ଖେଳରେ ଖେଳରେ ଘଟିଗଲା ଲଜ୍ଜା ଜନକ ଘଟଣା,ଦେଖନ୍ତୁ ଭିଡ଼ିଓ

ଟେକ୍ନୋଲୋଜି ର ଏହି ଯୁଗରେ ଦୁନିଆରେ କେଉଁଠି କେଉଁ ଜାଗାରେ କଣ ଘଟୁଛି ତାହା ଦେଖିବା ଓ ଜାଣିବା ଆମ ସମସ୍ତଙ୍କ ପାଇଁ ବହୁତ ସହଜ ପାଲଟି ଯାଇଛି । ଏବଂ ଏହା ପଛରେ ଏକ ମାତ୍ର କାରଣ ହେଉଛି ସିସିଟିଭି ଏବଂ ସୋସିଆଲ ମିଡ଼ିଆ । କିନ୍ତୁ ବେଳେ ବେଳେ ଏହି କ୍ୟାମେରା ଗୁଡ଼ିକରେ କିଛି ଏଭଳି ଘଟଣା ରେକର୍ଡ ହୋଇ ଯାଇଥାଏ ଯାହାକୁ ଦେଖି ପ୍ରତ୍ୟେକ ଲୋକର ହୋସ ଉଡିଯାଏ । ତେବେ ଚାଲନ୍ତୁ ଏବେ ଆମେ ଆପଣ ମାନଙ୍କୁ ସେମିତି କିଛି ଘଟଣା ସମ୍ପର୍କରେ ଜଣାଇବୁ ।

୧. ବକ୍ସିଂ ଫାଇଟ ଆରମ୍ଭ ହେବା ଆଗରୁ ଗୋଟିଏ ଫାଇଟର ନିଜ ପ୍ରତିଦ୍ବନ୍ଦୀ କୁ ରଗାଇବା ପାଇଁ ତାକୁ କିସ୍ କରିଦେଲା।

୨. ରେସ ଶେଷ ହେବା ପରେ ଷ୍ଟେଜ ରେ ଛିଡା ହେଇଥିବା ଚିଅର୍ ଗାର୍ଲ୍ ଙ୍କ ସହ ଏହି ୱିନର ମାନେ ବହୁତ୍ ଲଜ୍ୟା ଜନକ କାମ କଲେ ଏବଂ ସେମାନଙ୍କ ଉପରକୁ ମଦ ସ୍ପ୍ରେ କରିବାକୁ ଲାଗିଲେ।

୩. ଗୋଟିଏ ଫେମସ ଫୁଟବଲ୍ କ୍ଳବ୍ ର ମ୍ୟାନେଜର ମ୍ୟାଚ ଦେଖୁଥିବା ସମୟରେ ଗରମ ଥିବା କଫି କପ୍ ଉପରେ ବସିଗଲେ,ଯାହା ଫଳରେ ତାଙ୍କ ପଛ ପଟ ଜଳିଗଲା କିନ୍ତୁ ମଜାଦାର କଥା ହଉଚି ଏହି କପ୍ କୁ କିଛି ସମୟ ଆଗରୁ ସେ ନିଜେ ଆଣି ସେଠାରେ ରଖିଥିଲେ।

୪.ଅଷ୍ଟ୍ରେଲିଆ ରେ ଖେଳା ଯାଉଥିବା ଏକ କ୍ରିକେଟ୍ ମ୍ୟାଚ୍ ରେ ଅମ୍ପେୟର ଏଲ୍ ବି ଡବ୍ଲୁ ଦବା ବଦଳରେ ଅଚାନକ ନିଜ ଡିସିସନ୍ ବଦଳାଇ ଦେଲେ, ଏବଂ ଆଉଟ୍ ଦବା ବଦଳରେ ନିଜ ନାକରେ ଆଙ୍ଗୁଠି ଘଷିବାକୁ ଲାଗିଲେ।

୫.ଏଠାରେ ରସିଆ ଟେନିସ ଖେଳାଳି ମାରିଆ ସାରପୋଭା ଙ୍କୁ କ୍ୟାମେରା ମ୍ୟାନ ଏକ ଅଲଗା ଆଙ୍ଗେଲ ରୁ ରେକର୍ଡ କରୁଥିବା ର ଦେଖାଗଲା କିନ୍ତୁ ଏ କାମ ବହୁତ୍ ଲଜ୍ୟା ଜନକ ଥିଲା।

୬. ଏକ ମଜାଦାର ଫୁଟବଲ୍ ମ୍ୟାଚ୍ ସମୟରେ କିଛି ଝିଅ ମ୍ୟାଚ ଛାଡ଼ି ନିଜ ସେଲ୍ଫି ନେବାରେ ବ୍ୟସ୍ତ ଥିଲେ, ସେମାନେ ଏତେ ସେଲଫି ନେଲେ ଯେ କ୍ୟାମେରା ଓ ଆଙ୍କର ଙ୍କ ନଜର ସେମାନଙ୍କ ଉପରେ ପଡିଥିଲା।

Leave a Reply

Your email address will not be published. Required fields are marked *