ଦେଖନ୍ତୁ ଦୁବାଇ ଜେଲରେ ମହିଳାଙ୍କ ସହିତ ପ୍ରତିଦିନ କଣ ହୁଏ ?

ଯଦି ଆପଣ ୟୁଏଇକୁ ଯାତ୍ରା କରୁଛନ୍ତି କିମ୍ବା କାର୍ଯ୍ୟ ପାଇଁ ସେଠାକୁ ଯିବାକୁ ଚିନ୍ତା କରୁଛନ୍ତି ତେବେ କିଛି ଜିନ୍ସ ମାନେ ରଖିବା ଆବଶ୍ୟକ । ଦୁବାଇ ମୁଖ୍ୟତ ଏକ ମୁସଲମାନ ଦେଶ ଅଟେ ଏବଂ ଏହା ସହିତ ଅନ୍ୟ ଦେଶ ତୁଳନାରେ ପରମ୍ପରା ଏବଂ ନିୟମ ଭିନ୍ନ ଅଟେ । ଏଠାରେ ଲୋକ କ ର ଛୋଟ ଛୋଟ ଭୁଲ୍ ପାଈ ଅନେକ ବଡ଼ ବଡ ଦଣ୍ଡ ସହିବାକୁ ପଡ଼େ । ଆଉ ପ୍ରତେକ ଭୁଲ୍ ପାଇଁ ଜେଲ ଦଣ୍ଡ ଭାଗିବାକୁ ପଡେ।

ଦୁବାଇ ଚାକଚମକ ଭିତରେ ଲୋକୋ ଅନେକ ନିୟମ କୁ ମାନି ଚଳନ୍ତି । ଅପରାଧୀ କୁ ଅପରାଧ କରି ଦଣ୍ଡ ପାଇବାର ଆପଣ ମାନେ ଚଳଚ୍ଚିତ୍ର ରେ ଦେଖିଥିବେ। ହେଲେ ଦୁବାଇ ଏକ ଏମିତି ସ୍ଥାନ ଯୋଉଥିକି ସତ୍ ରେ ଲୋକ କୁ ଏମିତି ଦଣ୍ଡ ମିଳିଥାଏ ଯାହା ସହିବା ଲୋକ କ ପ୍ରତି କଷ୍ଟ କର ହେଇଥାଏ । ତେବେ ଆଜି ଆମେ ସେଠାରେ ଥିବା ମହିଳା ଅପରାଧୀ କ ସହିତ କେମିତି ଦଣ୍ଡ ଦିଆଯାଏ ଆସନ୍ତୁ ଜାଣିବା।

ଯଦି ଦୁଇ ପ୍ରେମି ଯୁଗଳ କୁ ଦୁବାଇ ରେ ଏକ ସହିତ ଥିବାର ଦେଖିବାକୁ ମିଳେ ତାହାଲେ ତାହା ସେମାନଙ୍କ ପାଈ ଏକ ବଡ଼ ଅପରାଧ ବୋଲି ଜାଣିନେବା ଦରକାର ।ଆଉ ଏହି ଅପରାଧ ପାଈ ଅନେକ ଦଣ୍ଡ ଭୋଗିବା ସହିତ ଜେଲ ଯିବା କୁ ମଧ୍ୟ ପଢ଼ି ଥାଏ। ଏହା ଛିଡ଼ା ଯଦି କୌଣସି ଲୋକୋ ସୋସିଆଲ ମିଡ଼ିଆ ରେ ବି କୌଣସି ଖରାପ ଭାଷା ବା କୌଣସି ଖରାପ କଥା କହି ଥାଏ ।

ତାହାଲେ ସେହି ଲୋକୋ କୁ ଦୁବାଇ ରେ ଅଚାନକ ଟେକି ନେଇ ଜେଲ ରେ ପୁରାଇ ଦିଆ ଯାଏ। ସେଠାରେ ଭୁଲ୍ ରେ ମହିଳା ମାନ କୁ ମଧ୍ୟ ଅନେକ ଦଣ୍ଡ ମିଳିଥାଏ। ପ୍ରାୟେ 400 ରୁ ଅଧିକ ମହିଳା ଜେଲରେ ଆବଦ୍ଧ ଅଛନ୍ତି। ଭାରତ ରେ ଅପରାଧୀ ମାନଙ୍କୁ ଧଳା ଶାଢ଼ୀରେ ଦେଖିବାକୁ ପାଇଥିବେ ହେଲେ ଏଥରେ ମହିଳା ଅପରାଧୀ ମାନ କୁ ଗୋଲାପି ରଙ୍ଗର ସଲୱାର୍ ପିନ୍ଧିବାକୁ ଦିଆ ଯାଏ। ଆଉ ତାଙ୍କର ମୁହଁ ଘୁଡ଼ାଇବା ପାଇଁ କପଡା ମଧ୍ୟ ମିଳେ।

Leave a Reply

Your email address will not be published. Required fields are marked *