ଦୁନିଆରେ ଏମିତି ଅନେକ ଭିଡିଓ ଅଛି, ଯାହାକୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କିଛି ଏମିତି ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଅଛି। ଆପଣ ପ୍ରାୟତଃ ସଡ଼କ ଉପରେ ଦେଖିଥିବେ କୌଣସି ବାଇକ ଖରାପ ହେବା ପରେ ବ୍ୟକ୍ତି ଦ୍ଵିତୀୟ ବାଇକରେ ପଛରେ ବସି ଖରାପ ବାଇକକୁ ହ୍ୟାଣ୍ଡେଲ କରି ମେକାନିକ ପାଖକୁ ନିଅନ୍ତି।
କିନ୍ତୁ କଣ ଆପଣ କେବେ କୌଣସି ଯୁବକଙ୍କୁ ଏକ ସାଥିରେ ଦୁଇଟି ବାଇକ ଚଳାଉଥିବାର ଦେଖିଛନ୍ତି କି? ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଅଛି। ଏହି ଭିଡ଼ିଓରେ ଏକ ଯୁବକଙ୍କୁ ଆଶ୍ଚର୍ଯ୍ୟକର ଉପାୟରେ ବାଇକ ଚଲାଇବା ଦେଖିପାରିବେ। ଆପଣ ମଧ୍ୟ ଏହି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ।
ଭିଡ ଥିବା ରାସ୍ତାରେ ଦୁଇଟି ବାଇକ ଚଳାଉଛନ୍ତି ବ୍ୟକ୍ତି:-
ଭିଡ଼ିଓରେ ଏକ ଯୁବକ ବହୁତ ଭିଡ଼ ରାସ୍ତାରେ ଏକ ସମୟରେ ଦୁଇଟି ବାଇକ ଚଳାଉଥିବାର ନଜର ଆସିବେ। ଯୁବକଙ୍କର ଏହି କାରନାମା ଦେଖି ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି। ନୋଟିଜେନ୍ସ କହୁଛନ୍ତିକି ସେମାନେ କେବେ ଏମିତି ହେବି ଡ୍ରାଇଭର ଦେଖି ନାହାନ୍ତି। ଆପଣ ଅନେକ ଷ୍ଟଣ୍ଟ ଭିଡିଓ ଦେଖିଥିବେ କିନ୍ତୁ ଏହି ଭିଡ଼ିଓକୁ ଦେଖିବା ପରେ ଆପଣ କହିବେ ଏମିତି ଡ୍ରାଇଭର କେଉଁଠି ଦେଖିନାହିଁ।
View this post on Instagram
ଦୁଇ ହାତରେ ଦୁଇଟି ବାଇକ ଚଳାଉଥିବା ‘ହେବି ଡ୍ରାଇଭର’:’
ଭିଡ଼ିଓରେ ଦେଖିପାରିବେକି ବ୍ୟକ୍ତି ଏକ ହାତରେ ବାଇକ ଚଳାଉଛନ୍ତି। ଦ୍ବିତୀୟ ବାଇକ ଅନ୍ୟ ହାତରେ ଚଳାଉଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛିକି ସେ ଫାଙ୍କା ରାସ୍ତାରେ ଏମିତି ଚଳାଉନାହାନ୍ତି ବରଂ ଭିଡ ଥିବା ସଡକରେ ଦୁଇଟି ବାଇକ ଏକ ସାଥିରେ ଚଳାଉଛନ୍ତି।
ଭିଡିଓ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ଇଣ୍ଟରନେଟ ୟୁଜର୍ସ:-
ବ୍ୟସ୍ତ ସଡ଼କ ଉପରେ ଗୋଟିଏ ସମୟରେ ଦୁଇଟି ବାଇକ ଚଳାଉଥିବାର ଦୃଶ୍ୟ ଆଶ୍ଚର୍ଯ୍ୟକର ଅଟେ। କିନ୍ତୁ ସେ ବହୁତ ସହଜରେ ଡ୍ରାଇଭ କରୁଛନ୍ତି। ଅନେକ ଲୋକ ଭ୍ରମିତ ଅଛନ୍ତି ଓ ପ୍ରଶ୍ନ କରୁଛନ୍ତିକି ଏହା କିପରି ସମ୍ଭବ ହୋଇପାରିବ। ଯେତେବେଳେ ଆପଣ ଏହି ଭିଡିଓକୁ ଦେଖିବେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓକୁ ଇନଷ୍ଟାଗ୍ରାମରେ memecentral.teb ନାମକ ଏକ ଏକାଉଣ୍ଟ ଦ୍ବାରା ସେୟାର କରାଯାଇଛି।