ଆମ ଚାରିପାଖରେରେ ପ୍ରତେକ ଦିନ ଏମିତି କିଛି ନ କିଛି ଘଟଣା ଘଟୁଛି । ଯାହା ଆମକୁ ଆଶ୍ଚାଜ୍ୟ କରିବା ସହିତ ଆମକୁ ହସିବାକୁ ବାଧ୍ୟ କରିଥାଏ। ଦୁନିଆରେ ଏମିତି ଅନେକ ଘଟଣା ଅଛି ଯାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେଇଯିବେ। ଯାହା ଆପଣ ବେଳେ ବେଳେ ବିଶ୍ୱାସ ବି କରିପାରିବେ ନାହିଁ ।ତେବେ ଆସନ୍ତୁ ଜାଣିବା ସେମିତି କିଛି ଆସଚଜ୍ୟା କର ଘଟଣା ।
ଏକ ଘଟଣା ରେ ଗୋଟେ ଠେକୁଆ ବୁଲୁଥିବା ସମୟ ରେ ଦୁଇଟି ବଡ଼ ବଡ କୁକୁଡ଼ା ଆସି ସେହି ଠେକୁଆ କୁ ଆକ୍ରମଣ କରିଥିଲେ ସେହି ସମୟ ରେ ଠେକୁଆ ଆଉ କୁକୁଡ଼ା ମଧ୍ୟ ରେ ଅନେକ ଝଗଡା ହେଇଥିଲା । ଏହା ପରେ ଠେକୁଆ ଟି ସେଠୁ ଦୌଢ଼ି ପାଲେଇ ଯାଇଥିଲ ଓ ତାର ଜୀବନ ବଞ୍ଚାଇଥିଲ।
ସେହିପରି ଅନ୍ୟ ଏକ ଘଟଣା ରେ ଅନେକ ପାରା ଏକା ସାଥିରେ ଏକାଠି ଖାଉଥିବା ସମୟ ରେ ଗୋଟେ ଘର ଚଟିଆ ସେଠାରେ ପହଞ୍ଚି ଯାଇ ସେହି ପାରା ମାନଙ୍କ ଖାଇବା ଚୋରି କରୁଥିଲା ଯାହା ତାକୁ ଅନେକ ଭାରି ପଢିଲା ଆଉ ଟିକେ ସମୟ ଯାଇଥିଲେ ସେ ଯମରାଜଙ୍କ ପାଖକୁ ଚାଲି ଯାଇଥାଆନ୍ତା।
ସେହିପରି ଚବଲ୍ ନଦୀ କୂଳରେ ଏକ କୁକୁର ବୁଲୁଥିବା ସମୟରେ କୁମ୍ଭୀରଟି ତା ଉପରକୁ ଆକ୍ରମଣ କରିଥିଲା । ହେଲେ ଭାଗ୍ୟ ଭଲ ଥିବା ହେତୁ କୁକୁରଟି ଅଳ୍ପକେ କୁମ୍ଭିର ପାଟିରୁ ବର୍ଟି ଯାଇଥିଲା ଏବଂ ନିଜ ଜୀବନ ବଞ୍ଚାଇ ପାରିଥିଲା । ସୁନ୍ଦରବନ ର ଏକ ଜଙ୍ଗଲ ରେ ଏକ ଡଙ୍ଗା ରେ 7 ଜନ କର୍ମଚରି ଥିଲେ ଏହି ସମୟ ରେ ସେମାନେ ନଦୀର କୁଲରେ ଥିବା ବେଙ୍ଗଲ ଟାଇଗର କୁ ହଟାଇ ବାକୁ ଚାହୁଁ ଥିଲେ ଏକ ବଢ଼ି ସାହାଯ୍ୟ ରେ ହଟାଇ ବାକୁ ଚାହୁଁ ଥିଲେ କିନ୍ତୁ ହଠାତ୍ ବାଘ ଟି ପାଣି ଭିତରୁ ଉପର କୁ ଚିଲା ମାରି ଦେଇଥିଲା । ଯାହା ଫଳରେ ଡଙ୍ଗା ରେ ଥିବା କର୍ମ ଚାରି ମାନେ ଅନେକ ମାତ୍ରା ରେ ଭୟ ଭିତ ହାଇପଢ଼ି ଥିଲେ ଓ ଅଳ୍ପକେ ତାଙ୍କ ଜୀବନ ବଞ୍ଚି ପାରିଥିଲେ ।