ନିର୍ବନ୍ଧ ପରେ ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଲୋକପ୍ରିୟ କମେଡିଆନ ମିଷ୍ଟର ଗୁଲୁଆ ଓ ବର୍ଷା ଙ୍କ ରୋମାଣ୍ଟିକ ଭିଡ଼ିଓ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ମିଷ୍ଟର ଗୁଲୁଆ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏମିତିରେ ତ ସେ ନିଜ କମେଡି ଭିଡିଓ ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି ହେଲେ ଏବେ କିଛି ଅଲଗା କାରଣ ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି ।

କହିବାକୁ ଗଲେ ମିଷ୍ଟର ଗୁଳୁଆଙ୍କ କମେଡି ଭିଡିଓ ଦେଖୁ ଦେଖୁ ଭାଇରାଲ ହୋଇଯାଏ । କହିଦେଉଛୁ କି ମିଷ୍ଟର ଗୁଳୁଆ କିଛି ଦିନ ତଳେ ହିଁ ନିଜର ପ୍ରେମିକାଙ୍କ ସହ ନିର୍ବନ୍ଧ କରିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି । କହିବାକୁ ଗଲେ ମିଷ୍ଟର ଗୁଳୁଆଙ୍କ କମେଡି ଭିଡିଓରେ ପ୍ରାୟତଃ ଆପଣ ଗୋଟିଏ ଝିଅକୁ ଦେଖିଥିବେ ।କହିବାକୁ ଗଲେ ତାଙ୍କ ନାଁ ହେଉଛି ବର୍ଷା ।

ଯାହାଙ୍କୁ ମିଷ୍ଟର ଗୁଳୁଆ ଭଲ ପାଉଥିଲେ ଓ କିଛି ଦିନ ପରେ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ନିର୍ବନ୍ଧ ସମୟର ଯଦି କଥାବାର୍ତ୍ତା କରିବା ତେବେ ସେହି ସମୟରେ ଦୁଇ ଜଣ ବହୁତ ଖୁସି ନଜର ଆସୁଥିଲେ । ଏହି ଭିଡିଓରେ ତାଙ୍କର ସହ କଳାକାର ଓ ପରିବାର ଲୋକମାନେ ବି ନଜର ଆସୁଛନ୍ତି । ନିର୍ବନ୍ଧ ସମୟରେ ଦୁଇ ଜଣ ପରସ୍ପରକୁ ଆଙ୍ଗୁଠି ପିନ୍ଧାଇବା ପରେ କେକ କାତିଳେ ଓ ଫଟୋ ସୁଟ କରିଲେ ।ଗୁଲୁଆଙ୍କ ନିର୍ବନ୍ଧରେ କେତେକ କଳାକାର ତଥା ରାନୀ ପଣ୍ଡା, ଟୁକୁନା ଷ୍ଟାଇଲିସ ଓ କାଳିଆ ଷଣ୍ଢ ଆଦି ଯୋଗ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *