ଏକାବେଳେ ତିନି ତିନିଟାଟା ସ୍ତ୍ରୀଙ୍କୁ ଧୋକା ଦେଉଥିଲା ଏହି ବ୍ୟକ୍ତି, ମାତ୍ର ଏହି ଗୋଟିଏ ଭୁଲ କରିଦେଲା ସବୁ ଖେଳର ଖୋଲାସା ! ଜାଣନ୍ତୁ ପୁରା ଘଟଣା

ଆମ ଚାରିପାଖରେରେ ପ୍ରତେକ ଦିନ ଏମିତି କିଛି ନା କିଛି ଘଟଣା ଘଟୁଛି । ଯାହା ଆମକୁ ଆଶ୍ଚାଜ୍ୟ କରିଥାଏ ଦୁନିଆରେ ଏମିତି ଅନେକ ଘଟଣା ଅଛି ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେଇଯିବେ। ଯାହା ଆପଣ ବେଳେ ବେଳେ ବିଶ୍ୱାସ ବି କରିପାରିବେ ନାହିଁ ।ତେବେ ଆସନ୍ତୁ ଜାଣିବା ସେମିତି କିଛି ଆଶ୍ଚର୍ୟ୍ଯକର ଘଟଣା ।

ଝାରଖଣ୍ଡ ରାଜ୍ୟର ଜଣେ ଯୁବକ ୩ ଟି ବିବାହ କରିସାରିଥିଲେ ଓ ୩ ଜଣ ସ୍ତ୍ରୀକୁ ବହୁତ ଭଲ ଭାବରେ ରେ ମ୍ୟାନେଜ ବି କରୁଥିଲା । ସେ ଦିନ କାହା ସହିତ ରହୁଥିଲେ ତ ରାତିରେ କାହା ସହି ସମୟ ବିତାଉ ଥିଲେ । ସେ ଗୋଟିଏ ସ୍ତ୍ରୀକୁ ତାର ଗାଁରେ ରଖିଥିବା ବେଳେ ଆଉ କାହା କୁଁବହା ରେବାନି ରଖୁ ଥିଲେ କିନ୍ତୁ ତାଙ୍କର ଏହି ଚାଲାକି ଅଧିକ ଦିନ ପର୍ଯ୍ୟନ୍ତ ଲୁଚି ରହି ପାରି ନ ଥିଲା ତାଙ୍କର ଗୋଟିଏ ଭୁଲ ତାଙ୍କୁ ଭାରି ପଢ଼ି ଥିଲା

ଗିରିଡୀହ ର ଘୋଡଥଂବା ଓପୀର ମରପୋକାର ନିବାସୀ ସିକନ୍ଦର ବିଶ୍ୱକର୍ମା ନାମ କ ଜଣେ ବ୍ୟକ୍ତି ଝିଅମାନଙ୍କୁ ଫସାଇ ବାହା ହେଉ ଥିବା କଥା ସାମ୍ନା କୁଁ ଆସିଥିଲା । ସେ ପ୍ରଥମେ ଝିଅ କୁ ନିଜ ଜଳ ରେ ଫସାଉଥିଲେ ଏହା ପରେ ବିବାହିତ କରୁଥିଲେ ଓ ତାକ ର ପ୍ରଥମ ପତ୍ନୀ ବାସନ୍ତୀ ମାରକୋପା ଗାଁରେ ରହୁଥିଲା । ପ୍ରଥମ ପତ୍ନୀ ଠାରୁ ସିକନ୍ଦର କୁ ତିନୋଟି ସନ୍ତାନ ମଧ୍ୟ ଥିଲା ।

ସିକନ୍ଦର ଦିଲ୍ଲୀ ରେ ଏକ କମ୍ପାନୀରେ ୧୫ ବର୍ଷ ଧରି ଚାକିରି କରୁଥିଲେ ଏଠି ସେ କାମ କରୁଥିବା ରଜନୀ ନାମକ ଗୋଟିଏ ଝିଅ କୁ ନିଜ ପ୍ରେମ ଜାଲରେ ଫସାଇ ଦେଇ ଥିଲେ ଓ ୨୦୧୪ ମସିହା ରେ ସେହି ଝିଅ ସହିତ ବିବାହ କରି ଦେଇଥିଲେ । ସିକନ୍ଦର ପୁଣି ଥରେ ଜାଣି ଶୁଣି ଅଞ୍ଜଲି ନାମକ ଗୋଟିଏ ଝିଅକୁ ଫସାଇ ୨୦୨୦ ରେ ବିବାହ କରି ଥିଲା । ସିକନ୍ଦର ତିନି ଜଣ ସ୍ତ୍ରୀକୁ ବହୁତ ଚାଲାକି ରେ ମ୍ୟାନେଜ କରୁଥିଲା ।

Leave a Reply

Your email address will not be published. Required fields are marked *