ସେ କିଛି ସମୟ ପୂର୍ବରୁ ଏପରି ବୟାନ ଦେଇଥିଲେ,ଯାହା ହଇଚଇ ସୃଷ୍ଟି କରିଥିଲା ​​। ସେ ପ୍ରଥମେ ନିଜକୁ କୁଆଁରୀ ବୋଲି କହିଥିଲେ,ତା’ପରେ ପାର୍ଟିରେ ନିଜକୁ କୁମାରୀ ନ କହି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଲେ ।

ଏଥି ସହିତ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମଧ୍ୟ ସେକ୍ସି ଏବଂ ବୋଲ୍ଡ ଫଟୋରେ ପରିପୂର୍ଣ୍ଣ । ପ୍ରାୟତ ସେ ନିଜ ପ୍ରଶଂସକଙ୍କ ପାଇଁ ପୋଷ୍ଟ କରିଥାନ୍ତି । କେତେବେଳେ ସେ ନିଜ ଘରର ବାଲକୋନୀରେ ବିନା ବ୍ଲାଉଜ୍ ଛିଡା ହେଇକି ତ ଆଉ କେତେବେଳେ ଲୋ କଟ୍ ଟପ୍ ପିନ୍ଧି ପୋଜ୍ ଦେବାରେ ଲାଗିଯାନ୍ତି ।

Leave a Reply

Your email address will not be published. Required fields are marked *