ମାର୍କେଟକୁ ଆସିଲା ସବୁଠୁ ଶସ୍ତା ନୂଆ ଡିଜାଇନର ଦମଦାର ଇଲେଟ୍ରିକ କାର,ମାତ୍ର ୧୦୦୦୦ ଟଙ୍କା ଦେଇ କରିପାରିବେ ବୁକିଂ,ଜାଣନ୍ତୁ ଏହି କାର ବିଷୟରେ କିଛି ସୂଚନା

ଆଜି ର ମାର୍କେଟ ରେ ପେଟ୍ରୋଲ ଓ ଡିଜେଲ ର ଦର ଆକାଶ ଚୁଈ ଲାଣି । ବର୍ତ୍ତମାନ ଲୋକମାନେ ପେଟ୍ରୋଲ ଓ ଡିଜେଲ ରେ ଚାଲୁ ଥିବା ଗାଡି ଛାଡି ଇଲେଟ୍ରିକ ଗାଡ଼ି ବା କାର କିଣିବାକୁ ଅଧିକ ପସନ୍ଦ କରୁଛନ୍ତି । କୋକୋ କ ଚାହିଦା କୁ ଆଖି ରେ ରଖି କିଛି କମ୍ପାନୀ କମ ଦାମ ରେ ନୂଆ ନୂଆ ଡିଜାଇନ ର ଇଲେଟ୍ରିକ କାର ଓ ବାଇକ ଲଞ୍ଚ କରୁଛନ୍ତି ।

ମୁମ୍ବାଇ ର ଏକ ଷ୍ଟାର୍ଟଅପ କମ୍ପାନୀ ଦୁନିଆ ର ସବୁଠୁ ଠାରୁ ଶସ୍ତା ଇଲେଟ୍ରିକ କାର ଲଞ୍ଚ କରି ସମସ୍ତଙ୍କ ମଧ୍ୟରେ ଚର୍ଚାର ବିଷୟ ହୋଇ ପାଲଟିଛନ୍ତି ମାତ୍ର ୧୦ ହଜାର ଟଙ୍କା ଦେଇ ଏହି କାର କୁ ଗ୍ରାହକ ବୁକିଙ୍ଗ କରି ପାରିବେ ଏହି କାର ତିନୋଟି ରଙ୍ଗ ରେ ମିଳୁଥିବା ବେଳେ ଏହା ଦେଶର ସବୁ ସ୍ଥାନ ରେ ମିଳିପାରିବ ନାହିଁ ବୋଲି କୁହା ଯାଉଚି ।

କେବଳ ମୁମ୍ବାଇ ଓ ଦିଲ୍ଲୀ ରୁ ହିଁ ଏହି କାର କିଣି ପାରିବେ ବୋଲି ଜଣ ପଢୁଛି । କମ୍ପାନୀ ଅନୁସାରେ ମୁମ୍ବାଇ, ଥାନେ, ନବି ମୁମ୍ବାଇ, ନୂଆ ଦିଲ୍ଲୀ, ଗୁରଗାଓଁରେ ଏହି କାର ସୁବିଧା ରେ ମିଲି ପାରିବ ବୋଲି କୁହା ଯାଉଚି । ଏହି କାର କୁ ଏପରି କର ଯାଇଛି ଯେ ଏହା ର ଲୁକ ସମସ୍ତଙ୍କୁ ଅଧିକ ଆକର୍ଷିତ କରୁଛି । ଏହି କାର ରେ ତିନୋଟି ଚକ ଅଛି କିନ୍ତୁ ଏହା ତିନି ଚକିଆ ଅଟୋ ଭଳି ଦିଶିବ ନାହିଁ

ଏହି କାରକୁ ଦେଖିଲେ ଆପଣ ଖୁସି ହେଇଯିବେ । ଏହି କାରଣ ଭଳି ଅନ୍ୟ କାର ଦେଖାଯିବ । ଏହି କାରରେ ବସିବା ପାଈ ଦୁଇଟି ସିଟ ଓ ଦୁଇଟି ଡୋର ଅଛି । ସୂର୍ଯ୍ୟ କିରଣ ଠାରୁ ବି ଏହା ଆପଣଙ୍କୁ ରକ୍ଷା କରିବ । ଯଦି ଆପଣ ସବୁଦିନ ୫୦ କିମି ଯାତ୍ରା କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଭଲ କାର ହୋଇପାରିବ ବୋଲି ଜଣ ପଢ଼ିଛି ।

ବର୍ତ୍ତମାନ ଇଲେଟ୍ରିକ କାର ଗୁଡିକର ଚାହିଦା ଦିନକୁ ଦିନେ ବଜାରରେ ବଢିବାରେ ଲାଗିଛି । ଅନ୍ୟ କେତେକ କମ୍ପାନୀ ବି ଭାରତୀୟ ବଜାର ରେ ଇଲେଟ୍ରିକ କାର ବିକ୍ରି କରୁଛନ୍ତି । କିନ୍ତୁ ସେହି ସବୁ କାରର ମୂଲ୍ୟ ବହୁତ ଅଧିକ ହୋଇଥିବା ବେଳେ ଇଲେଟ୍ରିକ କାର ମୂଲ୍ୟ ବହୁତ କମ ଅଟେ ।

Leave a Reply

Your email address will not be published. Required fields are marked *