ଦାଣ୍ଡରେ ଗୋଡାଇ ଗୋଡାଇ ନିଜ ବୋହୂ ସହ ଶଶୁର ଓ ଦେଢସୁର କଲେ ଏମିତି କାମ,ଦେଖନ୍ତୁ ଭିଡ଼ିଓ

ଏହି ସମାଜରେ ପ୍ରେମ ସଂପର୍କ ର ମୂଲ୍ୟ ଅତ୍ୟନ୍ତ ସାଙ୍ଘାତିକ ଅବସ୍ଥାରେ ପହଞ୍ଚିଲାଣି । ଏହି ପ୍ରେମ ଘଟଣାକୁ ନେଇ ବିବିଧ ଘଟଣା ସବୁ ଦେଖିବାକୁ ମିଳୁଛି । ଯାହାକି ବର୍ତ୍ତମାନ ସମାଜ ପାଇଁ ଅତ୍ୟନ୍ତ ନିନ୍ଦନୀୟ ତଥା ହାସ୍ୟାସ୍ପଦ ଜନକ ଘଟଣା ଅଟେ । ଆଜିକାଲି ଅଧିକାଂଶ ଯୁବକ ଯୁବତୀ ପ୍ରେମ ସମ୍ପର୍କରେ ବାନ୍ଧି ହେଉଛନ୍ତି । ଯାହାକି ପରବର୍ତ୍ତୀ ସମୟରେ ମାରାତ୍ମକ ରୂପ ଧାରଣ କରୁଛି ।

କୌଣସି ସମ୍ପର୍କ ରେ ବିଶ୍ୱାସ ରହିବା ଅତ୍ୟନ୍ତ ଆବଶ୍ୟକ । ବିବାହ ହେଉ କିମ୍ବା ପ୍ରେମ ବିଶ୍ୱାସ ହେଉଛି ସମ୍ପର୍କ ର ମୂଳ ଲକ୍ଷ୍ୟ । ମାତ୍ର ଆଜି ର ଦୁନିଆ ଏପରି କିଛି ଘଟଣା ଘଟୁଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବିଶ୍ୱାସ ଭାଙ୍ଗିଲେ ସମ୍ପର୍କ ଭାଙ୍ଗି ଥାଏ । ତେବେ ଆଜି କାଲି ର ଦୁନିଆ ରେ ପ୍ରେମ ର ମାନେ କିଛି ଅଲଗା । ଜଣଙ୍କୁ ଭଲ ପାଇ ତାଙ୍କୁ ଛାଡି ଆଉ ଜଣଙ୍କୁ ଭଲ ପାଉଛନ୍ତି । ଧୋକା ଖାଇ ଆତ୍ମହତ୍ୟା ମଧ୍ୟ କରୁଛନ୍ତି ।

ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ମହିଳା ଜଣଙ୍କ ଜଣେ ଯୁବକ ଙ୍କୁ ଭଲ ପାଉଥିଲେ । ଯୁବକ ମଧ୍ୟ ମହିଳା ଙ୍କୁ ଭଲ ପାଉଥିଲେ । ତେଣୁ ମହିଳା ଯୁବକ ଙ୍କୁ ବିବାହ କରିବାକୁ ନିଷ୍ପତି ନେଇଥିଲେ । ମାତ୍ର ଯୁବକ ଜଣଙ୍କ ବିବାହ କରିବାକୁ ମନା କରି ଦେଇଥିଲେ । ଯୁବକ ଜଣଙ୍କ କହିଥିଲେ ଯେ ମହିଳା ପୂର୍ବରୁ ବିବାହିତା ଅଛନ୍ତି ।

ସେଥି ପାଇଁ ମହିଳା ଯୁବକ ଙ୍କ ଘରକୁ ଯାଇ ବିବାହ କରିବାକୁ ବାଧ୍ୟ କରିଥିଲେ । ଯୁବକ ଭଲ ପାଇବା ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ସେଥି ପାଇଁ ମହିଳା ତାଙ୍କୁ ବିବାହ କରିବା ପାଇଁ କହିଥିଲେ । ଯେତେବେଳେ ମହିଳା ଯୁବକ ଙ୍କ ଘରକୁ ଯାଇ ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ଯୁବକଙ୍କ ବାପା ଭାଇ ସମସ୍ତେ ମିଶି ତାଙ୍କୁ ମାଡ଼ ମାରିଥିଲେ । କେବଳ ସେତିକି ନୁହଁ ମହିଳା ଙ୍କ ଫୋନ୍ କୁ ଭାଙ୍ଗି ଦେଇଥିଲେ । ମହିଳା କ୍ଷତ ବିକ୍ଷତ ହୋଇ ଘରକୁ ଫେରି ଥିଲେ ।

Leave a Reply

Your email address will not be published. Required fields are marked *