ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନାରେ ଏବେ ଦୋକାନୀଙ୍କୁ ମିଳିବ ଏତିକି ଟଙ୍କା ପେନସନ, ଶୀଘ୍ର କରନ୍ତୁ ଆବେଦନ

ରାଜନୀତି ରେ ଜନତା ସେବା କରିବା ହେଉଛି ବଡ଼ ଧର୍ମ। ଦୁଃଖୀ ଗରିବ ଙ୍କ ସାହାଯ୍ୟ କରି ଜନତା ଙ୍କ ମନ ଜିଣିବା ସହିତ ଦେଶ ଏ ଉନ୍ନତି କରିବା ଏହାର ମୂଳ ଲକ୍ଷ । ତେବେ ଏହାର ସୁ ଉଦାହରଣ ରେ ଆମେ ଆମ ପ୍ରଧାନମନ୍ତ୍ରୀ ଙ୍କୁ ରଖି ପାରିବା ଯିଏ କି ଜନତା ଙ୍କ ଦୁଃଖ ସୁଖ ସବୁ ବୁଝି ଥାଆନ୍ତି ଓ ଦେଶ କୁ ବହୁତ୍ ଉପରକୁ ଉଠି ସାରିଲାଣି। ସବୁବେଳେ ନିଜ ସୁକର୍ମ ଦ୍ଵାରା ଚର୍ଚ୍ଚା ରେ ଥାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଜନତା ସହ ଅତି ନିଜର ଭାବେ ମିଶି ଦୁଃଖ ସୁଖ ସବୁ ବୁଝି ଥାଆନ୍ତି। ତେବେ ସାଂସଦ ଭାବେ ନିର୍ବାଚିତ ହେବା ପରେ ଜନତା ଙ୍କ ସହ ନିଜର ଭାବେ ଖୁବ୍ ଖେଳି ମେଳି ଯାଆନ୍ତି। ଲୋକ ମାନଙ୍କ ସହିତ ଖୁବ୍ ଭଲ ସମ୍ପର୍କ ଯୋଗୁଁ ଲୋକ ମାନେ ମଧ୍ୟ ଖୁବ୍ ପସନ୍ଦ କରିଥାନ୍ତି ତାଙ୍କୁ । ବର୍ତ୍ତମାନ ସେ କିଛି ସମାଜସେବୀ କାର୍ଯ୍ୟ ପାଇଁ ଚର୍ଚ୍ଚା ରେ ଆସିଛନ୍ତି ।

ପୂର୍ବରୁ ପ୍ରଧାନମନ୍ତ୍ରୀ ଅନେକ ଯୋଜନା କରିଛନ୍ତି । ସରକାରୀ ଠାରୁ ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସବୁ ପ୍ରକାର ଯୋଜନା କରିଛନ୍ତି । ମାତ୍ର ବର୍ତ୍ତମାନ ଦୋକାନୀ ମାନଙ୍କ ପାଇଁ ଏକ ନୂଆ ଯୋଜନା କରିଛନ୍ତି । ରାସ୍ତା ବିକାଳୀ ଓ ଦୋକାନୀ ମାନଙ୍କ ପାଇଁ ଚିନ୍ତା କରି ନେସନାଲ ପେନସନ ସ୍କିମ୍ ବାହାର କରିଛନ୍ତି । ଏଥିରେ ଆକାଉଣ୍ଟ୍ କିପରି କରିବେ ଆସନ୍ତୁ ଜାଣିବା । ଏଥିରେ ରେଜିଷ୍ଟ୍ରେସନ୍ କରିବା ପାଇଁ ବାର୍ଷିକ ଟର୍ଣ୍ଣଓଭର ଦେଢ଼ କୋଟି ଟଙ୍କାରୁ କମ ହେବା ଆବଶ୍ୟକ । ଏଥି ପାଇଁ ବୟସ ସୀମା ୬୦ ରୁ ଉର୍ଦ୍ଧ୍ବ ବୟସ ହେବା ଦରକାର ।

ଆବେଦନକାରୀ ଏନପିଏସ୍‌, ଇଏସ୍‌ଆଇସି କିମ୍ବା ଇପିଏଫଓ ର ମେମ୍ବର ହୋଇ ନ ଥିବେ । ଇନକମ୍ ଟେକ୍ସ ଦେଉ ନ ଥିବା ଆବଶ୍ୟକ। ଏହି ଯୋଜନା ଅନୁଯାୟୀ ୩ ହଜାର ଟଙ୍କା ମାସିକ ପେନସନ ମିଳିବ । Labor.gov.in ଓ maandhan.in କୁ ଯାଇ ରେଜିଷ୍ଟ୍ରେସନ୍ କରି ପାରିବେ । ଆବେଦନକାରୀ ଙ୍କୁ ୧୮-୪୦ ବର୍ଷ ହୋଇ ଥିବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *